ETV Bharat / state

ଅନୁଗୋଳରେ 6 ହଜାର ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା

author img

By

Published : Oct 10, 2020, 9:16 PM IST

ଅନୁଗୋଳରେ ଛଅ ହଜାର ଅତିକ୍ରମ କଲା ଆକ୍ରାନ୍ତ ଙ୍କ ସଂଖ୍ୟା । ଶନିବାର ଗୋଟିଏ ଦିନରେ ୨୨୪ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ..

ଅନୁଗୋଳରେ 6 ହଜାର ଟପିଲା  କୋରୋନା ଆକ୍ରାନ୍ତ ସଂଖ୍ୟା
ଅନୁଗୋଳରେ 6 ହଜାର ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା

ଅନୁଗୋଳ: ବେକାବୁ ହେଉଛି କୋରନା ସ୍ଥିତି । ଅନୁଗୋଳରେ ଛଅ ହଜାର ଅତିକ୍ରମ କଲା ଆକ୍ରାନ୍ତ ଙ୍କ ସଂଖ୍ୟା । ଶନିବାର ଗୋଟିଏ ଦିନରେ ୨୨୪ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୯୪ ରେ ପହଞ୍ଚିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୪୨ ଜଣ ( ୩୭ ଜଣ ପୁରୁଷ ଓ ୫ଜଣ ମହିଳା ) , କଣିହାଁ ବ୍ଳକ ଅଞ୍ଚଳରୁ ୩୯ ଜଣ ( ୨୬ ଜଣ ପୁରୁଷ ଓ ୧୩ଜଣ ମହିଳା ) , ତାଳଚେର ବ୍ଲକ ଅଞ୍ଚଳରୁ ୩୬ ଜଣ ( ୨୨ଜଣ ପୁରୁଷ ଓ ୧୪ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୩୩ ଜଣ ( ୨୭ ଜଣ ପୁରୁଷ ଓ ୬ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୧୯ ଜଣ ( ୧୬ଜଣ ପୁରୁଷ ଓ ୩ଜଣ ମହିଳା ) , ଅନୁଗୋଳ ବ୍ଳକ ଅଞ୍ଚଳରୁ ୧୬ ଜଣ ( ୧୨ଜଣ ପୁରୁଷ ଓ ୪ଜଣ ମହିଳା ) , ପାଳଲହଡା ବ୍ଲକ ଅଞ୍ଚଳରୁ ୧୫ ଜଣ ( ୧୪ଜଣ ପୁରୁଷ ଓ ୧ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୦ ଜଣ ( ୮ଜଣ ପୁରୁଷ ଓ ୨ଜଣ ମହିଳା ) , କିଶୋରନଗର ବ୍ଲକ ଅଞ୍ଚଳରୁ ୫ ଜଣ ( ୪ ଜଣ ପୁରୁଷ ଓ ୧ଜଣ ମହିଳା ) , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ( ୨ଜଣ ପୁରୁଷ ଓ ୩ଜଣ ମହିଳା ଓ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୧ ଜଣ ( ୧ଜଣ ପୁରୁଷ ) ଅଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୬୦୨୯ ରେ ପହଞ୍ଚିଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତି ରେ ସୂଚନା ଦିଆଯାଇଛି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବୀହିନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ସେପଟେ ଜିଲ୍ଲାରୁ ୧୦୭ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୮ଜଣ କୋଭିଡ ହସ୍ପିଟାଲରୁ , ୨ଜଣ କୋଭିଡ କେୟାର ସେଣ୍ଟରରୁ ଓ ୯୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.