ନୂଆଦିଲ୍ଲୀ: ମଙ୍ଗଳବାର ଦେଶ ପାଳିବ 72ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଭେଟେରାନ ଟେବୁଲ ଟେନିସ ଖେଳାଳି ମଉମା ଦାସଙ୍କ ସମେତ 7 ଜଣ କ୍ରୀଡାବିତଙ୍କୁ ଭାରତ ସରକାର ସମ୍ମାନଜନକ ପ୍ରଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବେ ।
ଅନ୍ୟ ଖେଳାଳିଙ୍କ ମଧ୍ୟରେ ପି ଅନିଥା, ମାଧବାନ ନମ୍ବିଆର, ସୁଦ୍ଧା ହରି ନାରାୟଣ ସିଂ ଓ ବିରେନ୍ଦ୍ର ସିଂ, ଅଂଶୁ ଜାମସେନପା ଓ କେୟା ଭେଙ୍କଟେଶ ଚଳିତ ବର୍ଷ ଏହି ସମ୍ମାନଜନକ ସମ୍ମାନରେ ସମ୍ମାନିତ ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