ETV Bharat / state

ବସ୍ତା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ: 4 ଗିରଫ, 4 ବାଇକ ଜବତ

4 ବାଇକ ଲୁଟେରାଙ୍କୁ ଗିରଫ କରିଛି ବସ୍ତା ପୋଲିସ । ଗତ 25 ତାରିଖ ରାତିରେ ପୋଲିସ ଅମର୍ଦାରୋଡ ଅଞ୍ଚଳରେ ପେଟ୍ରୋଲିଂ କରିବା ସମୟରେ ଜଣେ ବାଇକ ଲୁଟେରାକୁ ଧରିଥିଲା । ଏହା ପରେ ଗତକାଲି ଦଳର ଅନ୍ୟ 3 ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 27, 2019, 8:54 PM IST

ବାଲେଶ୍ଵର: ବସ୍ତା ପୋଲିସକୁ ସଫଳତା । ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଗତ 25 ତାରିଖ ରାତିରେ ପୋଲିସ ଅମର୍ଦାରୋଡ ଅଞ୍ଚଳରେ ପେଟ୍ରୋଲିଂ କରିବା ସମୟରେ ଜଣେ ବାଇକ ଲୁଟେରାକୁ ଧରିଥିଲା । ପୋଲିସ ଉକ୍ତ ଲୁଟେରାକୁ ଗିରଫ କରି ଅଧିକ ତଥ୍ୟ ହାସଲ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହି ତଥ୍ୟ ଆଧାରରେ ଗତକାଲି 3 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ 4 ଅଭିଯୁକ୍ତ ହେଲେ ବସ୍ତା ଥାନା ବାସିଚକୁରାଇ ଗ୍ରାମର 31 ବର୍ଷୀୟ ଗଙ୍ଗାଧର ନନ୍ଦ, 32 ବର୍ଷୀୟ ଚନ୍ଦନ ପରିଡ଼ା, ସିଙ୍ଗଲା ଥାନା ଗମ୍ଭାଲୁଣ୍ଡି ଗ୍ରାମର 24 ବର୍ଷୀୟ ସାଗର କୁମାର ଦାସ ଏବଂ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଶର୍ଯ୍ୟାମାଖୁଣ୍ଟା ଅଞ୍ଚଳର 34 ବର୍ଷୀୟ ଆଶିଷ ମହାନ୍ତି । ଗିରଫ ପରେ ସେମାନଙ୍କ ନିକଟରୁ 4ଟି ବାଇକ ଜବତ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ବସ୍ତା ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗ ଧରିବାରେ ସକ୍ଷମ ହୋଇଛି। 25ତାରିଖ ରାତିରେ ପୋଲିସ ଅମର୍ଦାରୋଡ ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ବାଇକ ଚୋର କୁ ଧରିଥିଲା। ଉକ୍ତ ଚୋର ଠାରୁ ଅଧିକ ତଥ୍ୟ ସଂଗ୍ରହ କରି ପୋଲିସ ଗତକାଲି ଆଉ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବସ୍ତା ଥାନା ଅର୍ନ୍ତଗତ ବାସିଚକୁରାଇ ଗ୍ରାମର ଗଙ୍ଗାଧର ନନ୍ଦ(୩୧), ଚନ୍ଦନ ପରିଡ଼ା (୩୨), ସିଙ୍ଗଲା ଥାନା ଗମ୍ଭାଲୁଣ୍ଡି ଗ୍ରାମ ର ସାଗର କୁମିର ଦାସ (୨୪), ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଶ୍ଯାମାଖୁଣ୍ଟା ଅଞ୍ଚଳ ର ଆଶିଷ ମହାନ୍ତି (୩୪)। ସେମାନଙ୍କ ନିକଟରୁ 4ଟି ବାଇକ ଜବତ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.