ETV Bharat / sports

୨୧ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ ଉଦଯାପିତ - ୨୧ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ

ବୌଦ୍ଧ କଚେରୀ ପଡିଆଠାରେ ଚାଲିଥିବା ୨୧ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି ବୌଦ୍ଧ
author img

By

Published : Sep 15, 2019, 9:53 PM IST

ବୌଦ୍ଧ: ଉଦଯାପିତ ହୋଇଯାଇଛି ୨୧ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ । ବୌଦ୍ଧ କଚେରୀ ପଡିଆଠାରେ ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ରବିବାର ସମାପନ ହୋଇଯାଇଛି । ତିନୋଟି ବର୍ଗରେ ଅନୁଷ୍ଠିତ ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀଙ୍କୁ ଅତିଥି ମାନେ ପୁରସ୍କୃତ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ବୌଦ୍ଧ

କାର୍ଯ୍ୟକ୍ରମରେ 205 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ତ୍ରି-ଦିବସୀୟ ଚାମ୍ପିୟନସିପରେ ରାଜ୍ୟ ଖେଳାଳିଙ୍କ ସହିତ ଜାତୀୟ ତଥା ଆନ୍ତର୍ଜାତିକ ଖେଳାଳୀ ମଧ୍ୟ ଭାଗନେଇଥିଲେ । ଉଦଯାପନୀ ଉତ୍ସବରେ ବୌଦ୍ଧ ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉଦଯାପିତ ହେଲା ୨୧ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ । ବୌଦ୍ଧ କଚେରୀ ପଡିଆ ଠାରେ ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ରବିବାର ସମାପନ ହୋଇଥିଲା ।ତିନୋଟି ବର୍ଗରେ ଅନୁଷ୍ଠିତ ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ରେ ଦୁଇ ଶହ ପାଞ୍ଚ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।ଏହି ତ୍ରିଦିବସିୟ ଚାମ୍ପିୟନସିପ ରେ ରାଜ୍ୟ ଖେଳାଳିଙ୍କ ସହିତ ଜାତୀୟ ତଥା ଆନ୍ତର୍ଜାତିକ ଖେଳାଳୀ ମଧ୍ୟ ଭାଗ ନେଇଥିଲେ ।ଉଦଯାପନୀ ଉତ୍ସବ ରେ ବୌଦ୍ଧ ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଏହି ଅବସରରେ ତୀରନ୍ଦାଜ ସଂଘର କର୍ମକର୍ତ୍ତା ମଞ୍ଚାସୀନ ଥିଲେ ।

Body:ଏକୋଇଶ ତମ ରାଜ୍ୟ ତୀରନ୍ଦାଜ ଚାମ୍ପିୟନସିପ ଉଦଯାପିତ ।

Conclusion:ବାଇଟ-୧-ଗୋଲାପ ନାଏକ, ଜାତୀୟ ଖେଳାଳୀ
ବାଇଟ-୨-ରଣଜିତ ନାଏକ, ଆନ୍ତର୍ଜାତିକ ଖେଳାଳୀ
ବାଇଟ-୩-ସୂର୍ଯ୍ୟ କାନ୍ତ ଦଳବେହେରା, ଜିଲ୍ଲା ସଭାପତି
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.