ETV Bharat / sports

ଗୋଆ ନ୍ୟାସନାଲ ଗେମ୍ସ: ଅଗଷ୍ଟ ସୁଦ୍ଧା ପ୍ରସ୍ତୁତି ଶେଷ ଲକ୍ଷ୍ୟରେ SAG

author img

By

Published : May 15, 2020, 2:30 PM IST

36ତମ ନ୍ୟାସନାଲ ଗେମ୍ସ ଗୋଆରେ ଚଳିତ ବର୍ଷ ଅନୁଷ୍ଠିତ ହେବ । ଫଳରେ ଅଗଷ୍ଟ 2020 ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ପୋର୍ଟ୍ସ ଅଥରିଟି ଅଫ ଗୋଆ(SAG) ।

National Games: SAG targets August for completion of all infrastructure works
ଗୋଆ ନ୍ୟାସନାଲ ଗେମ୍ସ: ଅଗଷ୍ଟ ସୁଦ୍ଧା ପ୍ରସ୍ତୁତି ଶେଷ ଲକ୍ଷ୍ୟରେ SAG

ନୂଆଦିଲ୍ଲୀ: 36ତମ ନ୍ୟାସନାଲ ଗେମ୍ସ ଗୋଆରେ ଚଳିତ ବର୍ଷ ଅନୁଷ୍ଠିତ ହେବ । ଫଳରେ ଅଗଷ୍ଟ 2020 ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ପୋର୍ଟ୍ସ ଅଥରିଟି ଅଫ ଗୋଆ(SAG) । ଏହା କହିଛନ୍ତି SAG କାର୍ଯ୍ୟନିବାହୀ ନିର୍ଦ୍ଦେଶକ ଭି ଏମ ପ୍ରଭୁ ଦେଶାଇ।

ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ରିପୋର୍ଟ ଭାରତୀୟ ଅଲମ୍ପିକ ଆସୋସିଏସନକୁ ପ୍ରଦାନ କରାଯାଇଥିବା SAG କାର୍ଯ୍ୟନିବାହୀ ନିର୍ଦ୍ଦେଶକ କହିଛନ୍ତି ।

ଏହି ମେଗା ଇଭେଣ୍ଟ ଅକ୍ଟୋବର 20ରୁ ନଭେମ୍ବର 4 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି । ତେବେ ବର୍ତ୍ତମାନ ସାରାଦେଶ ମହାମାରୀ କୋରୋନା ସହ ଲଢେଇ ଜାରି ରଖିଛି । ଏପ୍ରିଲ 28ରେ ଗୋଆ ସରକାର ଭାରତୀୟ ଅଲମ୍ପିକ ଆସୋସିଏସନକୁ 36ତମ ନ୍ୟାସନାଲ ଗେମ୍ସର ଆୟୋଜନର ଅନୁମତି ଚାହିଁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.