ହାଇଦ୍ରାବାଦ: ୧୦୦ରୁ ଅଧିକ ଆଥଲେଟ୍, ୧୮ଟି ଖେଳରେ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି । ବେଗରେ ପଦକ ପିନ୍ଧି ସ୍ବଗେଶ ଫେରିବାକୁ ଦେଶବାସୀଙ୍କ ଆଶା ଓ ଭରଷା ସମସ୍ତ ଆଥଲେଟ୍ଙ୍କ ଉପରେ କେନ୍ଦ୍ରୀଭୁତ ହେବାରେ ଲାଗିଛି । ପଦକ ଦାବିଦାର ଖେଳାଳିଙ୍କ ଉତ୍କଣ୍ଠାର ସହ ନିଜ ନିଜର ଇଭେଣ୍ଟ୍ସକୁ ଅପେକ୍ଷା କରିଛନ୍ତି ।
ତେବେ ନଜର ପକାନ୍ତୁ ଅଲମ୍ପିକ୍ସର ୩୨ତମ ସଂସ୍କରଣରେ ଭାରତୀୟ ଖେଳାଳିଙ୍କ ସଂପୂର୍ଣ୍ଣ କାର୍ଯ୍ୟକ୍ରମ(ଇଭେଣ୍ଟ ସୂଚୀ):
ତୀରନ୍ଦାଜୀ
ଜୁଲାଇ ୨୩: ମହିଳା ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ (ଦୀପିକା କୁମାରୀ), ସକାଳ ୫.୩୦ରୁ ଆରମ୍ଭ
ଜୁଲାଇ ୨୪: ମିଶ୍ରିତ ଟିମ ଏଲିମିନେସନ(ଅତନୁ ଦାସ, ଦୀପିକା କୁମାରୀ, ସକାଳ ୬.୦୦ରୁ ଆରମ୍ଭ
ଜୁଲାଇ ୨୬: ପୁରୁଷ ଟିମ ଏଲିମିନେସନ, ମେଡାଲ ମ୍ୟାଚ - ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣଦୀପ ରୟ, ସକାଳ ୬.୦୦ରୁ ଆରମ୍ଭ
୨୭ରୁ ୩୦ ଜୁଲାଇ: ପୁରୁଷ ଓ ମହିଳା ଯୋଗ୍ୟତା ପର୍ଯ୍ୟାୟ ଏଲିମିନେସନ, ମେଡାଲ ମ୍ୟାଚ୍, TBD
ଜୁଲାଇ ୩୦:
ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ ହିଟ୍ସ(ଅବିନାଶ ସାବଲେ), ସକାଳ ୫.୩୦
ପୁରୁଷ ୪୦୦ ମିଟର ହର୍ଡଲ୍ସ ରାଉଣ୍ଡ ୧ ହିଟ୍ସ (ଏମପି ଜାବିର), ସକାଳ ୭.୨୫
ମହିଳା ୧୦୦ ମିଟର ରାଉଣ୍ଡ ୧ ହିଟ୍ସ(ଦୂତୀ ଚାନ୍ଦ), ସକାଳ ୮.୧୦
ମିଶ୍ରିତ ୪x400 ମିଟର ରିଲେ ରାଉଣ୍ଡ ୧ ହିଟ୍ସ(ଆଲେକ୍ସ ଆଣ୍ଟୋନି, ସାର୍ଥକ ଭମ୍ବ୍ରୀ, ରେବତୀ ବୀରାମଣି, ଶୁଭ ଭେଙ୍କଟେସନ), ଅପରାହ୍ନ ୪.୩୦
ଜୁଲାଇ ୩୧:
ମହିଳା ଡିସକସ୍ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟ(ସୀମା ପୁନିଆ, କମଲପ୍ରୀତ କୌର୍), ସକାଳ ୬.୦୦
ପୁରୁଷ ଲଙ୍ଗ ଜମ୍ପ୍ ଯୋଗ୍ୟତାପର୍ଯ୍ୟାୟ(ଏମ ଶ୍ରୀଶଙ୍କର), ଅପରାହ୍ନ ୩.୪୦
ମହିଳା ୧୦୦ ମିଟର ସେମିଫାଇନାଲ(ଦୂତୀ ଚାନ୍ଦ-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୩.୪୫
ମିଶ୍ରିତ ୪x୪୦୦ମିଟର ରିଲେ ଫାଇନାଲ(ଆଲେକ୍ସ ଆଣ୍ଟୋନି, ସାର୍ଥକ ଭମ୍ବ୍ରୀ, ରେବତୀ ବୀରାମଣି, ଶୁଭ ଭେଙ୍କଟେସନ- ଯହି ଉନ୍ନୀତ ହୁଅନ୍ତି )ସନ୍ଧ୍ୟା ୬.୦୦
ଅଗଷ୍ଟ ୧
ପୁରୁଷ ୪୦୦ ମିଟର ହର୍ଡଲସ ସେମି-ଫାଇନାଲ(ଏମପି ଜବୀର- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୫.୩୫
ଅଗଷ୍ଟ ୨
ପୁରୁଷ ଲଙ୍ଗ୍ ଜମ୍ପ୍ ଫାଇନାଲ(ଏମ ଶ୍ରୀଶଙ୍କର - ଯଦି ଉନ୍ନୀତ ହୁଅନ୍ତି ), ସକାଳ ୬.୫୦
ମହିଳା ୨୦୦ ମିଟର ରାଉଣ୍ଡ ୧ ହିଟ୍ସ(ଦୂତୀ ଚାନ୍ଦ), ସକାଳ ୭.୦୦
ମହିଳା ୨୦୦ ମିଟର ସେମି-ଫାଇନାଲ(ଦୂତୀ ଚାନ୍ଦ- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୩.୫୫
ମହିଳା ଡିସକସ ଥ୍ରୋ ଫାଇନାଲ(ସୀମା ପୁନିଆ, କମଲପ୍ରୀତ କୌର- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୩୦
