ETV Bharat / sports

କୋରୋନା ଭାଇରସ: ବର୍ଲିନ ଫର୍ମୁଲା ଇ ଗ୍ରାଣ୍ଡ ପ୍ରିକ୍ସ ସ୍ଥଗିତ - Berlin Formula E grand prix

କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି ଆଉ ଏକ ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ । ସ୍ଥଗିତ ଘୋଷଣା ହୋଇଛି ବର୍ଲିନ ଫର୍ମୁଲା ଇ ଗ୍ରାଣ୍ଡ ପ୍ରିକ୍ସ ।

Berlin Formula E grand prix postponed due to coronavirus
କୋରୋନା ଭାଇରସ: ବର୍ଲିନ ଫର୍ମୁଲା ଇ ଗ୍ରାଣ୍ଡ ପ୍ରିକ୍ସ ସ୍ଥଗିତ
author img

By

Published : Apr 17, 2020, 1:10 PM IST

ପ୍ୟାରିସ: କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି ଆଉ ଏକ ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ । କୋରୋନା ଭାଇରସ ସଂମକ୍ରଣ ଭୟ ଯୋଗୁଁ ଫର୍ମୁଲା ଇ ଓ FIA ଜୁଲାଇ ପର୍ଯ୍ୟନ୍ତ ଚମ୍ପିଆନସିପ ବାତିଲ ଅବଧି ବୃଦ୍ଧି କରିଛନ୍ତି । ଏହାପରେ ବର୍ଲିନ ଫର୍ମୁଲା ଇ ଗ୍ରାଣ୍ଡ ପ୍ରିକ୍ସ ସ୍ଥଗିତ ଘୋଷଣା ହୋଇଛି ।

ଜୁନ 21ରୁ ବର୍ଲିନ ଫର୍ମୁଲା ଇ ଆରମ୍ଭ ନେଇ ପୂର୍ବରୁ ସୂଚୀ ରହିଥିଲା । ରୋମ, ପ୍ୟାରିସ, ସିଓଲ ଓ ଜାକର୍ତ୍ତା ପରେ ଏହା ସ୍ଥଗିତ ହୋଇଥିବା 5ମ ସିଜିନ ହେବାକୁ ଯାଉଛି ।

କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଫ୍ରାନ୍ସ ସରକାର କଡା ଗାଇଡଲାଇନ ଲାଗୁ କରିଛନ୍ତି । ଫଳରେ ଫର୍ମୁଲା ଇ ଓ FIA ମିଳିକ ଭାବେ ଜୁନ ଶେଷ ପର୍ଯ୍ୟନ୍ତ ସମସ୍ତ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ପାଇଁ ନିଷ୍ପତି ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.