ETV Bharat / sports

23 ବର୍ଷରେ ପଦାର୍ପଣ କଲେ ଦୌଡରାଣୀ ଦୂତୀ, ଛୁଟୁଛି ଶୁଭେଚ୍ଛାର ସୁଅ - ଦୂତୀ ଚାନ୍ଦ ଜନ୍ମଦିନ ଶୁଭେଚ୍ଛା ଉତ୍ସବ

23 ବର୍ଷରେ ଦୌଡରାଣୀ ଦୂତୀ ଚାନ୍ଦ । ଜନ୍ମଦିନ ଅବସରରେ ଭୁବନେଶ୍ବରର ଏକ ହୋଟେଲରେ ଦୂତୀଙ୍କ ଏକ ସ୍ବତନ୍ତ୍ର ଶୁଭେଚ୍ଛା ଉତ୍ସବର ଆୟୋଜନ ହୋଇଛି । ଅଧିକ ପଢନ୍ତୁ...

Dute chand Birthday
23 ବର୍ଷରେ ପଦାର୍ପଣ କଲେ ଦୌଡରାଣୀ ଦୂତୀ
author img

By

Published : Feb 3, 2020, 2:32 PM IST

Updated : Feb 3, 2020, 3:01 PM IST

ଭୁବନେଶ୍ବର: ଓଡିଶା ତଥା ଭାରତର କ୍ରୀଡା ଜଗତର ଏକ ସଶ୍ରଦ୍ଧ ଉଚ୍ଚାରଣ ହେଉଛନ୍ତି ଦୂତୀ ଚାନ୍ଦ। ଭାରତୀୟ ଆଥଲେଟ ବିଶେଷ କରି 100 ମିଟର ଖେଳରେ ତାଙ୍କର ଅବଦାନ ତାଙ୍କୁ ଦୌଡ଼ରାଣୀର ପରିଚୟ ଦେଇଛି । ଖୁବ କମ ବୟସରୁ ସେ ରାଜ୍ୟ ତଥା ଦେଶ ପାଇଁ ଖେଳି ବେଶ ସୁନାମ ଓ ପ୍ରସିଦ୍ଧି ଆଣିଥିବା ଦୂତୀ ଆଜି 23 ବର୍ଷରେ ପଦାର୍ପଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଜନ୍ମଦିନ ଅବସରରେ ଭୁବନେଶ୍ବରର ଏକ ହୋଟେଲରେ ଦୂତୀଙ୍କ ଏକ ସ୍ବତନ୍ତ୍ର ଶୁଭେଚ୍ଛା ଉତ୍ସବର ଆୟୋଜନ ହୋଇଛି । ରାଜ୍ୟର କ୍ରୀଡା ସାମ୍ବାଦିକ, କଳାକାର, କ୍ରୀଡ଼ାବିତ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇ ତାଙ୍କର ଭବିଷ୍ୟତ ଉଜ୍ଜ୍ବଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଆଗାମୀ ଟୋକିଓ ଅଲମ୍ପିକ୍ସରେ ଦେଶ ପାଇଁ ପଦକ ଜିତିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଦୂତୀ । ଏଥିସହିତ ଏକ ଏକାଡେମୀ ଗଢି ଭବିଷ୍ୟତର କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ରଖିଥିବା କହିଛନ୍ତି ଦୂତୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡିଶା ତଥା ଭାରତର କ୍ରୀଡା ଜଗତର ଏକ ସଶ୍ରଦ୍ଧ ଉଚାରଣ ହେଉଛନ୍ତି ଦୂତି ଚାନ୍ଦ।ଭାରତୀୟ ଆଥଲେଟ ବିଶେଷ କରି 100 ମିଟର ଖେଳ ରେ ତାଙ୍କର ଅବଦାନ ତାଙ୍କୁ ଦୌଡ଼ରାଣୀ ର ପରିଚୟ ଦେଇଛି।ଖୁବ କମ ବୟସରୁ ସେ ରାଜ୍ୟ ତଥା ଦେଶ ପାଇଁ ଖେଳି ବେଶ ସୁନାମ ଓ ପ୍ରସିଦ୍ଧ ଆଣି ଥିବା ଦୂତୀ ଆଜି 23 ବର୍ଷ ରେ ପଦାର୍ପଣ କରିଛନ୍ତି।ଏହି ଅବସରରେ ଭୁବନେଶ୍ୱର ରେ ତାଙ୍କ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ଶୁଭେଚ୍ଛା ଉତ୍ସବରେ ସେ ଚଳିତ ବର୍ଷ ଦେଶ ପାଇଁ ଅନେକ ସଫଳତା ଆଣିବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସେଥିପାଇଁ ସମସ୍ତଙ୍କର ଆଶୀର୍ବାଦ କାମନା କରିଛନ୍ତି।

Body:ସ୍ଥାନୀୟ ଏକ ହୋଟେଲ ରେ ଆୟୋଜିତ ଏହି ଜନ୍ମଦିନ ଶୁଭେଚ୍ଛା ପ୍ରଦାନ ଉତ୍ସବରେ ରାଜ୍ୟର ବିଭିନ୍ନ ବର୍ଗର ଜନସାଧାରଣ ଯଥା କ୍ରୀଡା ସାମ୍ବାଦିକ,କଳାକାର,କ୍ରୀଡ଼ାବିତ ,ଶିକ୍ଷାବିତ ଓ ଅନ୍ୟମାନେ ଯୋଗ ଦେଇ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ନିମନ୍ତେ ଶୁଭେଚ୍ଛା ଅର୍ପଣ କରିଥିଲେ।ସେ ଦେଶ ତଥା ରାଜ୍ୟର ଗର୍ବ ହୋଇଥିବାବେଳେ ଆଗାମୀ ଜାପାନ ଅଲମ୍ପିକରେ ଦେଶ ପାଇଁ ମେଡାଲ ଜିତି ଗୌରବନିତ୍ୱ କରିବାକୁ ଆଶା ରଖିଛନ୍ତି।ତେବେ ଦୂତୀ ସେମାନଙ୍କ ଠାରୁ ଏଭଳି ଶୁଭେଚ୍ଛା ପାଇଁ ନିଜକୁ ବହୁତ ଆନନ୍ଦିତ ମନେ କରୁଥିବା କହିଛନ୍ତି।ତେବେ ଆଗାମୀ ଦିନରେ ଏକ ଏକାଡେମୀ କରି ଭବିଷ୍ୟତର କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ରଖିଥିବା କହିଥିବା ବେଳେ ଖୁବଶୀଘ୍ର ଏହା ର ଉଦ୍ଘାଟନ ହେବ ବୋଲି ସେ କହିଛନ୍ତି।
ବାଇଟ-ଦୂତୀଚାନ୍ଦ,କ୍ରୀଡ଼ାବିତ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
Last Updated : Feb 3, 2020, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.