ପୁରୁଷ ୩୦୦୦ ମିଟର ଷ୍ଟିପଲେଚେଜ୍ ଫାଇନାଲ( ଅବିନାଶ ସାବଲେ - ଯଦି ଉନ୍ନୀତ ହୁଅନ୍ତି)
ଅଗଷ୍ଟ ୩
ମହିଳା ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟ(ଅନୁ ରାନୀ), ସକାଳ ୫.୫୦
ପୁରୁଷ ୪୦୦ ମିଟର ହର୍ଡଲସ ଫାଇନାଲ(ଏମପି ଜାବୀର - ଯଦି ଉନ୍ନୀତ ହୁଅନ୍ତି), ସକାଳ ୮.୫୦
ପୁରୁଷ ସଟ୍ପୁଟ୍ ଯୋଗ୍ଯତା ପର୍ଯ୍ୟାୟ(ତାଜିନ୍ଦର ସିଂହ ତୁର), ଅପରାହ୍ନ ୩.୪୫
ମହିଳା ୨୦୦ ମିଟର ଫାଇନାଲ୍ - (ଦୂତୀ ଚାନ୍ଦ- ଯଦି ଉନ୍ନୀତ ହୁଅନ୍ତି), ସନ୍ଧ୍ୟା ୬.୨୦
ଅଗଷ୍ଟ ୪
ପୁରୁଷ ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟ(ନୀରଜ ଚୋପ୍ରା, ଶିବପାଲ ସିଂହ), ସକାଳ ୫.୩୫
ଅଗଷ୍ଟ ୫
ପୁରୁଷ ସଟ୍ପୁଟ ଫାଇନାଲ(ତାଜିନ୍ଦର ସିଂହ ତୁର - ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୫
ପୁରୁଷ ୨୦ କିଲୋମିଟର ରେସ ୱା୍ଲକ ଫାଇନାଲ(କେଟି ଇରଫାନ, ସନ୍ଦୀପ କୁମାର, ରାହୁଲ ରୋହିଲା), ଅପରାହ୍ନ ୧.୦୦
ଅଗଷ୍ଟ ୬
ପୁରୁଷ ୫୦ କିଲୋମିଟର ରେସ୍ ୱାଲ୍କ ଫାଇନାଲ(ଗୁରପ୍ରୀତ ସିଂହ), ରାତ୍ରି ୨.୦୦(ଭାରତୀୟ ସମୟ)
ମହିଳା ୨୦ କିଲୋମିଟର ରେସ୍ ୱାଲ୍କ ଫାଇନାଲ(ଭାବନା ଜାଟ୍, ପ୍ରିୟଙ୍କା ଗୋସ୍ବାମୀ), ଅପରାହ୍ନ ୧.୦୦
ପୁରୁଷ ୪x400ମିଟର ରିଲେ ରାଉଣ୍ଡ ୧ ହିଟ୍ସ( ଅମୋଜ ଜାକବ, ଆରୋକିଆ ରାଜୀବ, ନୋଆହ ନୀରମଲ ଟମ, ମୁହମ୍ମଦ ଆନସ ୟାହିୟା ), ଅପରାହ୍ନ ୪.୫୫
ମହିଳା ଜାଭେଲିନ ଥ୍ରୋ ଫାଇନାଲ(ଅନୁ ରାନୀ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୫.୨୦
ଅଗଷ୍ଟ ୭
ପୁରୁଷ ଜାଭେଲିନ ଥ୍ରୋ ଫାଇନାଲ(ନୀରଜ ଚୋପ୍ରା, ଶିବପାଲ ସିଂହ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୩୦
ପୁରୁଷ ୪x400 ମିଟର ରିଲେ ଫାଇନାଲ(ଅମୋଜ ଜାକବ, ଆରୋକିଆ ରାଜୀବ, ନୋରହା ନୀରମଲ ଟମ, ମୁହମ୍ମଦ ଆନସ ୟାହିୟା - ଯଦି ଉନ୍ନୀତ ହୁଅନ୍ତି)
ବ୍ୟାଡମିଣ୍ଟନ
ଜୁଲାଇ ୨୪
ପୁରୁଷ ଯୁଗଳ ଗ୍ରୁପ ପର୍ଯ୍ୟାୟ- ଗ୍ରୁପ ଏ(ସାତ୍ବିକସାଇରାଜ ରେଙ୍କିରେଡ୍ଡି/ଚିରାଗ ସେଟ୍ଟୀ ବନାମ ଲି ୟାଙ୍ଗ/ୱାଙ୍ଗ୍ ଚି- ଲିନ), ସକାଳ ୮.୦୦
ପୁରୁଷ ଏକକ ଗ୍ରୁପ ପର୍ଯ୍ୟାୟ - ଗ୍ରୁପ ଡି(ସାଇ ପ୍ରଣୀତ ବନାମ ଜିଲବେରମନ ମିଶ୍ର), ସକାଳ ୯.୩୦
ଜୁଲାଇ ୨୫
ମହିଳା ଏକକ ଗ୍ରୁପ ପର୍ଯ୍ୟାୟ - ଗ୍ରୁପ ଜେ(ପିଭି ସିନ୍ଧୁ ବନାମ ପୋଲିକାରପୋଭା କସନିଆ), ସକାଳ ୭.୧୦
ଜୁଲାଇ ୨୬ରୁ ୨୯
ସମସ୍ତ ଇଭେଣ୍ଟ୍ସ - ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍(ପିଭି ସିନ୍ଧୁ, ସାଇ ପ୍ରଣୀତ, ସାତ୍ବିକ ସାଇରାଜ ରେଙ୍କିରେଡ୍ଡି/ଚିରାଗ ସେଟ୍ଟୀ), ସକାଳ ୫.୩୦
ଜୁଲାଇ ୨୯
ପୁରୁଷ ଯୁଗଳ କ୍ବାର୍ଟର-ଫାଇନାଲ(ସାତ୍ବିକ ସାଇରାଜ ରେଙ୍କିରେଡ୍ଡି/ଚିରାଗ ସେଟ୍ଟୀ-ଯଦି ଉନ୍ନୀତ ହୁଅନ୍ତି), ସକାଳ ୫.୩୦
ଜୁଲାଇ ୩୦
ମହିଳା ଏକକ କ୍ବାର୍ଟର-ଫାଇନାଲ(ପିଭି ସିନ୍ଧୁ - ଯଦି ଉନ୍ନୀତ ହୁଅନ୍ତି), ସକାଳ ୫.୩୦
