ETV Bharat / sports

ମହିଳା ଏସିଆନ କପର ଆୟୋଜକ ଭାରତ, ବାଲାଦେବୀ କହିଲେ ସମ୍ମାନଜନକ

2022 ମହିଳା ଏସିଆନ କପର ଆୟୋଜକ ରହିଛି ଭାରତ । ଏନେଇ ଭାରତୀୟ ମହିଳା ଫୁଟବଲ ଟିମର ଷ୍ଟାର ଫରୱାର୍ଡ ବାଲାଦେବୀ ଖୁସିବ୍ୟକ୍ତ କରିଛନ୍ତି ।

it's an honour for India to host AFC Women's Asian Cup 2022: Bala devi
ମହିଳା ଏସିଆନ କପର ଆୟୋଜକ ଭାରତ, ବାଲାଦେଦୀ କହିଲେ ସମ୍ମାନଜନକ
author img

By

Published : Jul 3, 2020, 6:53 PM IST

ନୂଆଦିଲ୍ଲୀ: 2022 ମହିଳା ଏସିଆନ କପର ଆୟୋଜକ ରହିଛି ଭାରତ । ଏନେଇ ଭାରତୀୟ ମହିଳା ଫୁଟବଲ ଟିମର ଷ୍ଟାର ଫରୱାର୍ଡ ବାଲାଦେବୀ ଖୁସିବ୍ୟକ୍ତ କରିଛନ୍ତି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିବାରୁ, ଭାରତ ପାଇଁ ଏହା ସମ୍ମାନର କଥା ବୋଲି ବାଲାଦେବୀ କହିଛନ୍ତି ।

ଦେଶର ପ୍ରତ୍ୟେକ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ଏହା ଗୌରବର ବିଷୟ । ଏତେବଡ ହାଇପ୍ରୋଭାଇଲର ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଦଳ ଭାବେ ଭାରତୀୟ ଦଳ ଖେଳିବ । ଏହା ନିଶ୍ଚିନ୍ତ ସୌଭାଗ୍ୟର କଥା । ବାଲାଦେବୀଙ୍କ ଏହି ବୟାନ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF) ପକ୍ଷରୁ ପ୍ରକାଶିତ କରାଯାଇଛି ।

ବାଲାଦେବୀ ବର୍ତ୍ତମାନ ସ୍ପଟଲାଣ୍ଡର ଗ୍ଳାସଗୋରେ ରହିଛନ୍ତି । ସ୍କଟିସ ପ୍ରିମିୟର ଲିଗର ଅପେକ୍ଷାରେ ରହିଛନ୍ତି ଭାରତର ଏହି ଷ୍ଟାର ମହିଳା ଫୁଟବଲର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.