ETV Bharat / state

ତୈଳଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ

ତୈଳ ଦର ବୃଦ୍ଧି ପ୍ରତିବାଦରେ ଅନୁଗୋଳ ଜିଲା ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

author img

By

Published : Jun 26, 2020, 8:40 PM IST

suci-protest-for-oil-price-hike-in-anugul
ତୈଳ ଦର ବୃଦ୍ଧ ପ୍ରତିବାଦରେ ଏସ ୟୁ ସି ଆଇ

ଅନୁଗୋଳ: ତୈଳଦର ବୃଦ୍ଧି ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ । ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇଁ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଯାହାର ପ୍ରତିବାଦ କରିଛି ଏସୟୁସିଆଇ ।

ବଢୁଛି ତୈଳ ଦର ପ୍ରତିବାଦରେ ଏସ ୟୁ ସି ଆଇ

ଦେଶରେ କିଛିଦିନ ହେବ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଦର ବୃଦ୍ଧିକୁ ନେଇ ସମସ୍ତେ ଚୁପ ବସିଥିବା ବେଳେ ଆଜି ଏହାର ପ୍ରତିବାଦ କରିଛି ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟି । ଅନୁଗୋଳ ଜିଲା ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଅନୁଗୋଳ ରାଜା ଛକ ଠାରେ ସରକାର ତୁରନ୍ତ ତୈଳଦର ହ୍ରାସ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ଯଦି ଆଗାମୀ ଦିନରେ ତୈଳ ଦର ହ୍ରାସ କରାନଯାଏ ତବେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.