ETV Bharat / sports

ଲା ଲିଗା: ଇବାର ବିପକ୍ଷରେ 3-1ଗୋଲରେ ବିଜୟୀ ରିୟଲ ମାଦ୍ରିଦ - ଏଣ୍ଟ ଟେବୁଲର 2ୟରେ ରିୟଲ ମାଦ୍ରିଦ

ଚଳିତ ଲା ଲିଗାରେ ରିୟଲ ମାଦ୍ରିଦ କ୍ଳବକୁ ମିଳଛି ଏକ ବୃହତ ବିଜୟ । ଇବାରକୁ 3-1 ଗୋଲରେ ହରାଇ ବିଜୟୀ ହୋଇଛି ଟିମ ।

La Liga: Marcelo takes Knee as Real Madrid beat Eibar 3-1
ଲା ଲିଗା: ଇବାର ବିପକ୍ଷରେ 3-1ଗୋଲରେ ବିଜୟୀ ରିୟଲ ମାଦ୍ରିଦ
author img

By

Published : Jun 15, 2020, 4:27 PM IST

ମାଦ୍ରିଦ(ସ୍ପେନ): ଚଳିତ ଲା ଲିଗାରେ ରିୟଲ ମାଦ୍ରିଦ କ୍ଳବକୁ ମିଳଛି ଏକ ବୃହତ ବିଜୟ । ଇବାରକୁ 3-1 ଗୋଲରେ ହରାଇ ବିଜୟୀ ହୋଇଛି ଟିମ ।

La Liga: Marcelo takes Knee as Real Madrid beat Eibar 3-1
ଲା ଲିଗା: ଇବାର ବିପକ୍ଷରେ 3-1ଗୋଲରେ ବିଜୟୀ ରିୟଲ ମାଦ୍ରିଦ

ଉଭୟ କ୍ଳବ ସ୍ଥିଗତ ଥିବା ସିଜିନ ଆରମ୍ଭ ପରେ ପ୍ରଥମ ମ୍ୟାଚ ଖେଳିଥିଲେ । ଜୁନ 12ରେ ଲା ଲିଗା ଆରମ୍ଭ ହୋଇଥିଲା । ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ରିୟଲ ମାଦ୍ରିଦ ସଂପୂର୍ଣ୍ଣ ଭାବେ ଇବାର ଉପରେ ପ୍ରଭାବ ବିସ୍ତାର କରିଥିଲା ।

ଏହାପରେ ଟୋନି କ୍ରୁସ କ୍ଳବ ପକ୍ଷରୁ ପ୍ରଥମ ଗୋଲ ଦେଇ, 1-0ରେ ଆଗୁଆ କରିଥିଲେ । ତେବେ ଏହାପରେ ଅଧିକ ଆକ୍ରମଣାତ୍ମକ ଖେଳିବା ସହ ଇଡେନ ହାଜାର୍ଜ 2ୟ ଓ ମାର୍ସେଲୋ 3ୟ ଗୋଲ ଦେଇ 3-0ରେ ଅଗ୍ରଣୀ କରାଇଥିଲେ । ତେବେ ଇବାର ଗୋଟିଏ ଗୋଲ କରିବାକୁ ସକ୍ଷମ ହୋଇଥିଲା ।

59 ପଏଣ୍ଟ ସହ ଚଳିତ ଲା ଲିଗା ପଏଣ୍ଟ ଟେବୁଲର 2ୟ ସ୍ଥାନରେ ରହିଛି ରିୟଲ ମାଦ୍ରିଦ । ବାର୍ସେଲୋନା 61 ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.