ETV Bharat / state

ଆରପିଡିଏସି ବୈଠକ ବର୍ଜନ କଲେ ସାଂସଦ ଓ ବିଧାୟକ

ଆରପିଡିଏସି ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁ ନଥିବାରୁ ବୈଠକ ବର୍ଜନ କରିଛନ୍ତି ଢେଙ୍କାନାଳ ସାଂସଦଙ୍କ ସହ ଜିଲ୍ଲାର ଦୁଇ ବିଧାୟକ ଓ ଅନ୍ୟ ଲୋକପ୍ରତିନିଧି। ଅଧିକ ପଢନ୍ତୁ...

author img

By

Published : Jan 12, 2021, 2:59 PM IST

ଆରପିଡିଏସି ବୈଠକ ବର୍ଜନ କଲେ ସାଂସଦ ଓ ବିଧାୟକ
ଆରପିଡିଏସି ବୈଠକ ବର୍ଜନ କଲେ ସାଂସଦ ଓ ବିଧାୟକ

ଅନୁଗୋଳ: ଏନଟିପିସି କର୍ତ୍ତୃପକ୍ଷଙ୍କ ସହ ହୋଇଥିବା ଆରପିଡିଏସି ବୈଠକ ବର୍ଜନ କଲେ ବିଧାୟକ ଓ ସାଂସଦ । ଆରପିଡିଏସି ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁ ନଥିବାରୁ ବୈଠକ ବର୍ଜନ କରିଛନ୍ତି ଢେଙ୍କାନାଳ ସାଂସଦଙ୍କ ସହ ଜିଲ୍ଲାର ଦୁଇ ବିଧାୟକ ଓ ଅନ୍ୟ ଲୋକପ୍ରତିନିଧି।

ଅନୁଗୋଳ ଜିଲ୍ଲାପାଳଙ୍କ କଯ୍ୟାଳୟରେ ଚାଲିଥିଲା ଏନଟିପିସିର 9 ତମ ଆରପିଡିଏସି ବୈଠକ । ଯେଉଁଥିରେ ଯୋଗ ଦେଇଥିଲେ ଉତ୍ତର କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର NTPC ଅଧିକାରୀ ଓ ଜିଲ୍ଲାପାଳ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.