ETV Bharat / sports

କୋରୋନା ଭାଇରସ: ବିଶ୍ବ ତୀରନ୍ଦାଜ ଫିଲ୍ଡ ଚମ୍ପିଆନସିପ ସ୍ଥଗିତ

ମହାମାରୀ କୋରୋନା ଭାଇରସ ଯୋଗୁଁ 2022 ପର୍ଯ୍ୟନ୍ତ, ବିଶ୍ବ ତୀରନ୍ଦାଜ ଫିଲ୍ଡ ଚମ୍ପିଆନସିପ ସ୍ଥଗିତ ଘୋଷଣା ହୋଇଛି ।

World Archery Field championships deffered amid COVID-19 pandemic
କୋରୋନା ଭାଇରସ: ବିଶ୍ବ ତୀରନ୍ଦାଜ ଫିଲ୍ଡ ଚମ୍ପିଆନସିପ ସ୍ଥଗିତ
author img

By

Published : Jun 6, 2020, 10:53 AM IST

ଲାଉସେନ: ମହାମାରୀ କୋରୋନା ଭାଇରସ କବଳରେ ସମଗ୍ର ବିଶ୍ବ । ଏଥିରେ ବିଶ୍ବ କ୍ରୀଡାଜଗତ ବିଶେଷ ଭାବେ ପ୍ରଭାବିତ ହୋଇଛି । ବିଶ୍ବର ଏକାଧିକ ମେଗା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ଘୋଷଣା ହୋଇଛି ।

ସଦ୍ୟ ସୂଚନା ଅନୁଯାୟୀ 2020 ବିଶ୍ବ ତୀରନ୍ଦାଜ ଫିଲ୍ଡ ଚମ୍ପିଆନସିପ 2022 ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା ହୋଇଛି ।

World Archery Field championships deffered amid COVID-19 pandemic
କୋରୋନା ଭାଇରସ: ବିଶ୍ବ ତୀରନ୍ଦାଜ ଫିଲ୍ଡ ଚମ୍ପିଆନସିପ ସ୍ଥଗିତ

ଚଳିତ ବର୍ଷ ସେପ୍ଟେମ୍ବରରେ ଆମେରିକାର ଇଷ୍ଟନ ୟଙ୍କଟନ ତୀରନ୍ଦାଜ ସେଣ୍ଟରରେ ଏହି ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା । ଫିଲ୍ଡ ଚମ୍ପିଆନସିପରେ ବିଳମ୍ବ ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି, ବିଶ୍ବ ତୀରନ୍ଦାଜ ସାଧାରଣ ସମ୍ପାଦକ ଟମ ଡେଲେନ । ତେବେ ବର୍ତ୍ତମାନର ପରସ୍ଥିତିକୁ ଦୃଷ୍ଟିରେ ରଖି, ସମସ୍ତଙ୍କ ସୁରକ୍ଷା ସର୍ବୋପରି ବୋଲି ସେ କହିଛନ୍ତି।

ତେବେ 2021 ତୀରନ୍ଦାଜ ଚମ୍ପିଆନସିପର ଆୟୋଜନ ୟଙ୍କଟନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.