ପୁରୁଷ ଯୁଗଳ ସେମି-ଫାଇନାଲ(ସାତ୍ବିକ ସାଇରାଜ ରେଙ୍କିରେଡ୍ଡି/ଚିରାଗ ସେଟ୍ଟୀ - ଯଦି ଉନ୍ନୀତ ହୁଅନ୍ତି)
ଜୁଲାଇ ୩୧
ପୁରୁଷ ଏକକ କ୍ବାର୍ଟର-ଫାଇନାଲ(ସାଇ ପ୍ରଣୀତ - ଯଦି ଉନ୍ନୀତ ହୁଅନ୍ତି), ସକାଳ ୫.୩୦
ମହିଳା ଏକକ ସେମି-ଫାଇନାଲ(ପିଭି ସିନ୍ଧୁ - ଯଦି ଉନ୍ନୀତ ହୁଅନ୍ତି)
ପୁରୁଷ ଯୁଗଳ ଫାଇନାଲ(ସାତ୍ବିକସାଇରାଜ ରେଙ୍କିରେଡ୍ଡି/ଚିରାଗ ସେଟ୍ଟୀ- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୨.୩୦
ଅଗଷ୍ଟ ୧
ପୁରୁଷ ଏକକ ସେମି-ଫାଇନାଲ--(ସାଇ ପ୍ରଣୀତ - ଯଦି ଉନ୍ନୀତ ହୁଅନ୍ତି), ସକାଳ ୯.୩୦
ମହିଳା ଏକକ ଫାଇନାଲ(ପିଭି ସିନ୍ଧୁ - ଯଦି ଉନ୍ନୀତ ହୁଅନ୍ତି), ସନ୍ଧ୍ୟା ୫.୦୦
ଅଗଷ୍ଟ ୨
ପୁରୁଷ ଏକକ ଫାଇନାଲ(ସାଇ ପ୍ରଣୀତ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୩୦
ବକ୍ସିଂ
ଜୁଲାଇ ୨୪
ମହିଳା ୱେଲ୍ଟରୱେଟ୍ ରାଉଣ୍ଡ ୩୨(ଲଭଲିନା ବୋରଗୋହେନ), ସକାଳ ୮.୦୦
ପୁରୁଷ ୱେଲ୍ଟରୱେଟ୍ ରାଉଣ୍ଡ ୩୨(ବିକାଶ କ୍ରୀଷନ), ସକାଳ ୯.୫୪
ଜୁଲାଇ ୨୫
ମହିଳା ଫ୍ଲାଏୱେଟ୍ ରାଉଣ୍ଡ ୩୨(ମେରୀ କମ), ସକାଳ ୭.୩୦
ପୁରୁଷ ଲାଇଟୱେଟ୍ ରାଉଣ୍ଡ ୩୨(ମନୀଷ କୌଶିକ), ସକାଳ ୮.୪୮
ଜୁଲାଇ ୨୬
ପୁରୁଷ ଫ୍ଲାଏୱେଟ୍ ରାଉଣ୍ଡ ୩୨(ଅମିତ ପଙ୍ଘଲ), ସକାଳ ୭.୩୦
ପୁରୁଷ ମିଡିଲୱେଟ୍ ରାଉଣ୍ଡ ୩୨(ଆଶିଷ କୁମାର), ସକାଳ ୯.୦୬
ଜୁଲାଇ ୨୭
ପୁରୁଷ ୱେଲ୍ଟରୱେଟ୍ ରାଉଣ୍ଡ ୧୬ (ବିକାଶ କ୍ରୀଷନ - ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ମହିଳା ଲାଇଟୱେଟ୍ ରାଉଣ୍ଡ ୩୨ (ସିମ୍ରନଜିକ କୌର), ସକାଳ ୯.୩୬
ମହିଳା ୱେଲ୍ଟରୱେଟ୍ ରାଉଣ୍ଡ ୩୨ (ଲଭଲିନା ବୋରଗୋହେନ- ଯଦି ଉନ୍ନୀତ ହୁଅନ୍ତି)
ଜୁଲାଇ ୨୮
ମହିଳା ମିଡଲୱେଟ୍ ରାଉଣ୍ଡ ୧୬(ପୂଜା ରାନୀ), ସକାଳ ୮.୦୦
ଜୁଲାଇ ୨୯
ପୁରୁଷ ମିଡଲୱେଟ୍ ରାଉଣ୍ଡ ୧୬(ଆଶିଷ କୁମାର - ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ପୁରୁଷ ସୁପର ହେଭିୱେଟ୍ ରାଉଣ୍ଡ ୧୬(ସତୀଶ କୁମାର), ସକାଳ ୮.୩୩
ମହିଳା ଫ୍ଲାଏୱେଟ ରାଉଣ୍ଡ ୧୬ (ମେରୀ କମ - ଯଦି ଉନ୍ନୀତ ହୁଅନ୍ତି), ସକାଳ ୯.୩୬
ଜୁଲାଇ ୩୦
ମହିଳା ଲାଇଟ୍ୱେଟ୍ ରାଉଣ୍ଡ ୧୬(ସିମ୍ରନଜିତ କୌର - ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ଜୁଲାଇ ୩୧ରୁ ଅଗଷ୍ଟ ୮: ସମସ୍ତ ବର୍ଗର(ଫାଇନାଲ ଓ ମେଡାଲ ମ୍ୟାଚ୍ - ଯଦି ବକ୍ସରମାନେ ଉନ୍ନୀତ ହୁଅନ୍ତି)
ଇକ୍ୟୁଏଷ୍ଟ୍ରିଆନ
ଜୁଲାଇ ୩୦
ଇଭେଣ୍ଟିଂ ବ୍ୟକ୍ତିଗତବର୍ଗ ଯୋଗ୍ୟତା ପର୍ଯ୍ୟାୟ(ଫାଉଦ ମୀର୍ଜା), ସକାଳ ୫.୦୦
ଫେନ୍ସିଂ
ଜୁଲାଇ ୨୬
ମହିଳା ସାବ୍ରେ ବ୍ୟକ୍ତିଗତ ବର୍ଗର ଟେବୁଲ ୬୪(ଭବାନୀ ଦେବୀ), ସକାଳ ୫.୩୦
ମହିଳା ସାବ୍ରେ ବ୍ୟକ୍ତିଗତ ମେଡାଲ ମ୍ୟାଚ୍(ଭବାନୀ ଦେବୀ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୨୦
ଗୋଲ୍ଫ
ଜୁଲାଇ ୨୯ରୁ ଅଗଷ୍ଟ ୧
