ETV Bharat / state

ପୁଣି ସ୍ବତନ୍ତ୍ର ଟ୍ରେନରେ ବଲାଙ୍ଗୀର ଆସିବେ ପ୍ରବାସୀ ଶ୍ରମିକ

ତାମିଲନାଡୁର ତିରପୁର ଜିଲ୍ଲାରୁ ଏହି ଟ୍ରେନ ଆସିବାକୁ ଥିବାବେଳେ ଏଥିରେ 12 ଶହ ଶ୍ରମିକ ଓଡିଶା ଆସିବେ । ତେବେ ବଲାଙ୍ଗୀରରେ 210 ଜଣ ଶ୍ରମିକ ଓହ୍ଲାଇବେ । ଅଧିକ ପଢନ୍ତୁ...

author img

By

Published : May 13, 2020, 8:53 PM IST

ପୁଣି ସ୍ବତନ୍ତ୍ର ଟ୍ରେନରେ ବଲାଙ୍ଗୀର ଆସିବେ ପ୍ରବାସୀ ଶ୍ରମିକ
ପୁଣି ସ୍ବତନ୍ତ୍ର ଟ୍ରେନରେ ବଲାଙ୍ଗୀର ଆସିବେ ପ୍ରବାସୀ ଶ୍ରମିକ

ବଲାଙ୍ଗୀର: ଜିଲ୍ଲାକୁ ଗୁରୁବାର ପୁଣି ଗୋଟିଏ ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଶ୍ରମିକ ଆସିବା ନେଇ ମିଳିଛି ସୂଚନା । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ସରିଛି।

ତାମିଲନାଡୁର ତିରପୁର ଜିଲ୍ଲାରୁ ଏହି ଟ୍ରେନ ଆସିବାକୁ ଥିବାବେଳେ ଏଥିରେ 12 ଶହ ଶ୍ରମିକ ଓଡିଶା ଆସିବେ । ତେବେ ବଲାଙ୍ଗୀରରେ 210 ଜଣ ଶ୍ରମିକ ଓହ୍ଲାଇବେ । ସେହିପରି ବାକି ଶ୍ରମିକ ଭଦ୍ରକ ଓ ବାଲେଶ୍ବରରେ ଓହ୍ଲାଇବେ ବୋଲି ସୂଚନା ରହିଛି।

ଏଥିପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ସରିଛି। ଯେଉଁଥିରେ ବଲାଙ୍ଗୀର ରେଳ ଷ୍ଟେସନରେ ଏମାନଙ୍କ ସ୍ବାଗତ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ସେହିପରି ଏମାନଙ୍କ ଡାକ୍ତରୀ ପରୀକ୍ଷା ପରେ ନିଜ ନିଜ ଗାଁ ସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ବସ ଯୋଗେ ପଠାଯିବାର ବ୍ୟବସ୍ଥା କରାଯାଇଛି।

ତେବେ କୋରୋନା ନବ୍ୟାପିବା ଓ ସୁରକ୍ଷା ଦୃଷ୍ଟିରୁ ରେଳ ଷ୍ଟେସନ ଅଞ୍ଚଳକୁ ସାଧାରଣ ଲୋକଙ୍କ ପାଇଁ ନିଷେଧ କରାଯାଇଛି।

ବଲାଙ୍ଗୀରରୁ ଶେକ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.