ETV Bharat / state

ଧୂପକାଠି କାର ସହ ଟ୍ରକ ଧକ୍କା , ଜଣେ ମୃତ - car and bus meet an accident

ଅନୁଗୋଳର 55ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଧୂପ କାଠି ଭର୍ତ୍ତି କାର ସହ ଟ୍ରକର ଧକ୍କା । ଘଟଣାସ୍ଥଳରେ କାର ଡ୍ରାଇଭରର ମୃତ୍ୟୁ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 20, 2019, 3:16 PM IST

ଅନୁଗୋଳ: ସ୍ଥାନୀୟ 55ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଧକ୍କା ହେଲା ଟ୍ରକ । ଟ୍ରକଟି ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁ ଥିବାବେଳେ ଧୂପ କାଠି ଭର୍ତ୍ତି କାରଟି ସମ୍ବଲପୁରକୁ ଯାଉଥିଲା।

ଘଟଣାସ୍ଥଳରେ ହିଁ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଉଛନ୍ତି ଡ୍ରାଇଭର ଦୀପକ ସ୍ବାଇଁ ଓ ଆହତ ହେଲେ ଦେବବ୍ରତ ସ୍ବାଇଁ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମର୍ମଦୂତ ସଡକ ଦୁର୍ଘଟଣା । କାର ସହ ଟ୍ରକ ମୁହାଁମୁହିଁ ଧକ୍କା । ଅନୁଗୋଳ ଜିଲା ର 55 ନଂ ଜାତୀୟ ରାଜପଥ ହଣ୍ଡପା ଥାନା ପାଗବନ୍ଧା ନିକଟରେ ଘଟିଛି ଏହି ଦୁର୍ଘଟଣାBody:। ଏକ ଟ୍ରକ ସହ କାର ମୁହାମୁହିଁ ଧକ୍କା ହେବା କାରଣ ରୁ ଦୁର୍ଘଟଣା ରେ କାର ଡ୍ରାଇଭର ର ମୃତ୍ୟୁ ହୋଇଛି । ଟ୍ରକଟି ସମ୍ବଲପୁର ରୁ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ କାରଟି ସମ୍ବଲପୁର ଆଡକୁ ଯାଉଥିଲା ।ଘଟଣା ସ୍ଥଳରେ କାର ଡ୍ରାଇଭର ଘଟିଥିବା ବେଳେ ଅନ୍ୟ ଜଣଙ୍କ ଗୁରୁତର ଅବସ୍ଥାରେ ହଣ୍ଡପା ଡାକ୍ତର ଖାନରେ ଭର୍ତି କରାଯାଇଛି ।ମୃତକ ହେଲେ କାର ଡ୍ରାଇଭର ଦୀପକ ସ୍ୱାଇଁ ଓ ଆହତ ହେଲେ ଦେବ ବ୍ରତ ସ୍ୱାଇଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.