ETV Bharat / state

ରାସ୍ତାକଡରୁ ମୃତଦେହ ଉଦ୍ଧାର

author img

By

Published : Nov 9, 2019, 1:42 AM IST

ରାସ୍ତାକଡରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ କାରଣ ଅସ୍ପଷ୍ଟ। ଆଗକୁ ପଢନ୍ତୁ...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ରାସ୍ତାକଡରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତର କାରଣ ଅସ୍ପଷ୍ଟ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନୁଗୋଳ ପାଳଲହଡା ଥାନା ବନ୍ଧାଭୂଇଁ ପଞ୍ଚାୟତର ଗଣେଶପୁର ଗ୍ରାମ ପତଳାଡ଼ିହ ସାହିରୁ କିଛି ଦୂର ରାସ୍ତାକଡରେ ଏକ ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରାଥମିକ ତଦନ୍ତ ଅନୁସାରେ, ମୃତକ ଜଣକ ହେଲେ ଗଣେଶପୁର ଗ୍ରାମର 45 ବର୍ଷୀୟ ଦୟା ଦେହୁରୀ । ସେ ଗୁରୁବାର ସନ୍ଧ୍ୟାରୁ ନିଖୋଜ ଥିଲେ । ତାଙ୍କର ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶୁକ୍ରବାର ତାଙ୍କ ମୃତଦେହ ରାସ୍ତା କଡରେ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ I

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପରେ ପାଳଲହଡା ଥାନାକୁ ଖବର ଦେଇଥିଲେ, ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ I

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:ରସ୍ଥା କଡରୁ ମିଳିଛି ନିଖୋଜ ବ୍ୟକ୍ତି ଙ୍କ ମୃତ ଦେହ । ମୃତର କାରଣ ଅସ୍ପଷ୍ଟ। ପୋଲିସ ତଦନ୍ତ ଆରମ୍ଭ ।Body: ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ବନ୍ଧାଭୂଇଁ ପଂଚାୟତର ଗଣେଶପୁର ଗ୍ରାମ ପତଳାଡ଼ିହ ସାହି ରୁ କିଛି ଦୁର ରାସ୍ତା କଡରେ ଏକ ମୃତ ଦେହ ଉଦ୍ଧାର ହୋଇଛି ।ପ୍ରାଥମିକ ତଦନ୍ତରୁ ଜଣା ପଡିଛି ମୃତ ଜଣକ ହେଲେ ଗଣେଶପୁର ଗ୍ରାମର ଦୟା ଦେହୁରୀ, ବୟସ 45, ସେ ଗତକାଲି ସଂଧ୍ୟରୁ ନିଖୋଜ ଥିଲେ ତେବେ ବହୁ ଖୋଜା ଖୋଜି ପରେ ଆଜି ତାର ମୃତ ଦେହ ରାସ୍ତା କଡରେ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ I ପରେ ପାଳଲହଡା ଥାନାକୁ ଖବର ଦେଇଥିଲେ, ପାଳଲହଡା ପୋଲିସ ଘଟଣା ସ୍ଥଳକୁ ଯାଇ ସବ ଜବତ କରିବା ସହ ତଦନ୍ତ ଚଳାଇଛି Conclusion:Iତେବେ ମୃତ୍ୟ ର ପ୍ରକୃତ କାରଣ ଜଣାପଡିନାହିଁ I
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.