ETV Bharat / state

22 ରେ ପ୍ରସ୍ଥାବିତ ଧାରଣାକୁ ସମର୍ଥନ କରିବନି ବିଦ୍ୟୁତ ଶ୍ରମିକ ମିଳିତ ମଞ୍ଚ

author img

By

Published : Dec 13, 2020, 3:50 PM IST

ଆସନ୍ତା 22 ତାରିଖରେ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ନେଇ ପାୱାର ଏମ୍ପ୍ଲୋଇଜ ମିଳିତ ମଞ୍ଚର ସଜବାଜ । କିନ୍ତୁ ଧାରଣାକୁ ସମର୍ଥନ ଦେବ ନାହିଁ ବିଦ୍ୟୁତ ଶ୍ରମିକ ମିଳିତ ମଞ୍ଚ । ଅଧିକ ପଢନ୍ତୁ...

22 ରେ ପ୍ରସ୍ଥାବିତ ଧାରଣାକୁ ସମର୍ଥନ ଦେବନି ବିଦ୍ୟୁତ ଶ୍ରମିକ ମିଳିତ ମଞ୍ଚ

ବାଲେଶ୍ବର: ଆସନ୍ତା 22 ତାରିଖରେ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ପାୱାର ଏମ୍ପ୍ଲୋଇଜ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦିଆଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରସ୍ଥାବିତ ଧାରଣାକୁ ସମର୍ଥନ ଦେବନି ବିଦ୍ୟୁତ ଏମ୍ପ୍ଲୋଇଜ ଓ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟୀକରଣ ଦେଇଛି ମିଳିତ ମଞ୍ଚ ।

ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ କିଛି ଶ୍ରମିକ ସଙ୍ଗଠନ ଦାବୀ ପୂରଣ ଆଳରେ ଆନ୍ଦୋଳନକୁ ଓହ୍ଲାଇଥିବା ଅଭିଯୋଗ କରିଛି ମିଳିତ ମଞ୍ଚ । ୨୨ ତାରିଖରେ ନିୟମିତ ଭାବେ କାର୍ଯ୍ୟରେ ଯୋଗଦେବା ସହ ନେସ୍କୋ କର୍ମଚାରୀମାନେ ବିଦ୍ୟୁତ ସ୍ବାଭାବିକ ଭାବେ ସରବରାହ ଜାରି ରଖିବାକୁ ମିଳିତ ମଞ୍ଚର କର୍ମକର୍ତ୍ତାମାନେ ଆହ୍ବାନ ଦେଇଛନ୍ତି । କୌଣସି ପରିସ୍ଥିତିରେ ବିଦ୍ୟୁତ ଉପଭୋକ୍ତାମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଆହ୍ବାନ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.