ETV Bharat / sports

ଭାରତୀୟ କ୍ରୀଡାବିତ୍‌ ପାଳିଲେ 75ତମ ସ୍ବାଧୀନତା ଦିବସ

author img

By

Published : Aug 15, 2021, 3:33 PM IST

ଭାରତର 75ତମ ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ବିଭାଗର କ୍ରୀଡ଼ାବିତ୍‌ମାନେ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Indian sportspersons celebrate 75th Independence Day
ଭାରତୀୟ କ୍ରୀଡାବିତ୍‌ ପାଳିଲେ 75ତମ ସ୍ବାଧୀନତା ଦିବସ

ନୂଆଦିଲ୍ଲୀ: ଭାରତର 75ତମ ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ବିଭାଗର କ୍ରୀଡ଼ାବିତ୍‌ମାନେ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପତାକା ସାଥିରେ ନେଇ ସାରା ବିଶ୍ବରେ ପ୍ରତିନିଧିତ୍ବ କରିବା ସେମାନଙ୍କ ପାଇଁ କଣ ଗୁରୁତ୍ବ ରଖେ ସେନେଇ ଏହି ପବିତ୍ର ଦିନରେ ଖେଳାଳିମାନେ ବଖାଣିଛନ୍ତି ।

  • भारत हमेशा सर आँखों पर!

    I have always worn the 🇮🇳 flag on my helmet with pride and it always reminded me why I stepped on the field.

    Wish a very Happy 75th #IndependenceDay to all the Indians across the globe.

    Jai Hind! pic.twitter.com/9XwUmau31O

    — Sachin Tendulkar (@sachin_rt) August 15, 2021 " class="align-text-top noRightClick twitterSection" data=" ">

ବକ୍ସର ମେରୀ କମ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ ଓ ଭିଭିଏସ ଲକ୍ଷ୍ମଣଙ୍କ ସମେତ ଅନେତ ଖେଳାଳି ଭାରତର 75 ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମେରୀ କମ୍‌ ଲାଲକିଲ୍ଲାରେ ସ୍ବାଧିନତା ଦିବସ ସମାରୋହରେ ଉପସ୍ଥିତ ରହିଥିଲେ। ହକି କ୍ୟାପଟେନ ମନପ୍ରୀତ ସିଂହ, ରାନୀ ରାମପାଲ, ପିଭି ସିନ୍ଧୁ, ନୀରଜ ଚୋପ୍ରା, ଲଭଲିନା ବୋର୍ଗହେନ ଓ ଅନ୍ୟ ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ ।

  • As we celebrate our 75th Independence Day, let's pay our respects to our great Freedom Fighters who fought bravely and laid the foundation for our independence. May the Indian tricolour always fly high🇮🇳🇮🇳🇮🇳Jai Hind….Happy #IndependenceDay pic.twitter.com/5WzNqWNc8P

    — VVS Laxman (@VVSLaxman281) August 15, 2021 " class="align-text-top noRightClick twitterSection" data=" ">

ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଲାଲକିଲ୍ଲାରେ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବା ପରେ ଟ୍ବିଟରେ ଲେଖିଛନ୍ତି, "ଐତିହାସିକ ଲାଲକିଲ୍ଲାରେ ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହେବା ସମ୍ମାନର କଥା । ଯେବେ ମୁଁ ତ୍ରିରଙ୍ଗାକୁ ଉଚ୍ଚରେ ଉଡୁଥିବାର ଦେଖେ, ଜଣେ ଆଥଲେଟ୍‌ ଓ ଜଣେ ସୈନିକ ଭାବେ ମୋର ହୃଦୟ ଦେଶପ୍ରେମରେ ଭରିଯାଏ, ଭାବୁକ ହୋଇଯାଏ । ଜୟ ହିନ୍ଦ୍‌ ।"

  • It was an honour to attend the Independence Day celebrations at the historic Red Fort today. As an athlete and a soldier, my heart is full of emotion when I see the national flag flying high. Jai Hind. 🇮🇳 pic.twitter.com/l4wlgmlGmQ

    — Neeraj Chopra (@Neeraj_chopra1) August 15, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.