ପୁରୁଷ ବ୍ୟକ୍ତିଗତ ବର୍ଗର ଷ୍ଟ୍ରୋକପ୍ଲେ(ଅନିର୍ବାଣ ଲାହିରୀ, ଉଦୟନ ମନେ), ସକାଳ ୪.୦୦
ଅଗଷ୍ଟ ୪-୭
ମହିଳା ବ୍ୟକ୍ତିଗତ ଷ୍ଟ୍ରୋକପ୍ଲେ (ଅଦିତି ଅଶୋକ), ସକାଳ ୪.୦୦
ଜିମ୍ନାଷ୍ଟିକ୍
ଜୁଲାଇ ୨୫
ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଯୋଗ୍ୟତା ପର୍ଯ୍ୟାୟ(ପ୍ରଣତୀ ନାୟକ), ସକାଳ ୬.୩୦
ଜୁଲାଇ ୨୯ରୁ ଅଗଷ୍ଟ ୩
ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଅଲ-ରାଉଣ୍ଡ ଓ ଇଭେଣ୍ଟ୍ସ ଫାଇନାଲ( ପ୍ରଣତୀ ନାୟକ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୨.୦୦
ହକି
ଜୁଲାଇ ୨୪
ପୁରୁଷ ପୁଲ୍ ଏ -- ଭାରତ ବନାମ ନ୍ୟୁଜିଲାଣ୍ଡ, ସକାଳ ୬.୩୦
ମହିଳା ପୁଲ୍ ଏ -- ଭାରତ ବନାମ ନେଦରଲାଣ୍ଡ୍ସ, ଅପରାହ୍ନ ୫.୧୫
ଜୁଲାଇ ୨୫
ପୁରୁଷ ପୁଲ୍ ଏ --ଭାରତ ବନାମ ଅଷ୍ଟ୍ରେଲିଆ, ଅପରାହ୍ନ ୩.୦୦
ଜୁଲାଇ ୨୬
ମହିଳା ପୁଲ୍ ଏ -- ଭାରତ ବନାମ ଜର୍ମାନୀ, ସନ୍ଧ୍ୟା ୫.୪୫
ଜୁଲାଇ ୨୭
ପୁରୁଷ ପୁଲ୍ ଏ -- ଭାରତ ବନାମ ସ୍ପେନ, ସକାଳ ୬.୩୦
ଜୁଲାଇ ୨୮
ମହିଳା ପୁଲ୍ ଏ -- ଭାରତ ବନାମ ଗ୍ରେଟ ବ୍ରିଟେନ, ସକାଳ ୬.୩୦
ଜୁଲାଇ ୨୯
ପୁରୁଷ ପୁଲ୍ ଏ -- ଭାରତ ବନାମ ଆର୍ଜେଣ୍ଟିନା, ସକାଳ ୬.୦୦
ଜୁଲାଇ ୩୦
ମହିଳା ପୁଲ୍ ଏ -- ଭାରତ ବନାମ ଆୟରଲାଣ୍ଡ, ସକାଳ ୮.୧୫
ପୁରୁଷ ପୁଲ୍ ଏ -- ଭାରତ ବନାମ ଜାପାନ, ଅପରାହ୍ନ ୩.୦୦
ଜୁଲାଇ ୩୧
ମହିଳା ପୁଲ୍ ଏ -- ଭାରତ ବନାମ ଦକ୍ଷିଣ ଆଫ୍ରିକା, ସକାଳ ୮.୪୫
ଅଗଷ୍ଟ ୧
ପୁରୁଷ କ୍ବାର୍ଟର-ଫାଇନାଲ -- ଯଦି ଉନ୍ନୀତ ହୁଅନ୍ତି, ସକାଳ ୮.୪୫
ଅଗଷ୍ଟ ୨
ମହିଳା କ୍ବାର୍ଟର-ଫାଇନାଲ -- ଯଦି ଉନ୍ନୀତ ହୁଅନ୍ତି, ସକାଳ ୬.୦୦
ଅଗଷ୍ଟ ୩
ପୁରୁଷ ସେମି-ଫାଇନାଲ --ଯଦି ଉନ୍ନୀତ ହୁଅନ୍ତି, ସକାଳ ୭.୦୦
ଅଗଷ୍ଟ ୪ ମହିଳା ସେମି-ଫାଇନାଲ-- ଯଦି ଉନ୍ନୀତ ହୁଅନ୍ତି, ସକାଳ ୭.୦୦
ଅଗଷ୍ଟ ୫
ପୁରୁଷ ବ୍ରୋଞ୍ଜ ମେଡାଲ ମ୍ୟାଚ୍, ସକାଳ ୭.୦୦
ପୁରୁଷ ଗୋଲ୍ଡ ମେଡାଲ ମ୍ୟାଚ୍, ସକାଳ ୩.୩୦
ଅଗଷ୍ଟ ୬
ମହିଳା ବ୍ରୋଞ୍ଜ ମେଡାଲ ମ୍ୟାଚ୍, ସକାଳ ୭.୦୦
ମହିଳା ଗୋଲ୍ଡ ମେଡାଲ ମ୍ୟାଚ, ଅପରାହ୍ନ ୩.୩୦
ଜୁଡୋ
ଜୁଲାଇ ୨୪
ମହିଳା -୪୮ କିଲୋଗ୍ରାମ ଏଲିମିନେସନ ରାଉଣ୍ଡ ୩୨(ସୁଶୀଳା ଦେବୀ), ସକାଳ ୭.୩୦
ରୋଇଂ
ଜୁଲାଇ ୨୪
ପୁରୁଷ ଲାଇଟୱେଟ୍ ଯୁଗଳ ସ୍କଲ୍ସ ହିଟ୍ସ(ଅର୍ଜୁନ ଲାଲ୍, ଅରବିନ୍ଦ ସିଂହ), ସକାଳ ୭.୫୦
ସେଲିଂ
ଜୁଲାଇ ୨୫
ମହିଳା ଲେଜର ରିଡାଏଲ - ରେସ୍ ୧ (ନେଥ୍ରା କୁମାନନ), ସକାଳ ୮.୩୫
ପୁରୁଷ ଲେଜର - ରେସ୍ ୧ (ବିଷ୍ଣୁ ସାରବନନ)ସ ସକାଳ ୧୧.୦୫
ଜୁଲାଇ ୨୭
ପୁରୁଷ ୪୯er - ରେସ୍ ୧ (କେସି ଗଣପତି, ବରୁଣ ଥାକର), ସକାଳ ୧୧.୨୦
ସୁଟିଂ
ଜୁଲାଇ ୨୪
ମହିଳା ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ପର୍ଯ୍ୟାୟ(ଏଲାଭେନିଲ ଭଲାରିଭାନ, ଅପୂର୍ବୀ ଚନ୍ଦେଲା), ସକାଳ ୫.୦୦
