ETV Bharat / sports

ଅଷ୍ଟ୍ରେଲିଆ ଟୁର: ହକି ଇଣ୍ଡିଆ ଟିମରେ ଓଡିଆ ଖେଳାଳୀ ବିରେନ୍ଦ୍ର ଲାକ୍ରା

ଅଷ୍ଟ୍ରେଲିଆ ଟୁରପାଇଁ ଘୋଷଣା ହୋଇଥିବା ଭାରତୀୟ ହକି ଦଳରେ ଓଡିଆ ଖେଳାଳୀ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : Apr 30, 2019, 9:02 PM IST

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ଟୁର ପାଇଁ ଘୋଷଣା ହୋଇଛି ଭାରତୀୟ ହକି ଟିମ । 10 ମେ’ ରୁ ଏହି ଟୁର ଆରମ୍ଭ ହେଉଛି । ଆଜି ସେଥିପାଇଁ 18ଜଣିଆ ଖେଳାଳୀଙ୍କ ନାଁ ଘୋଷଣା କରିଛି ହକି ଇଣ୍ଡିଆ । ଅଷ୍ଟ୍ରେଲିଆର ଐତିହାସିକ ପର୍ଥ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ ।

ଭାରତୀୟ ଦଳ ନୂଆକରି ନିଯୁକ୍ତ ହୋଇଥିବା କୋଚ ଗ୍ରାହାମ ରେଡଙ୍କ ସହ ଅଷ୍ଟ୍ରେଲିଆ ଯାତ୍ରା କରିବ । ଦଳର ନେତୃତ୍ବ ନେବେ ମନପ୍ରିତ ସିଂହ । ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ ସୁରେନ୍ଦର କୁମାର ।

ଘୋଷଣା ହୋଇଥିବା ଦଳରେ ଦଳରେ ଓଡିଆ ଖେଳାଳୀ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି । ସୁରେନ୍ଦର କୁମାର, ହରମନପ୍ରିତ ସିଂ, ଗୁରିନ୍ଦର ସିଂ ସହ ବିରେନ୍ଦ୍ର ଡିଫେଣ୍ଡର ଭାବରେ ଖେଳିବେ ।

ଭାରତୀୟ ଦଳ:
ଗୋଲକିପର- ପିଆର ଶ୍ରିଜେଶ,କିଶାନ ବି ପାଠକ
ଡିଫେଣଅଡର- ରୁପିନ୍ଦର ପାଲ ସିଂ, ସୁରେନ୍ଦର କୁମାର, ହରମନପ୍ରିତ ସିଂ,ବିରେନ୍ଦ୍ର ଲାକ୍ରା,ଗୁରିନ୍ଦର ସିଂ, କୋଠାଜିତ ସିଂ
ମିଡଫିଲ୍ଡର- ହାର୍ଦ୍ଦିକ ସିଂ, ମନପ୍ରିତ ସିଂ, ଜାସକରନ ସିଂ,ବିବେକ ସାଗର ପ୍ରସାଦ,ନିଳକଣ୍ଠ ଶର୍ମା
ଫରୱାର୍ଡ- ମନଦୀପ ସିଂ, ଗୁରସାହିବିଜିତ ସିଂ, ଆକାଶଦୀପ ସିଂ, ସୁମିତ କୁମାର, ଅରମାନ କ୍ୟୁରେସି

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.