ETV Bharat / state

କୃଷି ଆଇନକୁ ବିରୋଧ, କିଷାନ କଂଗ୍ରେସର ଧାରଣ

ଚାଷୀଙ୍କୁ ହକ ଦେବା ପାଇଁ କିଷାନ କଂଗ୍ରେସ ପକ୍ଷରୁ ଧାରଣା । କୃଷି ଆଇନକୁ ବିରୋଧ ସହ ଧାନକିଣା ନାଁରେ ଚାଷୀଙ୍କୁ କଟନୀ ଛଟନୀ କରି ଶୋଷଣ କରାଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ...

congress strike in balangir for farmers
କିଷାନ କଂଗ୍ରେସ ପକ୍ଷରୁ ଧାରଣ
author img

By

Published : Jan 22, 2021, 10:17 PM IST

ବଲାଙ୍ଗୀର : ଜିଲ୍ଲାରେ କିଷାନ କଂଗ୍ରେସ ପକ୍ଷରୁ ଏକ ବିରାଟ ଧାରଣ ଓ ପ୍ରତିବାଦ ସଭା କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି (ଶୁକ୍ରବାର) ଏହି ଧାରଣା ଦିଆଯାଇଥିବା ବେଳେ ଏଥିରେ କଂଗ୍ରେସ ତୁଙ୍ଗ ନେତାଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ। ତେବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବା ସହ ଆନ୍ଦୋଳନରତ ଥିବା ଚାଷୀମାନଙ୍କୁ ସମର୍ଥନ ଜଣାଇଛନ୍ତି।

କିଷାନ କଂଗ୍ରେସ ପକ୍ଷରୁ ଧାରଣ

ଜିଲ୍ଲାରେ ଚାଷୀଙ୍କ ପ୍ରତି ଶୋଷଣ ନୀତି ଆପଣା ଯାଇଥିବା ଅଭିଯୋଗ ଆଣିଛନ୍ତି। ଧାନ କିଣା ନାଁରେ ଚାଷୀଙ୍କୁ କଟନୀ ଛଟନୀ କରି ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଗତବର୍ଷର କୃଷି ବୀମା ଟଙ୍କା ଚାଷୀ ଏଯାଏଁ ଚାଷୀଙ୍କୁ ମିଳି ନଥିବା ବେଳେ ଖୁବଶିଘ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି । ଆଗକୁ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.