ETV Bharat / sports

ପାରା-ଆଥଲେଟିକ୍ସ କୋଚ ଗଜେନ୍ଦର କୋରୋନା ପଜିଟିଭ

ପାରା-ଆଥଲେଟିକ୍ସ କୋଚ ଗଜେନ୍ଦର କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

COVID-19: Para-athletics coach Gajender tests positive
ପାରା-ଆଥଲେଟିକ୍ସ କୋଚ ଗଜେନ୍ଦର କୋରୋନା ପଜିଟିଭ
author img

By

Published : Dec 8, 2020, 8:16 PM IST

ନୂଆଦିଲ୍ଲୀ: ପାରା-ଆଥଲେଟ କୋଚ ଗଜେନ୍ଦର କୋରୋନା ପଜିଟିଭ ଚିହ୍ନଟ । ରିପୋର୍ଟ ପଜିଟିଭ ଜଣାପଡିବା ପରେ ସେ ହୋମ କ୍ବାରେଣ୍ଟିନରେ ରହିଛନ୍ତି ।

ତେବେ ତାଙ୍କ ଠାରେ କୌଣସି ଲକ୍ଷଣ ନଥିବା ଜଣାପଡିଛି । ଗଜେନ୍ଦରଙ୍କ ପତ୍ନୀ ପାରା ଆଥଲେଟ-ସିମ୍ରନଙ୍କ ରିପୋର୍ଟ ନେଗେଟିଭ ରହିଛି ମାତ୍ର ସେ ହୋମ କ୍ବାରେଣ୍ଟିନରେ ରହିଛନ୍ତି ।

ଗତ ସପ୍ତାହରେ ପାରା ଆଥଲେଟିକ୍ସ କୋଚ ନୱାଲ ସିଂ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମ(JNS)ରେ ଚାଲୁଥିବା ଜାତୀୟ କ୍ୟାମ୍ପର ସଦସ୍ୟ ଥିଲେ ନୱାଲ ।

ଡିସେମ୍ବର 3ରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଭାରତୀୟ ପାରା-ଅଲମ୍ପିକ କମିଟି ସଭାପତି ଦୀପା ମଲ୍ଲିକଙ୍କ ଉପସ୍ଥିତିରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏଥିରେ ପାରା-ଆଥଲେଟ ଦେବେନ୍ଦ୍ର ଝାଝରିଆ, ପାରୁଲ ପାରମର ଓ ଶତାବ୍ଦୀ ଆୱାସ୍ତି ଯୋଗଦେଇଥିଲେ । 29ତମ ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.