ETV Bharat / sports

FIH ପ୍ରୋ ଲିଗ୍‌: ଜୁନ୍‌ 26ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

author img

By

Published : May 11, 2021, 10:42 PM IST

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ହକି ଟିମ ଜୁନ୍‌ 26 ଓ 27ରେ ପର୍ଥରେ ଦ୍ବିତୀୟ ପର୍ଯ୍ୟାୟର ଏଫଆଇଏଚ ପ୍ରୋ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ । ଅଧିକ ପଢନ୍ତୁ...

FIH PRO LEAGUE AUSTRALIA AND NEW ZEALAND FACE IN JUNE
FIH ପ୍ରୋ ଲିଗ୍‌ : ଜୁନ୍‌ 26ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

ଲୁସାନେ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ହକି ଟିମ ଜୁନ୍‌ 26 ଓ 27ରେ ପର୍ଥରେ ଦ୍ବିତୀୟ ପର୍ଯ୍ୟାୟର ଏଫଆଇଏଚ ପ୍ରୋ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ ।

ଅନ୍ତର୍ଜାତୀୟ ହକି ମହାସଂଘ ଏକ ଘୋଷଣାନାମାରେ କହିଛି, "କୋରୋନା ମହାମାରୀ କାରଣରୁ ଦୁଇ ଦେଶ ମଧ୍ୟରେ ସ୍ଥଗିତ ଥିବା ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ 26 ଓ 27 ତାରିଖରେ ଖେଳାଯିବ ।"

ଦୁଇ ଟିମ ମଧ୍ୟରେ ଏପ୍ରିଲରେ ମ୍ୟାଚ ଖେଳାଯିବାର ଥିଲା । ମାତ୍ର ମହାମାରୀ କୋରୋନା ସଂକ୍ରମଣ ଭୟରେ ଯାତ୍ରା ପ୍ରତିବଦ୍ଧକ ଯୋଗୁଁ ସ୍ଥଗିତ ହୋଇଥିଲା ।

ଗତ ମାସରେ ଉଭୟ ଟିମର ଖେଳାଳିଙ୍କୁ ପାଇଁ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛି ହକିର ସର୍ବୋଚ୍ଚ ପରିଚାଳନା ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.