ETV Bharat / state

11ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନହର୍ତ୍ତା, ଭାବବିହ୍ବଳ ଭକ୍ତ - ଅନପୃୁଗୋଳରେ ଗଣେଶ ବିସର୍ଜନ

ଶେଷ ହୋଇଛି ତାଳଚେରର ଗଣପର୍ବ ଗଣେଷ ପୂଜା । ସବୁଥର ପରି ପୂଜା ଯେଉଁଭଳି ଆକର୍ଷଣୀୟ ଥିଲା, ତାଠାରୁ ଅଧିକ ଆକର୍ଷଣୀୟ ଥିଲା ବିସର୍ଜନ ଉତ୍ସବ ।

11 ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନହର୍ତ୍ତା, ଭାବବିହ୍ବଳ ଭକ୍ତ
author img

By

Published : Sep 14, 2019, 10:54 PM IST

ଅନୁଗୋଳ: ଶେଷ ହୋଇଛି ତାଳଚେରର ଗଣପର୍ବ ଗଣେଷ ପୂଜା । ସବୁଥର ପରି ପୂଜା ଯେଉଁଭଳି ଆକର୍ଷଣୀୟ ଥିଲା, ତାଠାରୁ ଅଧିକ ଆକର୍ଷଣୀୟ ଥିଲା ବିସର୍ଜନ ଉତ୍ସବ । ମେଳଣ ଶୋଭାଯାତ୍ରାରେ ସାମିଲ ହୋଇଥିଲା ମୋଟ 31ଟି ମେଢ । ଏଥର ଆଜ୍ଞା ମାଳ ଓ ଆଜ୍ଞା ଲଡୁ ନିଲାମ ହୋଇଥିଲା 7 ଲକ୍ଷ 50 ହଜାର ଟଙ୍କାରେ ।

11 ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନହର୍ତ୍ତା, ଭାବବିହ୍ବଳ ଭକ୍ତ

ତେବେ 2 ତାରିଖରୁ ଆରମ୍ଭ ହୋଇଥିବା ତାଳଚେରର ପ୍ରସିଦ୍ଧ ଗଣେଷ ପୂଜାର ଶନିବାର ଅନୁଷ୍ଠିତ ହୋଉଛି ଭଷାଣ ଶୋଭାଯାତ୍ରା । ସହର ଗଳିକନ୍ଦି, ସାହି ବସ୍ତି ସବୁଠି 11ଦିନ ଧରି ଗଜାନନଙ୍କୁ ମହାଆଡମ୍ବର ସହକାରେ ପୂଜା କରାଯାଇଥିଲା ।

କେବଳ ପୂଜା ନୁହେଁ ଏହାର ଭଷାଣ ମଧ୍ୟ ସେତିକି ଆକର୍ଷଣୀୟ ହୋଇଥିଲା । ଜିଲ୍ଲା ପ୍ରଶାନଠାରୁ ଆରମ୍ଭ କରି ସମସ୍ତ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ଏହା 1ଲକ୍ଷରୁ ନିଲାମ ଆରମ୍ଭ ହୋଇ 7 ଲକ୍ଷ 50 ହଜାର ଟଙ୍କାରେ ଶେଷ ହୋଇଥିଲା । ଏହାକୁ ନିଲାମ ନେଇଥିଲେ ତାଳଚେର ଲାଲ ବାଗ ରାଜା ଅନୁଷ୍ଠାନ ।

ଲଡୁ ନିଲାମ ପରେ ଆରମ୍ଭ ହୋଇଥିଲା ଭଷାଣ ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ 31ଟି ପୂଜା ମଣ୍ଡପ । ସ୍ଵତନ୍ତ୍ର ଗାଡିରେ ବିଘ୍ନନାଶନଙ୍କ ସୁସଜ୍ଜିତ ମେଢ ବଡ ଦାଣ୍ଡ ସାହି ମେଳଣ ପଡିଆରୁ ବାହାରିଥିଲା ଶୋଭା ଯାତ୍ରାରେ ।
ଏହାସହ ପାରମ୍ପରିକ ବାଦ୍ୟ ଯେପରି ଶଙ୍ଖ, ଘଣ୍ଟ ଓ ମାଦଳର ତାଳରେ କମ୍ପି ଉଠିଥିଲା ସମଗ୍ର କୋଇଲା ନଗରି ।

