ETV Bharat / sports

ଧ୍ୟାନଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ, ପୂର୍ବତନ ହକି ଖେଳାଳି ଅବଦୁଲ ଅଜିଜଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - ପୂର୍ବତନ ହକି ଖେଳାଳି ଅବଦୁଲ ଅଜିଜ

ମେଜର ଧ୍ୟାନଚାନ୍ଦଙ୍କ ତିରୋଧାନ ଦିବସ ଅବସରରେ ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ଅବଦୁଲ ଅଜିଜଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଅଧିକ ପଢନ୍ତୁ...

Remembering Dhyan Chand on his Death anniversay
ଧ୍ୟାନଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ, ପୂର୍ବତନ ହକି ଖେଳାଳି ଅବଦୁଲ ଅଜିଜଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
author img

By

Published : Dec 3, 2020, 10:50 PM IST

ହାଇଦ୍ରାବାଦ: 3 ସେପ୍ଟେମ୍ବର 2020, ହକିର ସର୍ବକାଳୀନ ମହାନ ଖେଳାଳି ମେଜର ଧ୍ୟାମଚାନ୍ଦଙ୍କ ପୂଣ୍ୟତିଥୀ ପାଳନ ହୋଇଥାଏ । ମାତ୍ର ଏହି ଅବସରରେ ଗଣମାଧ୍ୟମଠୁ ନେଇ ଭାରତ ସରକାରଙ୍କ ପର୍ଯ୍ୟନ୍ତ କେହି ଆଗ୍ରହ ଦେଖାଇନାହାନ୍ତି ।

ଧ୍ୟାନଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ, ପୂର୍ବତନ ହକି ଖେଳାଳି ଅବଦୁଲ ଅଜିଜଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ତେବେ ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ଅବଦୁଲ ଅଜିଜ ଧ୍ୟାନଚାନ୍ଦଙ୍କୁ ସ୍ମରଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଛନ୍ତି ।

ଅବଦୁଲ ଅଜିଜ କହିଛନ୍ତି, ଧ୍ୟାନଚାନ୍ଦ ଦେଶକୁ 3ଟି ଅଲମ୍ପିକ ଗୋଲ୍ଡ ମେଡାଲ ଦେଇଛନ୍ତି । ଆଜିର ଦିନରେ ତାଙ୍କର ସମାଧୀସ୍ଥଳକୁ ଅନେକ କୋଚ ଓ ଖେଳାଳି ଯାଇ ସମ୍ମାନ ଜଣାନ୍ତି ଓ ସ୍ମରଣ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.