ମହିଳା ୧୦ ମିଟର ଏୟାର ରାଇଫଲ ଫାଇନାଲ(ଏଲାଭେନିଲ ଭଲାରିଭାନ, ଅପୂର୍ବୀ ଚାନ୍ଦେଲା - ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୧୫
ପୁରୁଷ ୧୦ମିଟର ଏୟାର ପିସ୍ତଲ ଯୋଗ୍ଯତା ପର୍ଯ୍ୟାୟ(ସୌଭ ଚୌଧୁରୀ, ଅଭିଶେକ ବର୍ମା), ସକାଳ ୯.୩୦
ପୁରୁଷ ଏୟାର ପିସ୍ତଲ ଫାଇନାଲ (ସୌରଭ ଚୌଧୁରୀ, ଅଭିଶେକ ବର୍ମା - ଯଦି ଉନ୍ନୀତ ହୁଅନ୍ତି )
ଜୁଲାଇ ୨୫
ମହିଳା ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ(ମନୁ ଭାକର, ଯଶସ୍ବିନୀ ସିଂ ଦେଶୱାଲ), ସକାଳ ୫.୩୦
ମହିଳା ୧୦ ମିଟର ଏୟାର ପିସ୍ତଲ ଫାଇନାଲ (ମନୁ ଭାକର, ଯଶସ୍ବିନୀ ସିଂ ଦେଶୱାଲ-- ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୪୫
ପୁରୁଷ ୧୦ ମିଟର ଏୟାର ରାଇଫଲ ଯୋଗ୍ୟତା ପର୍ଯ୍ୟାୟ(ଦୀପକ କୁମାର, ଦିବ୍ୟାଂଶ ସିଂହ ପାନୱାର), ସକାଳ ୯.୩୦
ପୁରୁଷ ୧୦ ମିଟର ଏୟାର ରାଇଫଲ ଫାଇନାଲ(ଦୀପକ କୁମାର,ଦିବ୍ୟାଂଶ ସିଂହ ପାନୱାର -ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୧୨.୦୦
ଜୁଲାଇ ୨୬
ପୁରୁଷ ସ୍କିଟ୍ ଯୋଗ୍ୟତା ପର୍ଯ୍ୟାୟ ଡେ ୨( ଅଙ୍ଗଦ ବଜୱା, ମିରାଜ ଅହମ୍ମଦ ଖାନ୍), ସକାଳ ୬.୩୦
ପୁରୁଷ ସ୍କିଟ୍ ଫାଇନାଲ(ଅଙ୍ଗଦ ବଜୱା, ମାଇରାଜ ଅହମ୍ମଦ ଖାନ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୧୨.୦୦
ଜୁଲାଇ ୨୭
୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ ଯୋଗ୍ୟତା ପର୍ଯ୍ୟାୟ(ସୌରଭ ଚୌଧୁରୀ/ମନୁ ଭାକର ଓ ଅଭିଶେକ ବର୍ମା/ଯଶସ୍ବିନୀ ସିଂହ ଦେଶୱାଲ), ସକାଳ ୫.୩୦
୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍(ସୌରଭ ଚୌଧୁରୀ/ମନୁ ଭାକର ଓ ଅଭିଶେକ ବର୍ମା/ଯଶସ୍ବିନୀ ସିଂହ ଦେଶୱାଲ- ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ ଗୋଲ୍ଡ ମେଡାଲ ମ୍ୟାଚ୍(ସୌରଭ ଚୌଧୁରୀ/ମନୁ ଭାକର ଓ ଅଭିଶେକ ବର୍ମା/ଯଶସ୍ବିନୀ ସିଂହ ଦେଶୱାଲ- ଯଦି ଉନ୍ନୀତ ହୁଅନ୍ତି ), ସକାଳ ୮.୦୫
୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ ଯୋଗ୍ୟତା ପର୍ଯ୍ୟାୟ (ଦିବ୍ୟାଂଶ ସିଂହ ପାନୱର/ଏଲାଭେନିଲ ଭଲାରିଭାନ & ଦୀପକ କୁମାର/ଅଞ୍ଜୁମ ମୌଦଗିଲ୍ ), ସକାଳ ୯.୪୫
୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍(ଦିବ୍ୟାଂଶ ସିଂହ ପାନୱର/ଏଲାଭେନିଲ ଭଲାରିଭାନ & ଦୀପକ କୁମାର/ଅଞ୍ଜୁମ ମୌଦଗିଲ୍ - ଯଦି ଉନ୍ନୀତ ହୁଅନ୍ତି ), ସକାଳ ୧୧.୪୫
୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ ଗୋଲ୍ଡ ମେଡାଲ ମ୍ୟାଚ୍(ଦିବ୍ୟାଂଶ ସିଂହ ପାନୱର/ଏଲାଭେନିଲ ଭଲାରିଭାନ & ଦୀପକ କୁମାର/ଅଞ୍ଜୁମ ମୌଦଗିଲ୍ - ଯଦି ଉନ୍ନୀତ ହୁଅନ୍ତି ), ଅପରାହ୍ନ ୧୨.୨୦
ଜୁଲାଇ ୨୯
ମହିଳା ୨୫ ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ(ମନୁ ଭାକର, ରାହି ସର୍ନୋବାତ), ସକାଳ ୫.୩୦