ତେବେ ଦିନ 12ଟାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିବ । ଭଷାଣ ଶୋଭାଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶେଷ ହୋଇଛି ତାଳଚେର ର ଗଣ ପର୍ବ ଗଣେଷ ପୂଜା । ଏହାର ପୂଜା ଜେଭଳି ଆକର୍ଷଣୀୟ ଥିଲା ସେଭଳି ଆକର୍ଷଣୀୟ ଥିଲା ବିସର୍ଜନ । ମେଳଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ୩୧ ଟି ମେଢ । ଏଥର ଆଜ୍ଞା ମାଳ ଓ ଆଜ୍ଞା ଲଡୁ ନିଲାମ ହୋଇଥିଲା ୭ ଲକ୍ଷ ୫୦ ହଜାର ଟଙ୍କାରେ । Body:Vo – 1
୨ ତାରିଖରୁ ଆରମ୍ଭ ହୋଇଥିବା ତାଳଚେର ର ଗଣ ପର୍ବ ପ୍ରସିଦ୍ଧ ଗଣେଷ ପୂଜାର ଆଜି ହେଉଛି ଭଷାଣୀ ଶୋଭାଯାତ୍ରା । ସହର ଗଳିକନ୍ଦି , ସାଇ ବସ୍ତି ସବୁଠି ୧୧ ଦିନ ଧରି ଗଜାନନଙ୍କୁ ମହା ଆଡମ୍ବର ସହକାରେ ପୂଜା କରାଯାଇଥିଲା । ପୂଜା ଭଳି ଆକର୍ଷଣୀୟ ହୋଇଛି ଏହାର ଭସାଣି ଉତ୍ସବ । ଉତ୍ସବ ର ପ୍ରମ୍ଭରେ ପରମ୍ପରା ଅନୁଯାଇ କରାଯାଇଥିଲା ଗଣେଷ ଙ୍କର ଆଜ୍ଞା ମାଳ ଓ ଆଜ୍ଞା ଲଡୁ ନିଲାମ । ଜିଲ୍ଲା ପ୍ରଶାନ ଠାରୁ ଆରମ୍ଭ କରି ସମସ୍ତ ଲୋକ ପ୍ରତିନିଦ୍ଧି ଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ୧ଲକ୍ଷ ରୁ ନିଲାମ ଆରମ୍ଭ ହୋଇ ୭ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ ଶେଷ ହୋଇଥିଲା । ନେଲାମ ନେଇଥିଲେ ତାଳଚେର ଲାଲ ବାଗ ରାଜା ଅନୁଷ୍ଠାନ ।
Byte –1 ରଞ୍ଜିତ ମହାପାତ୍ର , ସଂଯୋଜକ କେନ୍ଦ୍ରୀୟ ପୂଜା କମିଟି
Byte – 2 ଦେବୀ ମିଶ୍ର , ତାଳଚେର ବାସୀ
Vo – 2
ଲଡୁ ନିଲାମ ପରେ ଆରମ୍ଭ ହୋଇଥିଲା ଭଷାଣ ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ୩୧ ଟି ପୂଜା ମଣ୍ଡପ । ସ୍ଵତନ୍ତ୍ର ଗାଡିରେ ବିଘ୍ନ ନାଶନଙ୍କ ସୁସଜିତ ମେଢ ଗୁଡିକ ବଡ ଦାଣ୍ଡ ସାହି ମେଳଣ ପଡିଆରୁ ବାହାରିଥିଲା ସୋଭା ଯାତ୍ରାରେ । ପାରମ୍ପରିକ ବାଦ୍ୟ ଯେପରି ଶଙ୍ଖ , ଘଣ୍ଟ ଓ ମାଦଳ ର ତାଳରେ କମ୍ପି ଉଠିଥିଲା ସମଗ୍ର କୋଇଲା ନଗରି । ଦିନ ୧୨ ଟାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିବ । ଭଷାଣୀ ଶୋଭାଯାତ୍ରା ପାଇଁ ଜିଲ୍ଲା ପ୍ରଶାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିଥିଲା ।
Byte – 3 ପବିତ୍ର ଭୁତିଆ, ସମ୍ପାଦକ କେନ୍ଦ୍ରୀୟ ପୂଜା କମିଟି
Byte – 4 ହେମନ୍ତ ପଣ୍ଡା , ଏସଡ଼ିପିଓ ତାଳଚେର
Conclusion:ଭାଇଚାରା ର ଅପୂର୍ବ ନିଦର୍ଶନ ହେଉଛି ତାଳଚେର ର ଗଣେଶ ପୂଜା । ଯାହା କି ପ୍ରତିବର୍ଷ ଶୃଷ୍ଠୀ କରିଥାଏ ସମସ୍ତ ଙ୍କ ନୂଆ ପାଇଁ ଅନୁଭୂତି ।
ଅନୁଗୋଳ ଜିଲ୍ଲା ତାଳଚେରରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.