ପାଣାଜୀ: ଆଜି ଆଇଏସଏଲ-7ରେ ଖେଳାଯିବ ଚଳିତ ସିଜନର 76ତମ ମ୍ୟାଚ । ଜିଏମସି ଷ୍ଟାଡିୟମରେ ମୁହାଁମୁହିଁ ହେବେ ମୁମ୍ବାଇ ସିଟି-ନର୍ଥ ଇଷ୍ଟ ୟୁନାଇଟେଡ । ତେବେ ଟପ୍ 1ରେ ରାଜୁତି କରୁଥିବା ମୁମ୍ବାଇ ସିଟି ଯଦି ଆଜି ମ୍ୟାଚରେ ବିଜୟ ହାସଲ କରୁଛି କିମ୍ବା ଡ୍ର ଖେଳୁଛି ତେବେ ଇଣ୍ଡିଆନ ସୁପର ଲିଗ୍ରେ ଇତିହାସ ରଚିବ । ଚଳିତ ସିଜନରେ କ୍ରମାଗତ 12ଟି ମ୍ୟାଚ ଅପରାଜୟ ରହିଛି । ଆଜିର ମ୍ୟାଚରେ ପଏଣ୍ଟ ହାସଲ କରିବା ମାତ୍ରେ ହିଁ ଏଫସି ଗୋଆର ରେକର୍ଡ ଭାଙ୍ଗି ଦେବ ମୁମ୍ବାଇ ।
-
ARE YOU READY? 🔴⚪#MCFCNEU pic.twitter.com/6f2IHvecWy
— NorthEast United FC (@NEUtdFC) January 30, 2021 " class="align-text-top noRightClick twitterSection" data="
">ARE YOU READY? 🔴⚪#MCFCNEU pic.twitter.com/6f2IHvecWy
— NorthEast United FC (@NEUtdFC) January 30, 2021ARE YOU READY? 🔴⚪#MCFCNEU pic.twitter.com/6f2IHvecWy
— NorthEast United FC (@NEUtdFC) January 30, 2021
ବର୍ତ୍ତମାନ ସୁଦ୍ଧା ଆଇଏସଏଲ ଇତିହାସରେ କ୍ରମାଗତ ବିଜୟ ହାସଲ କରିଥିବା ରେକର୍ଡ ଏଫ୍ସି ଗୋଆ ନାଁରେ ରହିଛି । 2015ରେ ଏଫ୍ସି ଗୋଆ କ୍ରମାଗତ ବିଜୟ ହାସଲ କରିଥିଲା ।
-
#TheIslanders 🆚 The Highlanders - भाग २ 🔥
— Mumbai City FC (@MumbaiCityFC) January 30, 2021 " class="align-text-top noRightClick twitterSection" data="
Get ready for a cracker of a contest tonight! 💥#MCFCNEU #AamchiCity 🔵 @etihad pic.twitter.com/S439zDkhKO
">#TheIslanders 🆚 The Highlanders - भाग २ 🔥
— Mumbai City FC (@MumbaiCityFC) January 30, 2021
Get ready for a cracker of a contest tonight! 💥#MCFCNEU #AamchiCity 🔵 @etihad pic.twitter.com/S439zDkhKO#TheIslanders 🆚 The Highlanders - भाग २ 🔥
— Mumbai City FC (@MumbaiCityFC) January 30, 2021
Get ready for a cracker of a contest tonight! 💥#MCFCNEU #AamchiCity 🔵 @etihad pic.twitter.com/S439zDkhKO
ପଏଣ୍ଟ ଟେବୁଲରେ ନର୍ଥ ଇଷ୍ଟ ୟୁନାଇଟେଡ 13ଟି ମ୍ୟାଚରୁ 4ଟିରେ ବିଜୟ ଓ 6ଟିରେ ଡ୍ର ଖେଳି 18 ଅଙ୍କ ସହ 5ମ ସ୍ଥାନରେ ରହିଛି ।