ଜୁଲାଇ ୩୦
ମହିଳା ୨୫ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ ରାପିଡ୍(ମନୁ ଭାକର, ରାହି ସର୍ନୋବାତ), ସକାଳ ୫.୩୦
ମହିଳା ୨୫ମିଟର ପିସ୍ତଲ ଫାଇନାଲ (ମନୁ ଭାକର, ରାହି ସର୍ନୋବାତ - ଯଦି ଉନ୍ନୀତ ହୁଅନ୍ତି), ସକାଳ ୧୧.୨୦
ଜୁଲାଇ ୩୧
ମହିଳା ୫୦ ମିଟର ରାଇଫଲ ୩ ପୋଜିସନ ଯୋଗ୍ୟତା ପର୍ଯ୍ୟାୟ(ଅଞ୍ଜୁମ ମୌଦଗିଲ, ତେଜସ୍ବିନୀ ସୱାନ୍ତ), ସକାଳ ୮.୩୦
ମହିଳା ୫୦ ମିଟର ରାଇଫଲ ୩ ପୋଜିସନ ଫାଇନାଲ (ଅଞ୍ଜୁମ ମୌଦଗିଲ, ତେଜସ୍ବିନୀ ସୱାନ୍ତ-- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୧୨.୩୦
ଅଗଷ୍ଟ ୨
ପୁରୁଷ ୫୦ ମିଟର ୩ ପୋଜିସନ ଯୋଗ୍ୟତା ପର୍ଯ୍ୟାୟ(ସଞ୍ଜୀବ ରାଜପୁତ ଐଶର୍ଯ୍ୟ ପ୍ରତାପ ସିଂହ), ସକାଳ ୮.୦୦
ପୁରୁଷ ୫୦ ମିଟର ୩ ପୋଜିସନ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲ (ସଞ୍ଜୀବ ରାଜପୁତ ଐଶର୍ଯ୍ୟ ପ୍ରତାପ ସିଂହ- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୧.୨୦
ସୁଇମିଂ
ଜୁଲାଇ ୨୫
ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ହିଟ୍ସ(ମାନା ପଟେଲ), ଅପରାହ୍ନ ୩.୩୨
ପୁରୁଷ ୨୦୦ ମିଟର ଫ୍ରୀଷ୍ଟାଇଲ ହିଟ୍ସ(ସାଜନ ପ୍ରକାଶ), ଅପରାହ୍ନ ୩.୫୨
ଜୁଲାଇ ୨୬
ପୁରୁଷ ୨୦୦ମିଟର ଫ୍ରୀଷ୍ଟାଇଲ ସେମି-ଫାଇନାଲ(ସାଜନ ପ୍ରକାଶ- ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୦୭
ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ସେମି-ଫାଇନାଲ(ଶ୍ରୀହରି ନଟରାଜ- ଯଦି ଉନ୍ନୀତ ହୁଅନ୍ତି), ସକାଳ ୮.୦୧
ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ ସେମି-ଫାଇନାଲ(ମାନା ପଟେଲ- ଯଦି ଉନ୍ନୀତ ହୁଅନ୍ତି), ସକାଳ ୮.୨୩
ପୁରୁଷ ୨୦୦ ମିଟର ବଟରଫ୍ଲାଏ ହିଟ୍ସ(ସାଜନ ପ୍ରକାଶ), ଅପରାହ୍ନ ୩.୫୯
ଜୁଲାଇ ୨୭
ପୁରୁଷ ୨୦୦ ମିଟର ବଟରଫ୍ଲାଏ ସେମିଫାଇନଲ(ସାଜନ ପ୍ରକାଶ - ଯଦି ଉନ୍ନୀତ ହୁଅନ୍ତି), ସକାଳ ୮.୦୫
ଜୁଲାଇ ୨୯
ପୁରୁଷ ୧୦୦ ମିଟର ବଟରଫ୍ଲାଏ ହିଟ୍ସ(ସାଜନ ପ୍ରକାଶ), ଅପରାହ୍ନ ୪.୨୦
ଜୁଲାଇ ୩୦
ପୁରୁଷ ୧୦୦ ମିଟର ବଟରଫ୍ଲାଏ ସେମିଫାଇନାଲ(ସାଜନ ପ୍ରକାଶ -ଯଦି ଉନ୍ନୀତ ହୁଅନ୍ତି)
ଟେବୁଲ ଟେନିସ
ଜୁଲାଇ ୨୪
ପୁରୁଷ ଓ ମହିଳା ଏକକ ରାଉଣ୍ଡ ୧(ଜି ସାଥିୟାନ, ସରଥ କମଲ,ମନିକା ବାତ୍ରାସ ସୁତୀର୍ଥ ମୁଖାର୍ଜୀ), ସକାଳ ୫.୩୦
ମିଶ୍ରିତ ଯୁଗଳ ରାଉଣ୍ଡ ୧୧ (ସରତ କମଲ/ମନିକା ବାତ୍ରା), ସକାଳ ୭.୪୫
ଜୁଲାଇ ୨୫
ମିଶ୍ରିତ ଯୁଗଳ କ୍ବାର୍ଟର-ଫାଇନାଲ(ସରତ କମଲ/ମନିକା ବାତ୍ରା- ଯଦି ଉନ୍ନୀତ ହୁଅନ୍ତି), ସକାଳ ୬.୩୦
ପୁରୁଷ ଓ ମହିଳା ଏକକ ରାଉଣ୍ଡ ୨(ଜି ସାଥିୟାନ ସରତ କମଲ, ମନିକା ବାତ୍ରା, ସୁତୀର୍ଥ ମୁଖାର୍ଜୀ), ସକାଳ ୧୦.୩୦
ମିଶ୍ରିତ ଯୁଗଳ ସେମି-ଫାଇନାଲ(ସରତ କମଲ/ମନିକା ବାତ୍ରା- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୩୦
