ETV Bharat / sports

ISL-7: ହାଇଦ୍ରାବାଦକୁ ଭେଟିବ କେରଳ ବ୍ଲାଷ୍ଟର୍ସ

author img

By

Published : Feb 16, 2021, 3:06 PM IST

ଆଇଏସଏଲର ଚଳିତ ସିଜନର 96ତମ ମ୍ୟାଚ ଆଜି ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ।

ISL-7: ହାଇଦ୍ରାବାଦକୁ ଭେଟିବ କେରଳ ବ୍ଲାଷ୍ଟର୍ସ
ISL-7: ହାଇଦ୍ରାବାଦକୁ ଭେଟିବ କେରଳ ବ୍ଲାଷ୍ଟର୍ସ

ପାଣାଜି: ଆଇଏସଏଲର ଚଳିତ ସିଜନର 96ତମ ମ୍ୟାଚ ଆଜି ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ । ହାଇଦ୍ରାବାଦ 5ମ ସ୍ଥାନରେ ରହିଥିବାବେଳେ କେରଳ 10ମ ସ୍ଥାନରେ ରହିଛି ।

ହାଇଦ୍ରାବାଦ 17ଟି ମ୍ୟାଚରୁ 5ଟିରେ ବିଜୟ ହାସଲ କରି 24ପଏଣ୍ଟ ସହ ଦଳ 5ମ ସ୍ଥାନରେ ରହିଛି । ସେହିପରି କେରଳ ବ୍ଲାଷ୍ଟର୍ସ 17ଟି ମ୍ୟାଚରୁ 3ଟିରେ ବିଜୟ ହାସଲ କରି 16ପଏଣ୍ଟ ସହ 10ମ ସ୍ଥାନରେ ରହିଛି ।

ତେବେ ଆଜି ହାଇଦ୍ରାବାଦ ଜୋର୍‌ ଲଗାଇବ କେରଳକୁ ପରାସ୍ତ କରିବା ପାଇଁ । କାରଣ 3ପଏଣ୍ଟ ହରାଇଲେ ଦଳକୁ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିବା ପାଇଁ ଅସୁବିଧା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.