ETV Bharat / sports

ଅଲମ୍ପିକ୍ସ, ୱିମ୍ବଲଡନରୁ ଓହରିଲେ ରାଫେଲ ନାଦାଲ - ଅଲମ୍ପିକ୍ସରୁ ରାଫେଲ ନାଦାଲ

ଟୋକିଓ ଅଲମ୍ପିକ୍ସ ଓ ୱିମ୍ବଲଡନରୁ ଓହରିଲେ ବିଶ୍ବ ଟେନିସର ଅନ୍ୟତମ ମହାନତମ ଖେଳାଳି ରାଫେଲ ନାଦାଲ । ଅଧିକ ପଢନ୍ତୁ...

Nadal pulls out of Wimbledon, Olympics
ଅଲମ୍ପିକ୍ସ, ୱିମ୍ବଲଡନରୁ ଓହରିଲେ ରାଫେଲ ନାଦାଲ
author img

By

Published : Jun 17, 2021, 9:49 PM IST

ଲଣ୍ଡନ: ଟୋକିଓ ଅଲମ୍ପିକ୍ସ ଓ ୱିମ୍ବଲଡନରୁ ଓହରିଲେ ବିଶ୍ବ ଟେନିସର ଅନ୍ୟତମ ମହାନତମ ଖେଳାଳି ରାଫେଲ ନାଦାଲ । 20ଥର ଗ୍ରାଣ୍ଡ ସ୍ଲାମ ଟାଇଟେଲ୍‌ ବିଜେତା ନାଦାଲ ଚଳିତ ବର୍ଷର ୱିମ୍ବଲଡନ ଓ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଟ୍ବିଟ ଯୋଗେ ଘୋଷଣା କରିଛନ୍ତି । ଏହାର କାରଣ ନାଦାଲ ଶାରୀରିକ ଫିଟନେସ ବୋଲି ଦର୍ଶାଇଛନ୍ତି ।

  • Hi all, I have decided not to participate at this year’s Championships at Wimbledon and the Olympic Games in Tokyo. It’s never an easy decision to take but after listening to my body and discuss it with my team I understand that it is the right decision

    — Rafa Nadal (@RafaelNadal) June 17, 2021 " class="align-text-top noRightClick twitterSection" data=" ">

ଜୁନ୍‌ 28ରୁ 11 ପର୍ଯ୍ୟନ୍ତ ୱିମ୍ବଲଡନ ଖେଳାଯିବାକୁ ଥିବାବେଳେ ଜୁଲାଇ 23ରୁ ଅଲମ୍ପିକ୍ସ ଗେମ୍ସ ଆରମ୍ଭ ହେବାନେଇ ସୂଚୀ ରହିଛି ।

ନାଦାଲ ନିକଟରେ ବିଶ୍ବ ନମ୍ବର 1 ନୋଭାକ ଜୋକଭିକଙ୍କ ଠାରୁ ଫ୍ରେଞ୍ଚ ଓପନ ସେମିଫାଇନାଲରେ ପରାସ୍ତ ହୋଇଥିଲେ । ରୋଲାଣ୍ଡ ଗାରୋସରେ ଏହା ନାଦାଲଙ୍କ 108ଟି ମ୍ୟାଚ୍‌ରୁ ତୃତୀୟ ପରାଜୟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.