ଜୁଲାଇ ୨୬
ପୁରୁଷ ଓ ମହିଳା ଏକକ ରାଉଣ୍ଡ ୨, ୩(ଜି ସାଥିୟାନ, ସରତ କମଲ, ମନିକା ବାତ୍ରା, ସୁତୀର୍ଥ ମୁଖାର୍ଜୀ), ସକାଳ ୬.୩୦, ସକାଳ ୧୧.୦୦
ମିଶ୍ରିତ ଯୁଗଳ ବ୍ରୋଞ୍ଜ ମେଡାଲ ମ୍ୟାଚ୍(ସରତ କମଲ/ମନିକା ବାତ୍ରା -ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୩୦
ମିଶ୍ରିତ ଯୁଗଳ ଗୋଲ୍ଡ ମେଡାଲ ମ୍ୟାଚ୍(ସରତ କମଲ/ମନିକା ବାତ୍ରା -ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୫.୩୦
ଜୁଲାଇ ୨୭
ପୁରୁଷ ଓ ମହିଳା ଏକକ ରାଉଣ୍ଡ ୧୬(ଜି ସାଥିୟାନ, ସରତ କମଲ, ମନିକା ବାତ୍ରା, ସୁତୀର୍ଥ ମୁଖାର୍ଜୀ-ଯଦି ଉନ୍ନୀତ ହୁଅନ୍ତି),ଅପରାହ୍ନ ୧.୦୦
ଟେନିସ
ଜୁଲାଇ ୨୪ରୁ ଅଗଷ୍ଟ ୧
ମହିଳା ଯୁଗଳ --- ସାନିଆ ମୀର୍ଜା, ଅଙ୍କିତା ରାଇନା
ସୁମିଲ ନାଗଲ- ପୁରୁଷ ଏକକ
ଭାରୋତ୍ତଳନ
ଜୁଲାଇ ୨୪
ମହିଳା ୪୯ କିଲୋଗ୍ରାମ ମେଡାଲ ରାଉଣ୍ଡ(ମୀରାବାଇ ଚାନୁ) ସକାଳ ୧୦.୨୦
କୁସ୍ତି
ଅଗଷ୍ଟ ୩
ମହିଳା ଫ୍ରୀଷ୍ଟାଇଲ ୬୨ କିଲୋଗ୍ରାମ ରାଉଣ୍ଡ ୧୬, କ୍ବାର୍ଟର-ଫାଇନାଲ(ସୋନମ ମଲିକ), ସକାଳ ୮.୦୦
ମହିଳା ଫ୍ରୀଷ୍ଟାଇଲ ୬୨ କିଲୋଗ୍ରାମ ସେମି-ଫାଇନାଲ(ସୋନମ ମଲିକ-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୩.୦୦
ଅଗଷ୍ଟ ୪
ମହିଳା ଫ୍ରୀଷ୍ଟାଇଲ ୬୨ କିଲୋଗ୍ରାମ (ସୋନମ ମଲିକ- ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ପୁରୁଷ ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ ରାଉଣ୍ଡ ୧୬ ଓ କ୍ବାର୍ଟର ଫାଇନାଲ(ରବି କୁମାର ଦହିୟା), ସକାଳ ୮.୦୦
ପୁରୁଷ ଫ୍ରୀଷ୍ଟାଇଲ ୮୬ କିଲୋଗ୍ରାମ ରାଉଣ୍ଡ ୧୬ ଓ କ୍ବାର୍ଟର ଫାଇନାଲ(ଦୀପକ ପୁନିଆ), ସକାଳ ୮.୦୦
ମହିଳା ଫ୍ରୀଷ୍ଟାଇଲ ୬୨ କିଲୋଗ୍ରାମ ରାଉଣ୍ଡ ୧୬ ଓ କ୍ବାର୍ଟର ଫାଇନାଲ(ଅଂଶୁ ମଲିକ), ସକାଳ ୮.୦୦
ପୁରୁଷ ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ ସେମିଫାଇନାଲ(ରବି କୁମାର ଦହିୟା-ଯଦି ଉନ୍ନୀତ ହୁଅନ୍ତି),ଅପରାହ୍ନ ୨.୪୫
ପୁରୁଷ ଫ୍ରୀଷ୍ଟାଇଲ ୮୬ କିଲୋଗ୍ରାମ ସେମିଫାଇନାଲ(ଦୀପକ ପୁନିଆ-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୨.୪୫
ମହିଳା ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ ସେମିଫାଇନାଲ(ଅଂଶୁ ମଲିକ-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୨.୪୫
ମହିଳା ଫ୍ରୀଷ୍ଟାଇଲ ୬୨ କିଲୋଗ୍ରାମ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ ମ୍ୟାଚ୍(ସୋନମ ମଲିକ- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୩୦
ଅଗଷ୍ଟ ୫
