ଭୁବନେଶ୍ବର: ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟ୍ବଲ୍ ବିଶ୍ବକପ୍ । ମୋଟ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏହାକୁ ନେଇ ଆଜି(ବୁଧବାର) ଫିଫା ପକ୍ଷରୁ ମ୍ୟାଚ୍ ସୂଚୀ ପ୍ରକାଶ ପାଇଛି ।
-
FIFA U-17 Women's World Cup India 2022 comes to #Odisha and the Kalinga Stadium is super excited to host the home team India 🤩
— Odisha Sports (@sports_odisha) June 15, 2022 " class="align-text-top noRightClick twitterSection" data="
Come on Odisha! Let's cheer for our 🇮🇳 girls as they compete with the best in the world 👏#U17WWC #KickOffTheDream pic.twitter.com/63xE88e4HN
">FIFA U-17 Women's World Cup India 2022 comes to #Odisha and the Kalinga Stadium is super excited to host the home team India 🤩
— Odisha Sports (@sports_odisha) June 15, 2022
Come on Odisha! Let's cheer for our 🇮🇳 girls as they compete with the best in the world 👏#U17WWC #KickOffTheDream pic.twitter.com/63xE88e4HNFIFA U-17 Women's World Cup India 2022 comes to #Odisha and the Kalinga Stadium is super excited to host the home team India 🤩
— Odisha Sports (@sports_odisha) June 15, 2022
Come on Odisha! Let's cheer for our 🇮🇳 girls as they compete with the best in the world 👏#U17WWC #KickOffTheDream pic.twitter.com/63xE88e4HN
ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ରରେ ୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟ୍ବଲ୍ ବିଶ୍ବକପ୍ ଆୟୋଜନ ହେବ । ଅକ୍ଟୋବର ୧୧ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଅକ୍ଟୋବର ୩୦ ଯାଏଁ ଚାଲିବ । ଅକ୍ଟୋବର ୨୬ରେ ସେମିଫାଇନାଲ ମ୍ୟାଚ୍ ପରେ ୩୦ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୨୪ ତାରିଖ ସୁଦ୍ଧା ଗ୍ରୁପ ମ୍ୟାଚ୍ ସେଷ ହେବ । ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଭାରତୀୟ ଦଳ ତାର ସମସ୍ତ ଗ୍ରୁପ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବ ।