ETV Bharat / sports

ଉଷୁ ବିଶ୍ବ ଚମ୍ପିଆନସିପ୍‌ରେ ଇତିହାସ ରଚିଲେ ପ୍ରବୀଣ

ଉଷୁ ବିଶ୍ବ ଚମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ପ୍ରବୀଣ କୁମାର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

world
author img

By

Published : Oct 24, 2019, 11:00 AM IST

ସାଙ୍ଘାଇ: ଉଷୁ ବିଶ୍ବ ଚମ୍ପିଆନସିପ୍‌ରେ ପୁରୁଷ ବର୍ଗରେ ପ୍ରବୀଣ କୁମାରଙ୍କୁ ସ୍ବର୍ଣ୍ଣ । ତେବେ ଏହି ପଦକ ଜିତି ପ୍ରବୀଣ ଏକ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି । ଉଷୁ ବିଶ୍ବ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଯାଇଛନ୍ତି ପ୍ରବୀଣ ।

world
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndiaSports

ପ୍ରବୀଣ ବୁଧବାର ଦିନ 48କେଜି ବର୍ଗରେ ଫିଲିପାଇନସର ରୁସେଲ୍‌ ଡିଆଜ୍‌ଙ୍କୁ 2-1ରେ ପରାସ୍ତ କରି ଏହି କୀର୍ତ୍ତମାନ ହାସନ କରିଛନ୍ତି । ସୂଚନାଥାଉକି, ସେମିଫାଇନାଲରେ ପ୍ରବୀଣ ଉଜବେକିସ୍ତାନର ଖାସନ ଇକରୋମୋଭଙ୍କୁ 2-0ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

ଏହା ପୂର୍ବରୁ 2017 ମସିହାରେ ମହିଳା ବର୍ଗରେ ପ୍ରଥମ ଭାରତୀୟ ଖେଳାଳି ଭାବେ ପୂଜା କଡିୟାନ ସ୍ବର୍ଣ୍ଣ ଜିତିଥିଲେ ।

Intro:Body:

uu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.