ETV Bharat / state

ବିଜୁ ଯୁବବାହିନୀ କଲେ ଅନ୍ତିମ ସତ୍କାର, କୋରନା ଭୟରେ ବାପାଙ୍କୁ ନେଲାନି ପୁଅ

କୋରୋନା ଭୟରେ ବାପର ମୃତଦେହ ପୁଅ ପାଇଁ ହୋଇଗଲା ଅଲୋଡା । ଏଭଳି ସମୟରେ ବିଜୁ ଯୁବବାହିନୀର ସଦସ୍ୟ ମୃତଦେହ ସଂସ୍କାର କରିଛନ୍ତି ।

author img

By

Published : Aug 18, 2020, 11:09 PM IST

Biju Yubabahini did the last funeral
ବିଜୁ ଯୁବବାହିନୀ କଲେ ଅନ୍ତିମ ସତ୍କାର, କୋରନା ଭୟରେ ବାପାଙ୍କୁ ନେଲାନି ପୁଅ

ଅନୁଗୋଳ: କୋରୋନା ଭୟରେ ବାପର ମୃତଦେହ ପୁଅ ପାଇଁ ହୋଇଗଲା ଅଲୋଡା । ଏଭଳି ସମୟରେ ବିଜୁ ଯୁବବାହିନୀର ସଦସ୍ୟ ମୃତଦେହ ସଂସ୍କାର କରିଛନ୍ତି ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ । ଚିକିତ୍ସା ଧୀନ ଅବସ୍ଥାରେ ଜଣେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସାନ ପୁଅ କୋରୋନା ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଛନ୍ତି । ଅନ୍ୟପଟେ ବଡ ପୁଅ ବାପାଙ୍କ ମୃତଦେହ ନେବାକୁ ଆସିନଥିଲେ ।

ଫଳରେ ଦୁଇଦିନ ଶତାବ୍ଦୀ ହସ୍ପିଟାଲରେ ମୃତଦେହ ଦୀର୍ଘ ସମୟ ଧରି ପଡିରହିବା ପରେ ବିଜୁଯୁବ ବାହିନୀ ସଦସ୍ୟ ମାନେ ତାଙ୍କ ସତ୍କାର କରିଛନ୍ତି । ତେବ ମୃତ ବ୍ୟକ୍ତି କୋରୋନା ପଜିଟିଭ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.