ETV Bharat / state

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ 'ଓଡିଶା ମୋଦି'ଙ୍କ ପ୍ରଶଂସା

କାଶ୍ମୀରରୁ ଧାରା 370 ଓ 35 ଏ ଉଚ୍ଛେଦକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ବାଗତ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଧାରା ଉଚ୍ଛେଦ ପରର ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 17, 2019, 2:24 PM IST

ବାଲେଶ୍ବର: ଜାମ୍ମୁକାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ବାଗତ କରିଛନ୍ତି । ଏନେଇ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାରା ଉଚ୍ଛେଦ ପରର ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଦୀର୍ଘବର୍ଷ ପରେ କାଶ୍ମୀର ଲୋକ ଖୁସି ଅଛନ୍ତି । ଦ୍ଵିତୀୟ ସ୍ବର୍ଗ ଏବେ ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ପାଇଁ ଉପାଦେୟ ହେବ ବୋଲି ମନ୍ତ୍ରୀ କହିଥିଲେ । କାଶ୍ମୀରରେ ଧାରା ଉଚ୍ଛେଦ ଯୋଗୁଁ ସିଧାସଳଖ ଭାବେ ପୁଞ୍ଜି ନିବେଶ କରିହେବ ଓ ନିଯୁକ୍ତି ସୁବିଧା ବଢିବ ବୋଲି ସେ କହିଥିଲେ। ଧାରା 370 ଉଚ୍ଛେଦକୁ ନେଇ ମନ୍ତ୍ରୀ ଆହୁରି ଅନେକ କଥା ସୂଚନା ଦେଇଥିଲେ । ତାଙ୍କ ସହ ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ନୀଳଗିରି ବିଧାୟକ ସୁକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:କାଶ୍ମୀରରେ ଧାରା 370 ଓ 35 ଏ ଉଚ୍ଛେଦକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ୱାଗତ କରିଛନ୍ତି। ଏନେଇ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାରା ଉଚ୍ଛେଦ ପରର ସୁବିଧା ସୁଯୋଗ ସମ୍ପର୍କରେ କହିଥିଲେ।

Body:ଦୀର୍ଘବର୍ଷ ପରେ କାଶ୍ମୀର ଲୋକ ଖୁସି ଅଛନ୍ତି। ଦ୍ଵିତୀୟ ସ୍ୱର୍ଗ ଏବେ ସମ୍ପୁର୍ଣ୍ଣ ଭାବେ ଲୋକଙ୍କ ପାଇଁ ଉପାଦେୟ ହେବ ବୋଲି ମନ୍ତ୍ରୀ କହିଥିଲେ। କାଶ୍ମୀରରେ ଧାରା ଉଛେଦ ଯୋଗୁଁ ସିଧାସଳଖ ଭାବେ ପୁଞ୍ଜି ନିବେଶ କରିହେବ ଓ ନିଯୁକ୍ତି ସୁବିଧା ବଢିବ ବୋଲି କହିଥିଲେ।

Conclusion:ଧାରା 370 ଉଚ୍ଛେଦକୁ ନେଇ ମନ୍ତ୍ରୀ ଆହୁରି ଅନେକ କଥା ସୂଚନା ଦେଇଥିଲେ। ତାଙ୍କ ସହ ସଦର ବିଧାୟକ ମଦନ ମୋହନ ଦତ୍ତ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ- ପ୍ରତାପ ଚନ୍ଦ୍ର ଷଡଙ୍ଗୀ(କେନ୍ଦ୍ରମନ୍ତ୍ରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.