ପୁରୁଷ ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ(ରବି କୁମାର- ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ପୁରୁଷ ଫ୍ରୀଷ୍ଟାଇଲ ୮୬ କିଲୋଗ୍ରାମ(ଦୀପକ ପୁନିଆ- ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ମହିଳା ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ(ଅଂଶୁ ମଲିକ-ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ମହିଳା ଫ୍ରୀଷ୍ଟାଇଲ ୫୩ କିଲୋଗ୍ରାମ ରାଉଣ୍ଡ ୧୬ ଓ କ୍ବାର୍ଟର ଫାଇନାଲ(ଭିନେଶ ଫୋଗଟ), ସକାଳ ୮.୦୦
ମହିଳା ଫ୍ରୀଷ୍ଟାଇଲ ସେମିଫାଇନାଲ(ଭିନେଶ ଫୋଟଗ-ଯଦି ଉନ୍ନୀତ ହୁଅନ୍ତି),ଅପରାହ୍ନ ୨.୪୫
ପୁରୁଷ ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ ମ୍ୟାଚ୍(ରବି କୁମାର ଦହିୟା-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୦୦
ପୁରୁଷ ଫ୍ରୀଷ୍ଟାଇଲ ୮୬ କିଲୋଗ୍ରାମ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ ମ୍ୟାଚ୍(ଦୀପକ ପୁନିଆ-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୦୦
ମହିଳା ଫ୍ରୀଷ୍ଟାଇଲ ୫୭ କିଲୋଗ୍ରାମ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ ମ୍ୟାଚ୍(ଅଂଶୁ ମଲିକ-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୦୦
ଅଗଷ୍ଟ ୬
ମହିଳା ଫ୍ରୀଷ୍ଟାଇଲ ୫୩ କିଲୋଗ୍ରାମ(ଭିନେସ ଫୋଗଟ-ଯଦି ଉନ୍ନୀତ ହୁଅନ୍ତି), ସକାଳ ୭.୩୦
ପୁରୁଷ ଫ୍ରୀଷ୍ଟାଇଲ ୬୫ କିଲୋଗ୍ରାମ ରାଉଣ୍ଡ ୧୬ ଓ କ୍ବାର୍ଟର-ଫାଇନାଲ(ବଜରଙ୍ଗ ପୁନିଆ), ସକାଳ ୮.୦୦
ମହିଳା ଫ୍ରୀଷ୍ଟାଇଲ ୫୦ କିଲୋଗ୍ରାମ ରାଉଣ୍ଡ ୧୬ ଓ କ୍ବାର୍ଟ-ଫାଇନାଲ(ସୀମା ବିଶଲା), ସକାଳ ୮.୦୦
ପୁରୁଷ ଫ୍ରୀଷ୍ଟାଇଲ ୬୫ କିଲୋଗ୍ରାମ ସେମି-ଫାଇନାଲ(ବଜରଙ୍ଗ ପୁନିଆ-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୨.୪୫
ମହିଳା ଫ୍ରୀଷ୍ଟାଇଲ ୫୦ କିଲୋଗ୍ରାମ ସେମି-ଫାଇନାଲ(ସୀମା ବିଶଲା-ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୨.୪୫
ମହିଳା ଫ୍ରୀଷ୍ଟାଇଲ ୫୩ କିଲୋଗ୍ରାମ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ ମ୍ୟାଚ(ଭିନେଶ ଫୋଗଟ-ଯଦି ଉନ୍ନୀତ ହୁଅନ୍ତି)
ଅଗଷ୍ଟ ୭
ପୁରୁଷ ଫ୍ରୀଷ୍ଟାଇଲ ୬୫ କିଲୋଗ୍ରାମ(ବଜରଙ୍ଗ ପୁନିଆ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୩.୧୫
ମହିଳା ଫ୍ରୀଷ୍ଟାଇଲ ୫୦ କିଲୋଗ୍ରାମ(ସୀମା ବିଶଲା- ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୩.୧୫
ପୁରୁଷ ଫ୍ରୀଷ୍ଟାଇଲ ୬୫ କିଲୋଗ୍ରାମ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ ମ୍ୟାଚ(ବଜରଙ୍ଗ ପୁନିଆ - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୦୦
ମହିଳା ଫ୍ରୀଷ୍ଟାଇଲ ୫୦ କିଲୋଗ୍ରାମ ବ୍ରୋଞ୍ଜ ଓ ଗୋଲ୍ଡ ମେଡାଲ ମ୍ୟାଚ(ସୀମା ବିଶଲା - ଯଦି ଉନ୍ନୀତ ହୁଅନ୍ତି), ଅପରାହ୍ନ ୪.୦୦
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