ETV Bharat / state

ସବୁଠି ଗୁହାରି କରି ନୟାନ୍ତ , ରାସ୍ତା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା - ରାସ୍ତା ପାଇଁ ହାଇକୋର୍ଟ ଗଲେ ଗ୍ରାମବାସୀ

ରାସ୍ତା ଖଣ୍ଡିଏ ପାଇଁ ସବୁଠି ନିବେଦନ କରି ଥକିଗଲେ ଗ୍ରାମବାସୀ । କେହି ନଶୁିଣିବାରୁୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ.....

ସବୁଠି ଗୁହାରି କରି ନୟାନ୍ତ , ରାସ୍ତା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : Nov 22, 2020, 2:53 AM IST

ବଲାଙ୍ଗୀର: ରାସ୍ତା ଖଣ୍ଡିଏ ପାଇଁ ସବୁଠି ନିବେଦନ କରି ଥକିଗଲେ ଗ୍ରାମବାସୀ । ନେତା ପ୍ରଶାସନ କେହି ଶୁଣିଲେ ନାହିଁ । ଭଲ ରାସ୍ତା ଖଣ୍ଡେ ପାଇଁ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜି ବ୍ଲକରେ ।

ସବୁଠି ଗୁହାରି କରି ନୟାନ୍ତ , ରାସ୍ତା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ବଲାଙ୍ଗୀର କଣ୍ଟାବାଞ୍ଜି ସଦର ମହକୁମା ରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ବେହେରେନ୍ ସିଲେଟ ଗ୍ରାମକୁ ଯିବ ଆସିବା ପାଇଁ ମାତ୍ର ଗୋଟିଏ ରାସ୍ତା ଥିବା ବେଳେ ତାହାର ଅବସ୍ଥା ଅତି ଶୋଚନୀୟ ହୋଇଛି। ସମ୍ପୂର୍ଣ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ସବୁ ବେଳେ ପାଣି ଜମି ରହିଛି। ଯାହାଫଳରେ ଦୈନନ୍ଦିନ କାମ ପାଇ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଛାତ୍ର ଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି । ରାସ୍ତା ଅବସ୍ଥା ଭଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଟିଏ ଆସିପାରୁନାହିଁ ।

ତେବେ ଏଥିପାଇଁ ଗ୍ରାମବାସୀ ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସିଥିବା ବେଳେ ମିଳୁଛି କେବଳ ପୁଳାପୁଳା ପ୍ରତିଶୃତି । କିନ୍ତୁ ରାସ୍ତାର ଅବସ୍ଥା ସୁଧୁରୁନାହିଁ । ତେଣୁ ବାଧ୍ୟ ହୋଇ ଅନ୍ୟ କିଛି ଉପାୟ ନପାଇ ଏହି ଗାଆଁ ଜଣେ ସ୍ବେଛାସେବୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଏବଂ କୋର୍ଟରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ତାଙ୍କର ପୁର୍ଣ୍ଣ ବିଶ୍ବାସ ଥିବା ମଧ୍ୟ ସେ କହିଛନ୍ତି ।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.