ETV Bharat / state

ବିଧାୟକଙ୍କ ଦେହରେ କାଳିଶି ! ପ୍ରତିକ୍ରିୟା ରଖିଲେ ବିଧାୟକ... - athmallik mla ramesh sai

ବିଧାୟକଙ୍କ ଦେହରେ କାଳିଶି । ଏଭଳି ଏକ ଅସ୍ବାଭାବିକ ଘଟଣା ଗତକାଲି(ରବିବାର) ନଜରକୁ ଆସିବା ପରେ ସୋମବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ଅଧିକ ପଢନ୍ତୁ...

mla ramesh sai
ବିଧାୟକଙ୍କୁ କାଳିସୀ ! ପ୍ରତିକ୍ରିୟା ରଖିଲେ ବିଧାୟକ...
author img

By

Published : Jan 6, 2020, 10:26 PM IST

ଅନୁଗୋଳ: ବିଧାୟକଙ୍କ ଦେହରେ କାଳିଶି । ଏଭଳି ଏକ ଅସ୍ବାଭାବିକ ଘଟଣା ଗତକାଲି(ରବିବାର) ନଜରକୁ ଆସିବା ପରେ ସୋମବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ପୂଜା ସମୟରେ ସେ କରିଥିବା ଭାବଭଙ୍ଗୀ ସବୁ ତାଙ୍କ ସମାଜର ପରମ୍ପରା ବୋଲି କହିବା ସହ କାଳିଶି ବୋଲି ଲୋକେ ଯେଉଁ ଚର୍ଚ୍ଚା କରୁଛନ୍ତି ତାକୁ ସେ ଖଣ୍ଡନ କରିଛନ୍ତି ।

ରବିବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଗାଁ ପୂଜାରେ ଖଣ୍ଡା ଧରି ଥରିବା ଅସ୍ବାଭାବିକ ଭଙ୍ଗି କରିଥିଲେ । ଯାହାକୁ ନେଇ ଭିଭିନ୍ନ ମହଲରେ ତାଙ୍କୁ ସମାଲୋଚନା ହେବାକୁ ପଡିଥିଲା ।

ବିଧାୟକଙ୍କୁ କାଳିସୀ ! ପ୍ରତିକ୍ରିୟା ରଖିଲେ ବିଧାୟକ...

ସେପଟେ ବିଧାୟକଙ୍କ ସପକ୍ଷରେ ମଧ୍ୟ ଯୁକ୍ତି ରଖିଛନ୍ତି ତାଙ୍କ ଗଣ୍ଡ ସମାଜର ଲୋକେ । ସେମାନେ ଶାମ୍ବ ଦଶମୀରେ ତାଙ୍କ ଜଂଘା ଦେବତାଙ୍କୁ ପୂଜା କରାଯାଏ । କାଳିଶି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ କପୋଳ କଳ୍ପିତ ।

ରବିବାର, ବିଧାୟକ ରମେଶ ସାଏ ତାଙ୍କ ନିର୍ବାଚନ ମଣ୍ଡଳୀର ଆମ୍ବସର ମୁଣ୍ଡା ଗାଁ ଗଣ୍ଡ ସମାଜ ପକ୍ଷରୁ ହୋଇଥିବା ଜଂଘା ଦେବତାଙ୍କ ପୂଜା ଉତ୍ସବରେ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭରତ

Intro:ବିଧାୟକ ଙ୍କ ଦେହରେ କାଳୀସୀ । ଏଭଳି ଏକ ଅସ୍ବଭାବିକ ଘଟଣା ଗତ କାଲି ନଜର କୁ ଆସି ବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ . Body:ପୂଜା ସମୟରେ ସେ କରିଥିବା ଭାବ ଭଙ୍ଗୀ ସବୁ ତାଙ୍କ ସମାଜର ପରମ୍ପରା । କାଳୀସୀ ବୋଲି ଲୋକେ ଯେଉଁ ଚର୍ଚ୍ଚା କରୁଛନ୍ତି ତାକୁ ସେ ଖଣ୍ଡନ କରିଛନ୍ତି । ଗତ କାଲି ଅନୁଗୋଳ ଜିଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଗାଁ ପୂଜାରେ ଖଣ୍ଡା ଧରି ଥରିବା ଅସ୍ବଭାବିକ ଭଙ୍ଗି କରିଥିଲେ ।ଯାହାକୁ ନେଇ ଭିଭିନ୍ନ ମହଲରେ ତାଙ୍କୁ ସମାଲୋଚନା ହେବାକୁ ପଡିଥିଲା ।
byte - 1 ରମେଶ ସାଏ , ବିଧାୟକ ଆଠମଲ୍ଲିକ ।
ସେପଟେ ବିଧାୟକ ଙ୍କ ସପକ୍ଷରେ ମଧ୍ୟ ଯୁକ୍ତି ରଖିଛନ୍ତି ତାଙ୍କ ଗୋଣ୍ଡ ର ଲୋକେ । ସେମାନେ ଶାମ୍ବ ଦଶମୀ ରେ ତାଙ୍କ ଜଘା ଦେବତାଙ୍କୁ ପୂଜା କରାଯାଏ ।କାଲିସି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ କପୋଲ କଳ୍ପିତ ।
byte- 2 ସଦାଶିବ ନାଏକ , ମହାସଚିବ , ଗୋଣ୍ଡ ମହାସଭା ।
byte - 3 ପ୍ୟାରିମୋହନ ନାଏକ , ସଂଗଠନ ସଚିବ ଗୋଣ୍ଡ ମହାସଭା

Conclusion:ଗତକାଲି ବିଧାୟକ ରମେଶ ସାଏ ତାଙ୍କ ନିର୍ବାଚନ ମଣ୍ଡଳୀର ଆମ୍ବସର ମୁଣ୍ଡା ଗାଁ ଗଣ୍ଡ ସମାଜ ପକ୍ଷରୁ ହୋଇଥିବା ଜଙ୍ଗା ଦେବାତା ଙ୍କ ପୂଜା ଉତ୍ସବ ରେ ଯୋଗ ଦେଇଥିଲେ ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.