ETV Bharat / sports

କୋରୋନା ଭାଇରସ: 36ତମ ଗୋଆ ନ୍ୟାସନାଲ ଗେମ୍ସ ସ୍ଥଗିତ

author img

By

Published : May 29, 2020, 8:32 AM IST

36ତମ ଗୋଆ ନ୍ୟାସନାଲ ଗେମ୍ସ 2020 ଅକ୍ଟୋବର 20ରୁ ନଭେମ୍ବର 4 ପର୍ଯ୍ୟନ୍ତ ହେବାନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ତେବେ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗୋଆ ସରକାର ଏହି ମେଗା ଇଭେଣ୍ଟକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

36th Goa National Games postponed indefinitely due to COVID-19
କୋରୋନା ଭାଇରସ: 36ତମ ଗୋଆ ନ୍ୟାସନାଲ ଗେମ୍ସ ସ୍ଥଗିତ

ନୂଆଦିଲ୍ଲୀ: 36ତମ ନ୍ୟାସନାଲ ଗେମ୍ସ ଆୟୋଜନ ନେଇ ଗୋଆରୁ ଆସିଛି ନୈରାଶଜନକ ଖବର । ଭୁଲ ପ୍ରମାଣିତ ହୋଇଛି ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରାଙ୍କ ପୂର୍ବାନୁମାନ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 36ତମ ଗୋଆ ନ୍ୟାସନାଲ ଗେମ୍ସ, ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା ହୋଇଛି ।

ଗୋଆରେ, 36ତମ ନ୍ୟାସନାଲ ଗେମ୍ସ 2020 ଅକ୍ଟୋବର 20ରୁ ନଭେମ୍ବର 4 ପର୍ଯ୍ୟନ୍ତ ହେବାନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ତେବେ ଗୋଆ ସରକାରଙ୍କ ପକ୍ଷରୁ ଉପ ମୁଖ୍ୟ ମନ୍ତ୍ରୀ ତଥା କ୍ରୀଡାମନ୍ତ୍ରୀ ମନୋହର ଅଜଗଙ୍କର ଏହି ମେଗା ଇେଭେଣ୍ଟକୁ ସ୍ଥଗିତ ଘୋଷଣା କରିଛନ୍ତି ।

ଆୟୋଜକ କମିଟିର ବୈଠକ ସେପ୍ଟେମ୍ବର ଶେଷ ସପ୍ତାହରେ ଅନୁଷ୍ଠିତ ହେବ । ରାଜ୍ୟ ସରକାର କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟର ପରାମର୍ଶ ଗ୍ରହଣ କରିବ । ଏହାପରେ ପୁନଃ ଆୟୋଜନର 4 ମାସ ପୂର୍ବରୁ ନୋଟିସ ପାଇବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଗୋଆ କ୍ରୀଡାମନ୍ତ୍ରୀ କହିଛନ୍ତି ।

ନ୍ୟାସନାଲ ଗେମ୍ସର ଶେଷ ସଂସ୍କରଣ 2015ରେ କେରଳ ଠାରେ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.