ETV Bharat / sports

ବୌଦ୍ଧରେ 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ ଉଦଘାଟିତ - 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ

ବୌଦ୍ଧ ଜିଲ୍ଲାରେ ଉଦଘାଟିତ ହୋଇଯାଇଛି 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ ।

ଫଟୋ ସୌଜନ୍ୟ- ପ୍ରତିନିଧି ବୌଦ୍ଧ
author img

By

Published : Sep 13, 2019, 8:51 PM IST

ବୌଦ୍ଧ: ଜିଲ୍ଲାରେ ଉଦଘାଟିତ ହୋଇଯାଇଛି 21ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ । ତେବେ ଆଜିଠାରୁ(ଶୁକ୍ରବାର) ଆରମ୍ଭ ହୋଇ ଆସନ୍ତା ତିନିଦିନ ଧରି ଚାଲିବାକୁଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ 18ଟି ୟୁନିଟରୁ ସମୁଦାୟ 205 ଜଣ ପ୍ରତିଯୋଗୀ ଭାଗନେଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ବୌଦ୍ଧ

ସ୍ଥାନୀୟ କଚେରୀ ପଡିଆଠାରେ ଏହି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରାଜ୍ୟ ତୀରନ୍ଦାଜ ସଂପାଦକ ସଦାନନ୍ଦ ଦାସଙ୍କ ସହିତ ଜିଲ୍ଲା ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଭାଗନେଗଥିବା ପ୍ରତିଯୋଗୀ ବେଶ ଉତ୍ସାହିତ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉଦଘାଟିତ ହେଲା ଏକୋଇଶ ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ ।ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ଧରି ଚାଲିବାକୁଥିବା ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଠର ଗୋଟି ୟୁନିଟରୁ ସମୁଦାୟ୨୦୫ ଜଣ ପ୍ରତିଯୋଗୀ ଭାଗନେଇଥିଲେ ।
ବୌଦ୍ଧ କଚେରୀ ପଡିଆ ଠାରେ ଉଦଘାଟିତ ହେଲା ଏକୋଇଶ ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ ।ଉଦଘାଟକ ଭାବରେ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରାଜ୍ୟ ତୀରନ୍ଦାଜ ସଂପାଦକ ସଦାନନ୍ଦ ଦାସଙ୍କ ସହିତ ଜିଲ୍ଲା ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ଭାଗନେଗଥିବା ପ୍ରତିଯୋଗୀ ମାନେ ବେଶ ଉତ୍ସାହିତ ଥିବା ବେଳେ ବୌଦ୍ଧ ଜିଲ୍ଲାରେ ତୀରନ୍ଦାଜ ଭଳି ଖେଳକୁ ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଖେଳାଳୀ ମାନେ ଆନନ୍ଦିତ ହୋଇଛନ୍ତି ।

Body:ଉଦଘାଟିତ ହେଲା ଏକୋଇଶ ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ ।

Conclusion:ବାଇଟ-୧-ସୁନୀ ମୁଣ୍ଡା,ପ୍ରତିଯୋଗୀ
ବାଇଟ-୨-କୃଷ୍ଣ ଚନ୍ଦ୍ର ସେଠୀ,ପ୍ରଶିକ୍ଷକ
ବାଇଟ-୩-ସଦାନନ୍ଦ ଦାସ,ରାଜ୍ୟ ସଂପାଦକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.