ETV Bharat / state

ବଲାଙ୍ଗୀର ପ୍ରସିଦ୍ଧ ମଠଖାଇ ମନ୍ଦିରରୁ ଅଳଙ୍କାର ଚୋରି - ମଠଖାଇ ମନ୍ଦିର

ବଲାଙ୍ଗୀର ଜିଲ୍ଲାରେ ଆଦିବାସୀଙ୍କ ପ୍ରସିଦ୍ଧ ମଠଖାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି । ଅଧିକ ପଢନ୍ତୁ..............

ଫଟୋ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର
author img

By

Published : Oct 10, 2019, 7:57 PM IST

ବଲାଙ୍ଗୀର: ଆଦିବାସୀଙ୍କ ପ୍ରସିଦ୍ଧ ମଠଖାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବଲାଙ୍ଗୀର ସଦର ପୋଲିସ ତନାଘନା ଆରମ୍ଭ କରିଛି ।

ବଲାଙ୍ଗୀର ପ୍ରସିଦ୍ଧ ମଠଖାଇ ମନ୍ଦିରରୁ ଅଳଙ୍କାର ଚୋରି

ବଲାଙ୍ଗୀର ଆଦିବାସୀଙ୍କ ପ୍ରସିଦ୍ଧ ମଠଖାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ଅଭିଯୋଗ ହୋଇଛି । ବଲାଙ୍ଗୀର ଟିଟିଲାଗଡ଼ ରାସ୍ତାରେ ପ୍ରସିଦ୍ଧ ମଠଖାଇ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରୁ ତାଲା ଭଙ୍ଗା ଯାଇ ଦୁର୍ବୃତ୍ତମାନେ ମା ଲକ୍ଷ୍ମୀଙ୍କ ସୁନାହାର, ମୁକୁଟ ଓ ବିଶ୍ଵକର୍ମାଙ୍କ ସୁନାଚେନ, ମୁକୁଟ ଚୋରି କରିନେଇଛନ୍ତି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । କିଏ ଓ କେଉଁ ସମୟରେ ଚୋରି କରିଛି ତାହା ଜଣା ପଡିନାହିଁ ।

ଏନେଇ ଅଭିଯୋଗ ହେବାପରେ ବଲାଙ୍ଗୀର ସଦର ପୋଲିସ ତନାଘନା ଆରମ୍ଭ କରିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ସହ ଯାଇ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୋରି ସାମଗ୍ରୀର ପତ୍ତା ମିଳିପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ଆଦିବାସୀଙ୍କ ପ୍ରସିଦ୍ଧ ମଠ ଖାଇ ମନ୍ଦିରରୁ ଲକ୍ଷା ଧିକ ଟଂକା ର ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ବଲାଙ୍ଗୀର ସଦର ପୋଲିସ ତନା ଘନା ଆରମ୍ଭ କରିଛି । Body:ବଲାଙ୍ଗୀର ଆଦିବାସୀଙ୍କ ପ୍ରସିଦ୍ଧ ମଠ ଖାଇ ମନ୍ଦିରରୁ ଲକ୍ଷା ଧିକ ଟଂକା ର ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଟିଟିଲାଗଡ଼ ରାସ୍ତାରେ ଥିବା ଏହି ମନ୍ଦିରରୁ ତାଲା ଭଙ୍ଗା ଯାଇ ମା ଲକ୍ଷ୍ମୀ ଙ୍କ ସୁନା ହାର, ମୁକୁଟ ଓ ବିଶ୍ଵକର୍ମା ଙ୍କ ସୁନା ଚେନ ତଥା ମକୁଟ ଚୋରି ହୋଇଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ କିଏ ଓ କେଉଁ ସମୟରେ ଚାରି କରିଛି ତାହା ଜଣା ପଡି ନାହିଁ । ଅନ୍ୟପଟେ ଏହାର ଅଭିଯୋଗ ପୋଲିସ ପାଖରେ ହେବାପରେ ଏଥିରେ ବଲାଙ୍ଗୀର ସଦର ପୋଲିସ ତନା ଘନା ଆରମ୍ଭ କରିଛି । ଏବଂ ଘଟଣା ସ୍ଥଳକୁ ସାଇନ୍ତିଫିକ୍ ଟିମ୍ ସହ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏଁ ଚୋରି ସାମଗ୍ରୀ ର ପଟ୍ଟା ମିଳି ପରି ନାହିଁ । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.