ETV Bharat / state

ବିପୁଳ ପରିମାଣର ଦେଶୀ-ବିଦେଶୀ ମଦ ଜବତ, 6 ଗିରଫ

ଜିଲ୍ଲାରେ ଅବକାରୀ ବିଭାଗର ମିଳିତ ଚଢାଉ । ଚଢାଉ ସମୟରେ 85 ଲିଟରରୁ ଊର୍ଦ୍ଧ୍ବ ଦେଶୀ ଓ ପଶ୍ଚିମବଙ୍ଗ ମାର୍କା ବିଦେଶୀ ମଦ ଜବତ ହୋଇଛି। ଏଥିରେ ସଂପୃକ୍ତ 6 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

author img

By

Published : Mar 13, 2019, 9:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବର: ଜିଲ୍ଲାରେ ଅବକାରୀ ବିଭାଗର ମିଳିତ ଚଢାଉ । ଚଢାଉ ସମୟରେ 85 ଲିଟରରୁ ଊର୍ଦ୍ଧ୍ବ ଦେଶୀ ଓ ପଶ୍ଚିମବଙ୍ଗ ମାର୍କା ବିଦେଶୀ ମଦ ଜବତ ହୋଇଛି। ଏଥିରେ ସଂପୃକ୍ତ 6 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଗିରଫ ଅଭିଯୁକ୍ତମାନେ ହେଲେ ନିତ୍ୟାନନ୍ଦ ମହାପାତ୍ର, ବୁଦ୍ଧିଆ ସିଂ, ଗୋପୀନାଥ ସି, ଷଷ୍ଠୀ ସି, ନମିତା ପାତ୍ର, ମାନସୀ ମୁର୍ମୁ । ସମସ୍ତଙ୍କୁ ଗିରଫ କରି କୋର୍ଟ ପଠାଇଛି ଅବକାରୀ ବିଭାଗ ।

ସୂଚନା ଅନୁସାରେ, ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଉଦୟ ଲାଲ ନାୟକ, ଓଆଇସି ହରପ୍ରସାଦ ରଣା ସଦଳବଳେ ଜଳେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଏହି ସମୟରେ ବିପୁଳ ପରିମାଣରେ ମଦ ଜବତ କରାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

କଟକ: ଝୁଲିଲା ବୋର୍ଡ଼ ଏକଜାମିନେସନ ବୈଠକ ନିଷ୍ପତ୍ତି । ସଠିକ ପ୍ରମାଣପତ୍ର ର ଅଭାବ ଯୋଗୁଁ 3 ଟି ଜିଲା ରେ ବାତିଲ ହୋଇଥିବା ଇଂରାଜୀ ପରୀକ୍ଷା ଓ 108 ଓଏମଆର ପରୀକ୍ଷା ପତ୍ର ନିଖୋଜ ଘଟଣା ରେ ଆସିପାରିଲାନି ନିଷ୍କର୍ଷ ।କିନ୍ତୁ ଆସନ୍ତା  ବୋର୍ଡ଼ ବୈଠକ ରେ ଚରମ ନିଷ୍ପତ୍ତି ନେବା ନେଇ କହିଛନ୍ତି ବୋର୍ଡ଼ ସମ୍ପାଦକ ରାମଷିସ ହାଜରା । 

ଗତ ୨୫ ତାରିଖରେ ଇଂରାଜୀ ପରୀକ୍ଷା ର 3 ଟି ସେଣ୍ଟର୍, ଯେମିତିକି ବଲାଙ୍ଗୀର, ଢ଼େଙ୍କାନାଳ, ଓ କଟକ ଜିଲ୍ଲାରେ 500 ରୁ ଉର୍ଦ୍ଧ୍ବ  ପିଲାଙ୍କ ପରୀକ୍ଷା ବାତିଲ କରିଥିଲା ବୋର୍ଡ଼ । ଯାହାକୁ ନେଇ ଅଭିଭାବକ ସଙ୍ଘ ବୋର୍ଡ଼ ସଭାପତି ଙ୍କୁ ଭେଟି ନିର୍ଦୋଷ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା କରି ରେଜଲ୍ଟ ବାହାର କରାଯାଉ ବୋଲି ଦାବି କରିଥିଲେ ।  କିନ୍ତୁ ଆଜି ଅନୁଷ୍ଠିତ  ଏକଜାମିନେସନ କମିଟି ରେ କୌଣସି ନିଷ୍କର୍ଷ ନ ଆସିବାରୁ ଚିନ୍ତା ରେ ଅଭିବାଭକ । 

ବାଇଟ: ବୋର୍ଡ଼ ସମ୍ପାଦକ ( ରାମଷିସ ହାଜରା )

Byte and visual on mojo plz check 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.