ETV Bharat / sports

'ଫ୍ୟାନ୍ସଙ୍କ ବିନା ଟେନିସ ମ୍ୟାଚ ନିରର୍ଥକ' - Rafael Nadal

ମହାମାରୀ କୋରୋନା ସଂକ୍ରମଣ ଭୟରେ ବନ୍ଦ ରହିଛି ସମସ୍ତ ଟେନିସ ଟୁର୍ଣ୍ଣାମେଣ୍ଟ । ତେବେ ବିନା ଦର୍ଶକରେ ଟେନିସ ମ୍ୟାଚ ପ୍ରସ୍ତାବ ରଖିଥିଲେ ମହାନ ଟେନିସ ଷ୍ଟାର ରାଫେଲ ନାଦାଲ । କିନ୍ତୁ ନାଦାଲଙ୍କ ପ୍ରସ୍ତାବକୁ ଅନ୍ୟତମ ମହିଳା ଟେନିସ ଷ୍ଟାର ସିମୋନା ହେଲପ ଗ୍ରହଣ କରି ନାହାଁନ୍ତି ।

Tennis without fans is different sport: Simona Halep does not support Rafael Nadal's idea
ବିନା ଦର୍ଶକରେ ଟେନିସ: ରାଫେଲ ନାଦାଲଙ୍କ ସହ ଅସହମତ ସିମୋନା ହେଲପ
author img

By

Published : Apr 20, 2020, 4:34 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ସଂକ୍ରମଣ ଭୟ ଯୋଗୁଁ ବନ୍ଦ ରହିଛି ସମସ୍ତ ଟେନିସ ଟୁର୍ଣ୍ଣାମେଣ୍ଟ । ତେବେ ବିନା ଦର୍ଶକରେ ଟେନିସ ମ୍ୟାଚ ପ୍ରସ୍ତାବ ରଖିଥିଲେ ମହାନ ଟେନିସ ଷ୍ଟାର ରାଫଲ ନାଦାଲ । କିନ୍ତୁ ନାଦାଲଙ୍କ ଏହି ପ୍ରସ୍ତାବକୁ ଅନ୍ୟତମ ମହିଳା ଟେନିସ ଷ୍ଟାର ସିମୋନା ହେଲପ ଗ୍ରହଣ କରିପାରି ନାହାଁନ୍ତି ।

ସିମୋନା କହିଛନ୍ତି, ଫ୍ୟାନ୍ସଙ୍କ ବିନା ଟେନିସ ମ୍ୟାଚ ନିରର୍ଥକ । ଟେନିସ ଫ୍ୟାନ୍ସଙ୍କ ଉପସ୍ଥିତି ମ୍ୟାଚକୁ ସଂପୂର୍ଣ୍ଣ କରିଥାଏ । ତେବେ ପୂର୍ବରୁ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ମଧ୍ୟ ବିନା ଦର୍ଶକରେ ଟେନିସ ମ୍ୟାଚ ସପକ୍ଷରେ ମତ ଦେଇଥିଲେ ।

କୋରୋନା ଭାଇରସ ଯୋଗୁଁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ୱିମ୍ବଲଡେନ ବାତିଲ ହେବାସହ, ଫ୍ରେଞ୍ଚ ଓପନ ମ୍ୟାଚ ସୂଚୀରେ ପରିବର୍ତ୍ତନ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.