ହାଇଦ୍ରାବାଦ: ଏସିଆନ୍ ଚମ୍ପିଆନ୍ସିପ୍ରେ ଚମକିଲେ ଭାରତୀୟ ମହିଳା ବକ୍ସର । ୭୫ କେଜି ବର୍ଗରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଲଭଲିନା ବୋର୍ଗୋହେନ୍ । ଟୋକିଓ ଅଲମ୍ପିକ୍ସରେ ୬୯ କେଜି ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ ଲଭଲିନା । ବର୍ତ୍ତମାନ ଜୋର୍ଡାନର ଅମାମ୍ରେ ଏସିଆନ୍ ଚମ୍ପିଆନ୍ସିପ୍ ଜାରି ରହିଛି । ପ୍ରଥମ ଥର ପାଇଁ ୭୫ କେଜି ବର୍ଗରେ ପ୍ରତିଦ୍ବନ୍ଦିତା କରି ସଫଳତା ହାସଲ କରିଛନ୍ତି ଲବ୍ଲିନା ।
-
LOVLINA GETS 🥇! 🥳✅
— Boxing Federation (@BFI_official) November 11, 2022 " class="align-text-top noRightClick twitterSection" data="
Proud of you champ 👌#AsianChampionships#PunchMeinHaiDum#Boxing pic.twitter.com/2Fk1S1UYBO
">LOVLINA GETS 🥇! 🥳✅
— Boxing Federation (@BFI_official) November 11, 2022
Proud of you champ 👌#AsianChampionships#PunchMeinHaiDum#Boxing pic.twitter.com/2Fk1S1UYBOLOVLINA GETS 🥇! 🥳✅
— Boxing Federation (@BFI_official) November 11, 2022
Proud of you champ 👌#AsianChampionships#PunchMeinHaiDum#Boxing pic.twitter.com/2Fk1S1UYBO
ଫାଇନାଲ୍ ରାଉଣ୍ଡରେ ତାଙ୍କର ସାମ୍ନା ଉଜବେକିସ୍ତାନର ରୁଜ୍ମେଟୋଭା ସୋଖିବାଙ୍କ ସହ ହୋଇଥିଲା । ଏହି ରାଉଣ୍ଡ ୫-୦ ପଏଣ୍ଟରେ ଏକ ତରଫା ଭାବରେ ବିଜୟ ହାସଲ କରିଛନ୍ତି ଲଭଲିନା । ଏହି ପଦକ ଲଭଲିନା ବୋର୍ଗୋହେନଙ୍କ ଆତ୍ମ ବିଶ୍ବାସ ବୃଦ୍ଧି କରିବ । କାରଣ ଆହତଜନତି ସମସ୍ୟା ଯୋଗୁଁ ବିଶ୍ବ ଚମ୍ପିଆନ୍ସିପ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ପାରିନଥିଲେ ଲଭଲିନା ।
-
SHE DID IT! 🤩🥇
— Boxing Federation (@BFI_official) November 11, 2022 " class="align-text-top noRightClick twitterSection" data="
🔝 stuff champ, congratulations 🥳🥳#AsianChampionships#PunchMeinHaiDum#Boxing pic.twitter.com/BP4UxsruvX
">SHE DID IT! 🤩🥇
— Boxing Federation (@BFI_official) November 11, 2022
🔝 stuff champ, congratulations 🥳🥳#AsianChampionships#PunchMeinHaiDum#Boxing pic.twitter.com/BP4UxsruvXSHE DID IT! 🤩🥇
— Boxing Federation (@BFI_official) November 11, 2022
🔝 stuff champ, congratulations 🥳🥳#AsianChampionships#PunchMeinHaiDum#Boxing pic.twitter.com/BP4UxsruvX
ସେପଟେ ୬୩ କେଜି ବର୍ଗରେ ପ୍ରବୀଣ ହୁଡ୍ଡା ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲ ରାଉଣ୍ଡରେ ସେ ଜାପାନର ବକ୍ସରଙ୍କୁ ୫-୦ ପଏଣ୍ଟରେ ଏକ ତରଫା ଭାବରେ ପରାଜିତ କରିଛନ୍ତି । ସେହିଭଳି ପ୍ରବୀଣ ଗତ ବିଶ୍ବ ଚମ୍ପିଆନ୍ସିପ୍ରେ କାଂସ୍ୟ ପଦକ ହାସଲ କରିଥିଲେ ।
-
Fourth 🥇 for 🇮🇳! 🤩🔝
— Boxing Federation (@BFI_official) November 11, 2022 " class="align-text-top noRightClick twitterSection" data="
Terrific performance champ, congratulations. 🥳#AsianChampionships#PunchMeinHaiDum#Boxing pic.twitter.com/tEQAhMVZko
">Fourth 🥇 for 🇮🇳! 🤩🔝
— Boxing Federation (@BFI_official) November 11, 2022
Terrific performance champ, congratulations. 🥳#AsianChampionships#PunchMeinHaiDum#Boxing pic.twitter.com/tEQAhMVZkoFourth 🥇 for 🇮🇳! 🤩🔝

ଏହାସହିତ ୮୧ କେଜି ବର୍ଗରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଭାରତର ସୌତୀ ବୋରା ୮୧ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲ୍ ରାଉଣ୍ଡରେ କଜାଖସ୍ତାନ ବକ୍ସରଙ୍କୁ ଏକ ତରଫା ଭାବରେ ପରାଜିତ କରିଛନ୍ତି ସୌତୀ । ଏହି ରାଉଣ୍ଡକୁ ୫-୦ ପଏଣ୍ଟରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସୌତୀ ବୋରା । ସେପଟେ ଏହି ବର୍ଗରେ ଆଲଫିୟା ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।