ETV Bharat / sports

Swiss Open: ଦ୍ବିତୀୟ ରାଉଣ୍ଡରେ ସାଇନା ନେହୱାଲ

author img

By

Published : Mar 25, 2022, 6:55 AM IST

ସ୍ପେନର ୟାଲି ହୋୟାକ୍ସଙ୍କୁ ସିଧାସଳଖ ସେଟ୍‌ରେ ୨୧-୮, ୨୧-୧୩ରେ ହରାଇ ଭାରତୀୟ ସର୍ଟଲର ସାଇନା ନେହୱାଲ ବୁଧବାର ଚଳିତ ସୁଇସ ଓପନ ବ୍ୟାଡମିଣ୍ଟନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

Swiss Open: Saina Nehwal defeats Yaelle Hoyaux enters into second roun
Swiss Open: ଦ୍ବିତୀୟ ରାଉଣ୍ଡରେ ସାଇନା ନେହୱାଲ

ବାସେଲ(ସ୍ବିଜରଲାଣ୍ଡ): ଭାରତୀୟ ସର୍ଟଲର ସାଇନା ନେହୱାଲ ବୁଧବାର ଚଳିତ ସୁଇସ ଓପନ ବ୍ୟାଡମିଣ୍ଟନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । କୋର୍ଟ ନମ୍ବର ୨ରେ ଖେଳିଥିବା ସାଇନା ସ୍ପେନର ୟାଲି ହୋୟାକ୍ସଙ୍କୁ ସିଧାସଳଖ ସେଟ୍‌ରେ ୨୧-୮, ୨୧-୧୩ରେ ହରାଇଛନ୍ତି । ଏହି ମ୍ୟାଚ୍‌ ୩୧ ମିନିଟ୍‌ ଧରି ଖେଳାଯାଇଥିଲା ।

ସାଇନାଙ୍କ ବ୍ୟତୀତ ସର୍ଟଲର ପାରୁପଲ୍ଲୀ କଶ୍ୟପ ମଧ୍ୟ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ବିଜୟ ହେବାସହ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । କଶ୍ୟପ ଫ୍ରାନ୍ସର ଏନଗୋଟ ରୟଙ୍କୁ ୨୧-୧୭, ୨୧-୯ ସିଧାସଳଖ ସେଟ୍‌ରେ ହରାଇଛନ୍ତି ।

ପୂର୍ବରୁ ଅନ୍ୟତମ ଭାରତୀୟ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଡେନମାର୍କର ମାଡ୍‌ସ କ୍ରୀଷ୍ଟୋଫରସନଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ମନାତ୍ର ମାଳବିକା ବଂଶଦ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ଫ୍ରାନ୍ସ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଠାରୁ ପରାସ୍ତ ହେବାସହ ଟୁର୍ଣ୍ଣାମେଣ୍ଟଡରୁ ବାଦ୍‌ ପଡିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.