ETV Bharat / state

ଜୁଲାଇ 19ରେ ଓଡିଶା ବନ୍ଦ ଡାକରା, ସଫଳ କରିବାକୁ ଛାତ୍ର ସଙ୍ଗଠନର ନିବେଦନ - ବଲାଙ୍ଗୀରରେ ଓଡିଶା ବନ୍ଦ ଡାକରା ସଫଳ ପାଇଁ ଡାକରା

BJB କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆସନ୍ତା 19 ତାରିଖ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ନବନିର୍ମାଣ ଛାତ୍ର ସଂଗଠନ । ବଲାଙ୍ଗୀରରେ ଏହାକୁ ସଫଳ କରିବା ପାଇଁ ନିବେଦନ କରାଯାଇଛି । ଅଧିକ ପଢନ୍ତୁ

19 ତାରିଖ ଓଡିଶା ବନ୍ଦ ଡାକରା ସଫଳ ପାଇଁ ବଲାଙ୍ଗୀରରେ ପ୍ରୟାସ

author img

By

Published : Jul 17, 2022, 9:27 AM IST

ବଲାଙ୍ଗୀର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆସନ୍ତା 19 ତାରିଖ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ନବନିର୍ମାଣ ଛାତ୍ର ସଂଗଠନ । ତେବେ ଏହାକୁ ସଫଳ କରିବା ଓ ନୈତିକ ସମର୍ଥନ ଦେବା ପାଇଁ ବଲାଙ୍ଗୀରରେ ସମସ୍ତଙ୍କୁ ନିବେଦନ କରିଛନ୍ତି ଏହି ସଙ୍ଗଠନ ।

19 ତାରିଖ ଓଡିଶା ବନ୍ଦ ଡାକରା ସଫଳ ପାଇଁ ବଲାଙ୍ଗୀରରେ ପ୍ରୟାସ
ରୁଚିକାଙ୍କୁ ରାଗିଂ ପରେ ତାଙ୍କର ଆତ୍ମହତ୍ୟା ଅଭିଯୋଗ ଓ ତା’ର ତଦନ୍ତ ଦାବିରେ ନବନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ସଂଗଠନର ଏହି ଡାକରା । ତେବେ ଏହାକୁ ସଫଳ କରିବା ଓ ଏହାକୁ ନୈତିକ ସମର୍ଥନ ଦେବା ପାଇଁ ବଲାଙ୍ଗୀରର ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନକୁ ନିବେଦନ କରିଛି ଏହି ସଂଗଠନ । ଓଡ଼ିଶାର ବିଭିନ୍ନ କଲେଜରେ ରାଗିଂ ଯୋଗୁଁ ଛାତ୍ର ଛାତ୍ରୀଙ୍କ ପ୍ରାଣ ଯାଉଛି । ସେପଟେ ସରକାର କିମ୍ବା ପୋଲିସ ଏହା ଉପରେ କୌଣସି ବିଶେଷ ପଦକ୍ଷେପ ନେଉନାହିଁ । ତେବେ ସରକାର ଏଦିଗରେ କଠୋର ନିୟମ ଆଣନ୍ତୁ ଓ ସବୁଠି ରାଗିଂ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.