ETV Bharat / sports

ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର

ହକି ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 13, 2021, 5:30 PM IST

Updated : Nov 13, 2021, 7:30 PM IST

President Ram Nath Kovind confers Arjuna Award 2021 on hockey players  amit rohidas, virendra lakra
ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ହକି ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଟୋକିଓ ଅଲମ୍ପିକ୍‌ସ ୨୦୨୦ରେ ଐତିହାସିକ ବ୍ରୋଞ୍ଜ ପଦକ ବିଜେତା ହକି ଟିମ ଇଣ୍ଡିଆର ସଦସ୍ୟ ରହିଛନ୍ତି ଉଭୟ ଅମିତ ଓ ବିରେନ୍ଦ୍ର ।

ଅନ୍ୟପଟେ ପାରାବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟୋକିଓ ପାରାଲମ୍ପିକ୍‌ସ ୨୦୨୦ରେ ଐତିହାସିକ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ପ୍ରମୋଦ ।

ମୋଟ ୧୨ଜଣ କ୍ରୀଡାବିତ୍‌ଙ୍କୁ ଖେଳରତ୍ନ ପ୍ରଦାନ କରାଯାଇଛି- ନୀରଜ ଚୋପ୍ରା(ଆଥଲେଟିକ୍‌ସ), ରବି ଦହିୟା(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ପିଆର ଶ୍ରୀଜେଶ(ହକି), ଅବନୀ ରେଖାରା(ପାରା-ସୁଟିଂ), ସୁମିତ ଅଣ୍ଟିଲ(ପାରା-ଅଥଲେଟିକ୍‌ସ), ପ୍ରମୋଦ ଭଗତ (ପାରା-ବ୍ୟାଡ୍‌ମିଣ୍ଟନ), କ୍ରୀଷ୍ଣା ନାଗର(ପାରା-ବ୍ୟାଡ୍‌ମିଣ୍ଟନ), ମନୀଷ ନରୱାଲ(ପାରା-ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ୍‌) ଓ ମନପ୍ରୀତ ସିଂହ(ହକି) ।

ଅର୍ଜୁନ ଆୱାର୍ଡ ଗ୍ରହଣ କରିଥିବା ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ:

ଅରପିନ୍ଦର ସିଂହ, ସିମ୍ରନଜିତ କୌର, ଶିଖର ଧାୱନ, ଭବାନୀ ଦେବୀ, ମୋନିକା, ବନ୍ଦନା କାଟାରିୟା, ସନ୍ଦୀପ ନରୱାଲ, ବିମାନୀ ଉତ୍ତମ ପରାବ, ଅଭିଶେକ ବର୍ମା, ଅଙ୍କିତା ରାଇନା, ଦୀପକ ପୁନିଆ, ଦୀଲପ୍ରୀତ ସିଂହ, ହରମନପ୍ରୀତ ସିଂହ, ରୁପିନ୍ଦର ପାଲ୍‌ ସିଂହ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସୁମିତ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଗୁରଜନ୍ତ ସିଂହ, ମନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର ଉପାଧ୍ୟାୟ, ବରୁଣ କୁମାର, ସିମ୍ରନଜିତ ସିଂହ, ଯୋଗେଶ କାଥୁନିଆ, ନିସାଦ କୁମାର, ପ୍ରବୀଣ କୁମାର, ସୁହାସୟାଥିରାଜ, ସିଂହରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ ଓ ସରଦ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2021, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.