ETV Bharat / sports

ଶେଷରେ ଅର୍ଜୁନ ପୁରସ୍କାର ପାଇବେ ଚାନୁ - Arjuna award

କ୍ରୀଡା ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ 2018 ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାନୁଙ୍କୁ ଅର୍ଜୁନ ପୁରସ୍କାର ଦୌଡରେ ସାମିଲ କରାଯିବ । ଚୟନ କମିଟି ତାଙ୍କୁ ବିଚାର ଅଧିନକୁ ନେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

dope-cleared-sanjita-chanu-to-finally-get-arjuna-award-for-2018
ଶେଷରେ ଅର୍ଜୁନ ପୁରସ୍କାର ପାଇବେ ଚାନୁ
author img

By

Published : Jun 26, 2020, 6:39 AM IST

ନୂଆଦିଲ୍ଲୀ: ଦୁଇଥର କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ବିଜେତା ଭାରୋତ୍ତୋଳନକାରୀ ସଞ୍ଜିତା ଚାନୁ ଶେଷରେ ଅର୍ଜୁନ ପୁରସ୍କାର ପାଇବେ । ଯାହା ପାଇଁ ସେ 2018ରେ ମନୋନିତ ହୋଇଥିଲେ ।

କ୍ରୀଡା ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ 2018 ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାନୁଙ୍କୁ ଅର୍ଜୁନ ପୁରସ୍କାର ଦୌଡରେ ସାମିଲ କରାଯିବ । ଚୟନ କମିଟି ତାଙ୍କୁ ବିଚାର ଅଧିନକୁ ନେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡୋପିଂ ଟେଷ୍ଟ ନିଷ୍ପତ୍ତିକୁ ଅଣଦେଖା କରି ଚାଙ୍କୁ ଅର୍ଜୁନ ପୁରଷ୍କାର ଦୌଡରେ ସାମିଲ କରାଯାଉ ।

ମନ୍ତ୍ରଣାଳୟ କହିଛି, ‘‘ ସଞ୍ଜିତା ଚାନୁ ଅନ୍ତର୍ଜାତୀୟ ଫେଡେରେଶନର ସମସ୍ତ ଡୋପିଂ ଅଭିଯୋଗରେ ନିର୍ଦ୍ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଣୁ ଆମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପଡିବ ଏବଂ ତାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ବିଚାର କରିବାକୁ ପଡ଼ିବ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.