ETV Bharat / sports

ISL: ମୁମ୍ବାଇ ସିଟି ଏଫସିରେ ଜାପାନିଜ ମିଡଫିଲ୍ଡର ଗୋଦାର୍ଡ

author img

By

Published : Oct 27, 2020, 5:37 PM IST

ଇଂଲିସ ଜନ୍ମିତ ଜାପାନିଜ ମିଡଫିଲ୍ଡର କେ ଗୋଦାର୍ଡଙ୍କ ସହ ଚୁକ୍ତି କରିଛି ମୁମ୍ବାଇ ସିଟି ଏଫସି । ଅଧିକ ପଢନ୍ତୁ...

ISL: Mumbai City FC complete loan move for Japanese midfielder Cy Goddard
ISL: ମୁମ୍ବାଇ ସିଟି ଏଫସିରେ ଜାପାନିଜ ମିଡଫିଲ୍ଡର ଗୋଦାର୍ଡ

ମୁମ୍ବାଇ: ଇଣ୍ଡିଆନ ସୁପର ଲିଗ(ଆଇଏସଏଲ)ର 2020-20 ସଂସ୍କରଣ ପୂର୍ବରୁ ଶକ୍ତି ସଂଗ୍ରହରେ ମୁମ୍ବାଇ ସିଟି ଏଫସି । ମଙ୍ଗଳବାର ଇଂଲିସ ଜନ୍ମିତ ଜାପାନିଜ ମିଡଫିଲ୍ଡର କେ ଗୋଦାର୍ଡଙ୍କ ସହ ଚୁକ୍ତି ହୋଇଥିବା ଘୋଷଣା କରିଛି କ୍ଳବ ।

23 ବର୍ଷୀୟ ଗୋଦାର୍ଡ, ଇଟାଲିୟନ କ୍ଳବ ବେନଭେଣ୍ଟୋ କାଲସିଇଓର ସଦସ୍ୟ ରହିଥିଲେ । 18 ବର୍ଷରୁ କମ, 21 ବର୍ଷରୁ କମ ଓ23 ବର୍ଷରୁ କମ ଟୋଟେନହାମ ଟିମକୁ ପ୍ରତିନିଧିତ୍ବ କରିଛନ୍ତି ଗୋଦାର୍ଡ । ତେବେ ବର୍ଷ 2017ର ସେ ଏହି କ୍ଳବକୁ ବିଦାୟ କହିଥଲେ ।

"ଇଣ୍ଡିଆନ ସୁପର ଲିଗ ନେଇ ଅଳ୍ପ କିଛି ଭିନ୍ନ କଥା ଶୁଣିବାକୁ ମିଳିଛି । ମାତ୍ର ମୁମ୍ବାଇ ସିଟି ଏଫସିରୁ ସୁଯୋଗ ଆସିବା ପରେ, ପ୍ରତିଭା ପ୍ରଦର୍ଶନ ସହ ଅଭିଜ୍ଞତା ହାସଲ କରିବା ଲକ୍ଷ୍ୟରେ ଯୋଗ ଦେଇଛି ।" ଏକ ଅଫିସିଆଲ ଘୋଷଣାନାମାରେ ଏହା କହିଛନ୍ତି, ଗୋଦାର୍ଡ ।

16 ବର୍ଷରୁ କମ ଓ 17 ବର୍ଷରୁ କମ ଜାପାନ ଜାତୀୟ ଦଳରେ ମଧ୍ୟ ଖେଳିବାର ସୁଯୋଗ ପାଇଛନ୍ତି ଗୋଦାର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.