ETV Bharat / sports

ଭୋପାଳରେ ସିନିୟର ମହିଳା ହକି ଚମ୍ପିଆନସିପ ଆରମ୍ଭ, ଭାଗ ନେଛନ୍ତି ୨୭ଟି ଦଳ

author img

By

Published : May 7, 2022, 8:48 AM IST

ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଜାତୀୟ ସିନିୟର ମହିଳା ହକି ଚମ୍ପିଆନସିପ୍ । ଚଳିତ ବର୍ଷ ଏଥିରେ ମୋଟ ୨୭ଟି ଦଳ ଅଂଶଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ଭୋପାଳରେ ଆରମ୍ଭ ହେଲା ସିନିୟର ମହିଳା ହକି ଚମ୍ପିଅନସିପ, ଭାଗ ନେଛନ୍ତି ୨୭ଟି ଦଳ
ଭୋପାଳରେ ଆରମ୍ଭ ହେଲା ସିନିୟର ମହିଳା ହକି ଚମ୍ପିଅନସିପ, ଭାଗ ନେଛନ୍ତି ୨୭ଟି ଦଳ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଜାତୀୟ ସିନିୟର ମହିଳା ହକି ଚମ୍ପିଆନସିପ୍ (12th Hockey India Senior Women National Championship 2022) । ଚଳିତ ବର୍ଷ ଏଥିରେ ମୋଟ ୨୭ଟି ଦଳ ଅଂଶଗ୍ରହଣ କରିଛନ୍ତି । ଅନେକ ଅନ୍ତାର୍ଜାତୀୟ ଖେଳିଙ୍କ ପ୍ରଦର୍ଶନ ମଧ୍ୟ ହକି ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ଗତକାଲି ଠାରୁ ଆରମ୍ଭ ହୋଇ ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ଭୋପାଳରେ ଚାଲିବ ହକି ଟୁର୍ଣ୍ଣାମେଣ୍ଟ । ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି ।

ଭାଗ ନେଇଥିବା ୨୭ଟି ଦଳ

ଚଣ୍ଡିଗଡ଼, ବିହାର, ହରିୟାଣା, ଆସାମ, ବେଙ୍ଗଲ, ପଞ୍ଜାବ, ଛତିଶଗଡ, ତ୍ରିପୁରା, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, କର୍ଣ୍ଣାଟକ, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର, ଉତ୍ତରପ୍ରଦେଶରେ , ଦିଲ୍ଲୀ, ଗୋଆ, ଗୁଜୁରାଟ, କେରଳ, ତେଲେଙ୍ଗାନା, ଓଡିଶା ଏବଂ ହିମାଚଳ ପ୍ରଦେଶର ଦଳ ଅଂଶଗ୍ରହଣ କରୁଛନ୍ତି।

ସମସ୍ତ ଦଳକୁ 8ଟି ଗ୍ରୁପରେ ଅନ୍ତର୍ଭୁକ୍ତ କରାଯାଇଛି ।

ଗ୍ରୁପ- A

ମଧ୍ୟପ୍ରଦେଶ

ଚଣ୍ଡିଗଡ଼

ବିହାର

ଗ୍ରୁପ- B

ହରିୟାଣା

ଆସାମ

ବେଙ୍ଗଲ

ଗ୍ରୁପ- C

ପଞ୍ଜାବ

ଛତିଶଗଡ

ତ୍ରିପୁରା

ଗ୍ରୁପ-D

ମହାରାଷ୍ଟ୍ର

ରାଜସ୍ଥାନ

ଉତ୍ତରାଖଣ୍ଡ

ଗ୍ରୁପ-E

ଝାଡଖଣ୍ଡ

ଆନ୍ଧ୍ରପ୍ରଦେଶ

ପୁଡୁଚେରୀ

ଗ୍ରୁପ-F

କର୍ଣ୍ଣାଟକ

ତାମିଲନାଡୁ

ଅରୁଣାଚଳ

ଆଣ୍ଡାମାନ ଏବଂ ନିକୋବର

ଗ୍ରୁପ-G

ଉତ୍ତରପ୍ରଦେଶ

ଦିଲ୍ଲୀ

ଗୋଆ

ଗୁଜୁରାଟ

ଗ୍ରୁପ-H

ଓଡ଼ିଶା

କେରଳ

ତେଲେଙ୍ଗାନା

ହିମାଚଳପ୍ରଦେଶ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.