ETV Bharat / state

ରାସ୍ତା ଉପରେ ପଡିଛି ଶିଶୁର କଟା ମୁଣ୍ଡ

ରାସ୍ତା ଉପରେ ପଡିଛି କଟା ମୁଣ୍ଡ । ଏକ ଛୋଟ ଛୁଆର କଟା ମୁଣ୍ଡ ରାସ୍ତା ଉପରେ ପଡିଥିବା ନଜରକୁ ଆସିଛି ଅନୁଗୋଳ ସହରରେ । ସହରର ମିଶ୍ରପଡା ଛକଠାରୁ ବଣିଆଁବାହାଳ ଯିବା ରାସ୍ତା ଉପରେ ଏହି ମୁଣ୍ଡଟି ପଡିଛି।

author img

By

Published : Sep 17, 2020, 11:36 AM IST

Updated : Sep 17, 2020, 11:43 AM IST

angul, cut head, ଅନୁଗୋଳ, କଟା ମୁଣ୍ଡ
ରାସ୍ତା ଉପରେ ପଡିଛି ଶିଶୁର କଟା ମୁଣ୍ଡ

ଅନୁଗୋଳ: ରାସ୍ତା ଉପରେ ପଡିଛି କଟା ମୁଣ୍ଡ । ଏକ ଛୋଟ ଛୁଆର କଟା ମୁଣ୍ଡ ରାସ୍ତା ଉପରେ ପଡିଥିବା ନଜରକୁ ଆସିଛି ଅନୁଗୋଳ ସହରରେ । ସହରର ମିଶ୍ରପଡା ଛକଠାରୁ ବଣିଆଁବାହାଳ ଯିବା ରାସ୍ତା ଉପରେ ଏହି ମୁଣ୍ଡଟି ପଡିଛି।

ରାସ୍ତା ଉପରେ ପଡିଛି ଶିଶୁର କଟା ମୁଣ୍ଡ

ତେବେ ମୁଣ୍ଡଟି ନବଜାତ ଶିଶୁର କିମ୍ବା ତା' ଠାରୁ ଅଧିକ ଦିନର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ କିଏ ଏହି ମୁଣ୍ଡଟିକୁ କାଟି ରସ୍ତାରେ ପକାଇଲା ତାହା ଜଣାପଡି ନାହିଁ । ତେବେ ନିକଟରେ ଏକ ଘରୋଇ ନର୍ସିଂହୋମ ଥିବାରୁ ଏହା କାହାର ଜନ୍ମିତ ଛୁଆ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 17, 2020, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.