ETV Bharat / sports

ଆଜି ଜାତୀୟ କ୍ରୀଡ଼ା ପୁରସ୍କାର 2021 ପ୍ରଦାନ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି(ଶନିବାର) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ପ୍ରଦାନ କରିବେ । ଅଧିକ ପଢନ୍ତୁ...

author img

By

Published : Nov 13, 2021, 3:18 PM IST

Updated : Nov 13, 2021, 3:43 PM IST

President to give away National Sports Awards 2021 today
ଆଜି ଜାତୀୟ କ୍ରୀଡ଼ା ପୁରସ୍କାର 2021 ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି(ଶନିବାର) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ପ୍ରଦାନ କରିବେ ।

କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ନଭେମ୍ବର ୨ରେ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା କରିଥିଲା । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଆସୁଛି ।

ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ଚଳିତ ବର୍ଷ ୧୨ଜଣ କ୍ରୀଡାବିତ୍‌ଙ୍କୁ ମିଳିବ । ନୀରଜ ଚୋପ୍ରା(ଆଥଲେଟିକ୍‌ସ), ରବି କୁମାର(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ଶ୍ରୀଜେଶ ପି.ଆର୍‌(ହକି), ଅବନୀ ଲେଖାରା(ପାରା ସୁଟିଂ), ସୁମିତ ଅଣ୍ଟିଲ(ପାରା ଆଥଲେଟିକ୍‌ସ), ପ୍ରମୋଦ ଭଗତ(ପାରା ବ୍ୟାଡମିଣ୍ଟନ), କ୍ରୀଷ୍ଣା ନାଗର(ପାରା ବ୍ୟାଡ୍‌ମିଣ୍ଟନ), ମନୀଷ ନରୱାଲ(ପାରା ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ) ଓ ମନପ୍ରୀତ ସିଂହ(ହକି) ।

ପିଆର ଶ୍ରୀଜେଶ ଓ ମନପ୍ରୀତ ସିଂହଙ୍କ ବ୍ୟତୀତ ଟୋକିଓ ୨୦୨୦ ଅଲମ୍ପିକ୍‌ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ହକି ଟିମର ସମସ୍ତ ସଦସ୍ୟଙ୍କୁ ଅର୍ଜୁନ ଆୱାର୍ଡ ମିଳିବ ।

ଅର୍ଜୁନ ଆୱାର୍ଡ ଗ୍ରହଣ କରିବାକୁ ଯାଉଥିବା ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ:

ଅରପିନ୍ଦର ସିଂହ, ସିମ୍ରନଜିତ କୌର, ଶିଖର ଧାୱନ, ଭବାନୀ ଦେବୀ, ମୋନିକା, ବନ୍ଦନା କାଟାରିୟା, ସନ୍ଦୀପ ନରୱାଲ, ବିମାନୀ ଉତ୍ତମ ପରାବ, ଅଭିଶେକ ବର୍ମା, ଅଙ୍କିତା ରାଇନା, ଦୀପକ ପୁନିଆ, ଦୀଲପ୍ରୀତ ସିଂହ, ହରମନପ୍ରୀତ ସିଂହ, ରୁପିନ୍ଦର ପାଲ୍‌ ସିଂହ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସୁମିତ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଗୁରଜନ୍ତ ସିଂହ, ମନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର ଉପାଧ୍ୟାୟ, ବରୁଣ କୁମାର, ସିମ୍ରନଜିତ ସିଂହ, ଯୋଗେଶ କାଥୁନିଆ, ନିସାଦ କୁମାର, ପ୍ରବୀଣ କୁମାର, ସୁହାସୟାଥିରାଜ, ସିଂହରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ ଓ ସରଦ କୁମାର ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ଲାଇଫ ଟାଇମ୍‌ ବର୍ଗରେ)- ଟି.ପି. ଉସେପ, ସରକାର ତଲୱାର, ସରପଲ ସିଂହ, ଅସନ କୁମାର ଓ ତପନ କୁମାର ପାଣିଗ୍ରାହୀଙ୍କୁ ମିଳିବ ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ରେଗୁଲାର ବର୍ଗରେ)- ରାଧାକ୍ରୀଷ୍ଣନ ନାୟର ପି, ସନ୍ଧ୍ୟା ଗୁରଙ୍ଗ, ପ୍ରିତମ ସିୱାଚ, ଜୟ ପ୍ରକାଶ ନାୟୁତିଆଲ ଓ ଶୁବ୍ରମନିୟମ ରମଣଙ୍କୁ ମିଳିବ ।

ଧ୍ୟାନଚାନ୍ଦ ଆୱାର୍ଡ ଲାଇଫ ଆଚିଭମେଣ୍ଟ- ଲେଖା କେସି, ଅଭିଜିତ କୁଣ୍ଟେ, ଦବିନ୍ଦର ସିଂହ ଗର୍ଚା, ବିକାଶ କୁମାର ଓ ସାଜନ ସିଂହଙ୍କୁ ମିଳିବ ।

ପଞ୍ଜାବ ୟୁନିଭରସିଟି (ଚଣ୍ଡିଗଡ)କୁ ମୌଲାନା ଆବୁଲ କଲାମ ଆଜାଦ(MAKA) ଟ୍ରଫି ୨୦୨୧ ବର୍ଷ ପାଇଁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2021, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.