ଖୋର୍ଦ୍ଧା: ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ସୂକ୍ଷ୍ମ କଳା ମାଧ୍ୟମରେ ଶୁଭକାମନା ଜଣାଇଛନ୍ତି ଜଟଣୀର ଜଣେ ଶିଳ୍ପୀ । କ୍ରୀଡ଼ା ଜଗତର ଏହି ମହାକୁମ୍ଭକୁ ନେଇ ସାରା ବିଶ୍ବର କ୍ରୀଡ଼ାବିତଙ୍କ ମନରେ ଉତ୍ସାହ ରହିଛି । ତେବେ ଏଥିରେ ଯୋଗ ଦେଇଥିବା ଭାରତୀୟ କ୍ରୀଡ଼ାବିତଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଇଶ୍ବର ରାଓ ନାମକ ଜଣେ କଳାକାର ଏକ କାଚ ବୋତଲ ମଧ୍ୟରେ ତିଆରି କରିଛନ୍ତି ସୂକ୍ଷ୍ମ କଳାକୃତି ।
ସୂକ୍ଷ୍ମକଳାରେ ଅଲମ୍ପିକ୍ ଶୁଭେଚ୍ଛା
ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ସୂକ୍ଷ୍ମ କଳା ମାଧ୍ୟମରେ ଶୁଭକାମନା ଜଣାଇଛନ୍ତି ଜଟଣୀର ଜଣେ ଶିଳ୍ପୀ । କ୍ରୀଡ଼ା ଜଗତର ଏହି ମହାକୁମ୍ଭକୁ ନେଇ ସାରା ବିଶ୍ବର କ୍ରୀଡ଼ାବିତଙ୍କ ମନରେ ଉତ୍ସାହ ରହିଛି । ଅଧିକ ପଢ଼ନ୍ତୁ...
ସୂକ୍ଷ୍ମ କଳା ମାଧ୍ୟମରେ ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭକାମନା