ETV Bharat / state

ଗାନ୍ଧୀ ସଂକଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ - ସ୍ବଚ୍ଛ ଭାରତ

ଅନୁଗୋଳରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଅବସରରେ ସ୍ବଚ୍ଛ ଭାରତ, ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବେ ଓ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଅନୁଗୁଳ
author img

By

Published : Oct 20, 2019, 8:28 AM IST

ଅନୁଗୋଳ: ଗାନ୍ଧୀ ସଂକଳ୍ପ ସମାବେଶ ଅବସରରେ ଅନୁଗୋଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ପରେ ଆୟୋଜିତ ହୋଇଯାଇଛି । ଏହି ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଅନୁଗୁଳ

ଗାଁ ଗାଁରେ ଲୋକେ କିଭଳି ମହାତ୍ମା ଗାନ୍ଧୀଙ୍କ ସ୍ବଚ୍ଛ ଭାରତ, ସମୃଦ୍ଧ ଭାରତବାଣୀକୁ କାର୍ଯ୍ୟକାରୀ କରିବେ ସେନେଇ ସେ ଲୋକଙ୍କୁ ବୁଝାଇଥିଲେ । ମହାତ୍ମା ଗାନ୍ଧୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଭଳି ଭାବେ ପ୍ରଚେଷ୍ଟା କରୁଛନ୍ତି ଆମେ ସମସ୍ତେ ସେହି ପ୍ରଚେଷ୍ଟାରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି । କିଭଳି ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବେ ଓ ବ୍ୟାପକ ବୃକ୍ଷ ରୋପଣ କରିବେ ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ଶପଥ କରାଇଛନ୍ତି ।

ଏହି ସମାବେଶରେ ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଚୌଧୁରୀ ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଗାନ୍ଧୀ ସଂକଳ୍ପ ସମାବେଶ । ଅନୁଗୋଳ ଜିଲା ର ବନ୍ତଳା ଅଞ୍ଚଳ ରେ ଗାନ୍ଧୀ ସଂକଲ୍ପ ପଦ ଯାତ୍ରା ପରେ ଆୟୋଜିତ ହୋଇଛି ଗାନ୍ଧୀ ସଂକଳ୍ପ ସମାବେଶ ।Body:ଗାନ୍ଧୀ ସଂକଳ୍ପ ସମାବେଶ । ଅନୁଗୋଳ ଜିଲା ର ବନ୍ତଳା ଅଞ୍ଚଳ ରେ ଗାନ୍ଧୀ ସଂକଲ୍ପ ପଦ ଯାତ୍ରା ପରେ ଆୟୋଜିତ ହୋଇଛି ଗାନ୍ଧୀ ସଂକଳ୍ପ ସମାବେଶ । ଯେଉଁଥିରେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶଙ୍ଖ ପୁରା ଗାଁ ପଡ଼ିଆରେ ଏକ ସାଧାରଣ ସଭାରେ ଲୋକଙ୍କୁ ଗାନ୍ଧି ଙ୍କ ଚେତନା ନେଇ ଶପଥ ପାଠ କରାଇଛନ୍ତି କେନ୍ଦ୍ର ମନ୍ତ୍ରୀ ।ଏହି ସମାବେଶ ରେ ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟ କାରିଣୀ ସଦଦ୍ୟ ପ୍ରତାପ ପ୍ରଧାନ, ଜିଲ୍ଲା ସଭାପତି ଭାଗିରଥି ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଚୌଧୁରୀ ପ୍ରଧାନଙ୍କ ସମେତ ବହୁ ନେତୃ ବୃନ୍ଦ ଯୋଗ ଦେଇଥିଲେ। ଗାଁ ଗାଁରେ ଲୋକେ କିଭଳି ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ, ସମୃଦ୍ଧ ଭାରତ ବାଣୀ କୁ କାର୍ଯ୍ୟକାରୀ କରିବେ ସେନେଇ ଲୋକଙ୍କୁ ବୁଝାଇ ଥିଲେ। ମହାତ୍ମା ଗାନ୍ଧୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଯେଉଁ ଭଳି ଭାବେ ପ୍ରେଚେଷ୍ଟା କରୁଛନ୍ତି ଆମେ ସମସ୍ତେ ସେହି ପ୍ରେଚେଷ୍ଟାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ।

ବାଇଟ-1ରୁଦ୍ର ନାରାୟଣ ପାଣି (ବରିଷ୍ଠ ବିଜେପି ନେତା)
ବାଇଟ2-ପ୍ରତାପ ପ୍ରଧାନ (ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ)
ବାଇଟ3-ଅଶୋକ ମହାନ୍ତି (ବରିଷ୍ଠ ବିଜେପି ନେତା)Conclusion:ସମସ୍ତେ କିଭଳି ପ୍ଲାଷ୍ଟିକ ବର୍ଜନ କରିବା, ଜଳ ସଂରକ୍ଷଣ କରିବେ ଓ ବ୍ୟାପକ ବୃକ୍ଷ ରୋପଣ କରିବେ ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କୁ ସପଥ କରାଇ ଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.