ETV Bharat / sports

କର୍ଣ୍ଣାଟକରେ କ୍ରୀଡା ଭିତ୍ତିଭୂମିର ଶିଳାନ୍ୟାସ କଲେ କିରଣ ରିଜିଜୁ - କର୍ଣ୍ଣାଟକରେ କ୍ରୀଡା ଭିତ୍ତିଭୂମୀ

NSSC ବେଙ୍ଗାଲୁରୁରେ 330 ବିଶିଷ୍ଟ ଛାତ୍ରୀ ନିବାସ, ରୋଷେଇ ଗୃହ, ଡାଇନିଂ ହଲ୍‌, ଜିମ କମ୍ପ୍ଳେକ୍ସର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

Union Sports Minister Kiren Rijiju launches four infrastructure projects at SAI Bangalore
କର୍ଣ୍ଣାଟକରେ କ୍ରୀଡା ଭିତ୍ତିଭୂମୀର ଶିଳାନ୍ୟାସ କଲେ କିରଣ ରିଜିଜୁ
author img

By

Published : Feb 22, 2021, 10:59 PM IST

ନୂଆଦିଲ୍ଲୀ: କ୍ରୀଡା ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ପଦକ୍ଷେପ ସ୍ବରୂପ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଏକ ସିନ୍ଥେଟିକ ଆଥଲେଟିକ ଟ୍ରାକର ଶିସାନ୍ୟାସ କରିଛନ୍ତି । NSSC ବେଙ୍ଗାଲୁରୁରେ 330 ବିଶିଷ୍ଟ ଛାତ୍ରୀ ନିବାସ, ରୋଷେଇ ଗୃହ, ଡାଇନିଂ ହଲ୍‌, ଜିମ କମ୍ପ୍ଳେକ୍ସର ଶିଳାନ୍ୟାସ କରିଛନ୍ତି । କର୍ଣ୍ଣାଟକ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କେସି ନାରାୟଣ ଗୌଡା ମଧ୍ୟ ଉପସ୍ଥିତ ଥିଲେ ।

Union Sports Minister Kiren Rijiju launches four infrastructure projects at SAI Bangalore
କର୍ଣ୍ଣାଟକରେ କ୍ରୀଡା ଭିତ୍ତିଭୂମୀର ଶିଳାନ୍ୟାସ କଲେ କିରଣ ରିଜିଜୁ

ସିନ୍ଥେଟିକ ଆଥଲେଟିକ ଟ୍ରାକ 400 ମିଟର ବିଶିଷ୍ଟ 8 ଲେନ ରହିଛି । ଏହା IAAF ସୀକୃତିପ୍ରାପ୍ତ ଶ୍ରେଣୀ 1, ବର୍ଗ 5ର ରହିଛି । ଏହା ବ୍ୟତୀତ 500 ମିଟର କ୍ଲେ ଟ୍ରାକ ଓ 100 ମିଟର ସାଣ୍ଡ୍‌ ଟ୍ରାକ ଅଭ୍ୟାସ ପାଇଁ ରହିଛି ।

2022 ସୁଦ୍ଧା ଏହି ପ୍ରୋଜେକ୍ଟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ, ଖେଲୋ ଇଣ୍ଡିଆ ବଜେଟ ଅନ୍ତର୍ଭୁକ୍ତ 13.86 କୋଟି ଏହାର ବ୍ୟୟ ଅଟକଳ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.